"ରୋହି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୭୩ କ ଧାଡ଼ି:
ରୋହି ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଜଳଚର ମଧୁର ଜଳ ପ୍ରଜାତି । ଯେତେବେଳେ ଚାଷ ହୁଏ, ଏହା ହ୍ରଦ ପରିବେଶରେ ପ୍ରଜନନ କରେ ନାହିଁ, ତେଣୁ ପ୍ରବର୍ତ୍ତିତ ପ୍ରଜନନ ଆବଶ୍ୟକ କରିଥାଏ । <ref>{{Cite journal|last=de Graaf|first=G.|last2=Latif|first2=A.|year=2002|title=Development of freshwater fish farming and poverty alleviation - A case study from Bangladesh|url=http://www.nefisco.org/downloads/DevelopmentOfFreshwaterFishFarming.pdf|journal=Aquaculture Asia|volume=7|issue=2|page=5}}</ref> ରୋହିକୁ ଏକ ଖେଳ ମାଛ ଭାବରେ ମଧ୍ୟ ସମ୍ମାନିତ କରାଯାଏ । <ref name="iucn"><cite class="citation journal cs1" id="CITEREFDahanukar,_N.2010">Dahanukar, N. (2010). [https://www.iucnredlist.org/species/166619/6248771 "''Labeo rohita''"]. ''[[IUCN Red List|IUCN Red List of Threatened Species]]''. '''2010''': e.T166619A6248771. [[Doi (identifier)|doi]]:<span class="cs1-lock-free" title="Freely accessible">[[doi:10.2305/IUCN.UK.2010-4.RLTS.T166619A6248771.en|10.2305/IUCN.UK.2010-4.RLTS.T166619A6248771.en]]</span>.</cite></ref>
[[ଫାଇଲ:Fried_Rohu_in_Bangladesh.jpg|ଡାହାଣ|thumb| [[ବଙ୍ଗଳାଦେଶ|ବାଂଲାଦେଶ]]ର ଏକ ରୋହି ମାଛ ଭଜା ]]
[[ବଙ୍ଗଳାଦେଶ|ବାଂଲାଦେଶ]], [[ନେପାଳ]], [[ପାକିସ୍ତାନ|ପାକିସ୍ଥାନ]] ଏବଂ [[ଭାରତ|ଭାରତୀୟ]] [[ତ୍ରିପୁରା]], [[ନାଗାଲାଣ୍ଡ]], [[ବିହାର]], [[ଓଡ଼ିଶା|ଓଡିଶାଓଡ଼ିଶା]], [[ଆସାମ]], [[ପଶ୍ଚିମ ବଙ୍ଗ|ପଶ୍ଚିମବଙ୍ଗ]], [[ଆନ୍ଧ୍ର ପ୍ରଦେଶ|ଆନ୍ଧ୍ରପ୍ରଦେଶ]] ଏବଂ [[ଉତ୍ତର ପ୍ରଦେଶ|ଉତ୍ତରପ୍ରଦେଶରେ]] ରୋହି ସାଧାରଣତଃ ଖାଆନ୍ତି। ଭଜା ମାଛ ପାଇଁ ଏକ ରନ୍ଧନ ପ୍ରଣାଳୀ ମନଷୋଳଶା (''Manasollasa'') ଦର୍ଶାଯାଇଥିବା କୁହାଯାଇଛି, ଏହା ଏକ ୧୨ଶ ଶତାବ୍ଦୀରେ ସୋମେଶ୍ୱର-୩ୟଙ୍କ ଦ୍ୱାରା୩ୟଙ୍କଦ୍ୱାରା ସଙ୍କଳିତ ଏକ ସଂସ୍କୃତ ଜ୍ଞାନକୋଷ, ଯିଏ କି ବର୍ତ୍ତମାନର [[କର୍ଣ୍ଣାଟକ]]ରେ ଶାସନ କରୁଥିଲେ । ଏହି ରାନ୍ଧଣାରେ, ମାଛ କାତି ଛଡ଼ାଇବାପରେ ହେଙ୍ଗୁ ଏବଂ ଲୁଣରେ ଭିଜେଇ (ମାରିନେଟ୍) ହୋଇଥାଏ । ଏହା ପରେ ଭଜା ହେବା ପୂର୍ବରୁ ହଳଦୀ ମିଶ୍ରିତ ପାଣିରେ ବୁଡ଼ାଇ ଦିଆଯାଏ । <ref>{{Cite book|url=https://books.google.com/books?id=bk9RHRCqZOkC&pg=PA85|title=The Story of Our Food|last=K.T. Achaya|publisher=Universities Press|year=2003|isbn=978-81-7371-293-7|page=85}}</ref>
 
== ଆହୁରି ଦେଖନ୍ତୁ ==
"https://or.wikipedia.org/wiki/ରୋହି"ରୁ ଅଣାଯାଇଅଛି