"ବଣ୍ଡା ଜନଜାତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଛୋଟ ବଡ଼ ବଦଳ (ଲେଖା ଶୈଳୀ ଓ ବନାନ)
୯ କ ଧାଡ଼ି:
|rels =
}}
'''ବଣ୍ଡା ଜନଜାତି''' [[ଓଡ଼ିଶା]]ରେ ଦେଖାଯାଉଥିବାରହୁଥିବା ଏକ ଆଦିମ ଜନଜାତି ମଧ୍ୟରୁ ଅନ୍ୟତମ । ୨୦୧୧ ଜନଗଣନା ଅନୁସାରେ ବଣ୍ଡା ଜନସଂଖ୍ୟା ପ୍ରାୟ ୧୨,୦୦୦ ଜନସଂଖ୍ୟାଥିବାଥିଲା ଏହି ଜନଜାତିବଣ୍ଡା ଲୋକେ ମୁଖ୍ୟତଃ [[ମାଲକାନଗିରି ଜିଲ୍ଲା]]ର ଘାଟି ଅଞ୍ଚଳରେ ବସବାସ କରିଥାନ୍ତି । ବଣ୍ଡା ଜନଜାତିମାନେଲୋକେ ସାଧାରଣତଃ ମୁଣ୍ଡା ଶ୍ରେଣୀର[[ବଣ୍ଡା ଭାଷା]] ବ୍ୟବହାର(ରେମୋସାମ) କରନ୍ତିଭାଷାରେ କଥାବାର୍ତ୍ତା କରିଥାନ୍ତିବଣ୍ଡାଏହି ଜନଜାତିର ସଂସ୍କୃତି ଅବକ୍ଷୟକୁ ଆଖି ଆଗରେ ରଖି [[ଓଡ଼ିଶା ସରକାର]] ୧୯୭୭ ମସିହାରେ ବଣ୍ଡା ଉନ୍ନୟନ ପ୍ରକଳ୍ପର ('''BDA''') ଶୁଭାରମ୍ଭଆରମ୍ଭ କରିଥିଲେ ।<ref>[http://malkangiri.nic.in/RTI_2005_BDA.pdf BONDA DEVELOPMENT AGENCY, MUDULIPADA]</ref> ଏହା ସତ୍ତ୍ୱେ ବଣ୍ଡା ସମାଜରେ ସାକ୍ଷରତା ହାର ସର୍ବନିମ୍ନ (୧୪%) ରହିଆସୁଛି ।<ref>
[http://newindianexpress.com/states/odisha/article1394905.ece Bonda Population on the Decline]</ref> ବଣ୍ଡାମାନଙ୍କର ଆୟୁ କମ ଏବଂ ସେମାନଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
<ref>[http://malkangiri.nic.in/RTI_2005_BDA.pdf BONDA DEVELOPMENT AGENCY, MUDULIPADA]</ref> ଏହା ସତ୍ତ୍ୱେ ବଣ୍ଡା ସମାଜରେ ସାକ୍ଷରତା ହାର ସର୍ବ ନିମ୍ନ (୧୪%) ରହିଆସୁଛି ।<ref>
[http://newindianexpress.com/states/odisha/article1394905.ece Bonda Population on the Decline]</ref>
 
==ଊତ୍ପତିଉତ୍ପତି ଓ ବିଭାଜନ==
ବଣ୍ଡା ଜନଜାତି ପ୍ରାୟ ୬୦,୦୦୦ ବର୍ଷ ପୂର୍ବେ ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ବିସ୍ଥାପିତ ମନୁଷ୍ୟ ଜାତି ମଧ୍ୟରୁ ଅନ୍ୟତମ । ନୃତତ୍ତ୍ୱବିତଙ୍କ ମତରେ ସେମାନେ ଅଷ୍ଟ୍ରୋଏସିଆଟିକ୍ଅଷ୍ଟ୍ରୋଏସିଆଟିକ ଜନଜାତିର ଏକ ଗୋଷ୍ଠୀର ସଦସ୍ୟ । ସେମାନେ ପ୍ରାଚୀନ ଅତୀତରେ ଜୟପୁର ପାହାଡରେପାହାଡ଼଼ରେ ପ୍ରାୟ ୧୩୦ ବର୍ଗ କିଲୋମିଟର ଅଞ୍ଚଳକୁ (ବର୍ତ୍ତମାନ ଓଡ଼ିଶାର ମାଲକାନଗିରି ଜିଲ୍ଲାରେଜିଲ୍ଲା) ନିଜର ସ୍ଥାୟୀ ବାସସ୍ଥଳିବାସସ୍ଥଳୀ କରିଥିଲେ ।<ref name="Down To Earth 2018">{{cite web | title=The first wave of African migrants leaving Malkangiri, Odisha—their ancestral region—in search of li | website=Down To Earth | date=2018-02-19 | url=https://www.downtoearth.org.in/news/forests/the-next-wave-59731 | access-date=2020-07-22|quote=The Bonda tribe of Odisha are believed to be part of the first wave of migration out of Africa about 60,000 years ago. They were the first forest settlers in India. Anthropologists say that they are members of a group of Austroasiatic tribes, who at some time in the ancient past migrated and settled in an area of about 130 sq km in the wild Jeypore hills.}}</ref> ବଣ୍ଡାମାନେ ରହୁଥିବା ପାହାଡଗୁଡିକୁପାହାଡ଼ଗୁଡ଼ିକୁ ବଣ୍ଡା ପାହାଡପାହାଡ଼଼ କୁହାଯାଏ । ବଣ୍ଡା ଜନଜାତି ଦୁଇ ଭାଗରେ ବିଭକ୍ତ:, ଯଥା ଉପର ବଣ୍ଡା ଏବଂ ତଳୁଆ ବଣ୍ଡା । ଉପର ବଣ୍ଡାମାନଙ୍କର ବାହ୍ୟ ଜଗତ ସହିତ ପ୍ରାୟ କୌଣସି ସମ୍ପର୍କ ନାହିଁ । ସେମାନେ ଖଇରିପୁଟ୍ଖଇରିପୁଟ ବ୍ଲକରେ ଥିବା ଡାକ୍ତରଖାନାକୁ ଚିକିତ୍ସା ପାଇଁ ମଧ୍ୟ ଆସିବାକୁ ପସନ୍ଦ କରନ୍ତି ନାହିଁ । <ref name="L. K. Mahapatra 2009 p. 9-19">{{cite book | last=L. K. Mahapatra | first=R.P.M. | title=The Challenges of Self-Managed Development | publisher=Mittal Publications | year=2009 | isbn=978-81-8324-244-8 | url=https://books.google.com.sg/books?id=qude_LUplnQC&pg=PA19 | access-date=2020-07-21 | page=9}}</ref>
 
==ରେମୋ , ବଣ୍ଡା ଭାଷା (''ରେମୋ'' ବା ''ରେମୋସାମ'')==
{{Main|ବଣ୍ଡା ଭାଷା}}
 
ବଣ୍ଡା ଗଜନଜାତିରଜନଜାତିର ଭାଷାକୁ ରେମୋ କୁହାଯାଏ।କୁହାଯାଏ । ଏହା ଏକ ଅଷ୍ଟ୍ରୋଏସିଆଟିକ୍[[ଅଷ୍ଟ୍ରୋଏସିଆଟିକ ଭାଷା ପରିବାରରପରିବାର]]<nowiki/>ର ମୁଣ୍ଡା ଭାଷା ଶାଖା ଅନ୍ତର୍ଗତ । ବଣ୍ଡା ଭାଷା ପାଇଁ କୌଣସି ବିଧିବଦ୍ଧ ଲିପି ନଥିବା ବେଳେ ଓଡ଼ିଶାରେ ରହୁଥିବା ବଣ୍ଡାଭାଷୀମାନେ କେତେକ କ୍ଷେତ୍ରରେ ଓଡ଼ିଆ ଲିପି ବ୍ୟବହାର କରିଥାନ୍ତି । ଏହର ନିକଟସ୍ଥ ଭାଷା ଗୁତବ. ବା ଗଦବା ।<ref>[http://www.ethnologue.com/show_language.asp?code=bfw Ethnologue report on the Bonda language]</ref>
 
==ବଣ୍ଡା ସଂସ୍କୃତି==
 
ଉପର ବଣ୍ଡାମାନେ ନିଜ ଗାଁକୁ ଗାଁରେମ୍ କୁହନ୍ତି।କହନ୍ତି ବଣ୍ଡା ଗାଁବଣ୍ଡା ଗୁଡିକଗାଁଗୁଡ଼ିକ ପାହାଡପାହାଡ଼ ଉପରେ କିମ୍ବା ପାହାଡପାହାଡ଼ ଢଳାଣିରେ ଦେଖାଯାଏ।ଦେଖାଯାଏ । ବଣ୍ଡା ଘର ଗୁଡିକଘରଗୁଡ଼ିକ କୌଣସି ନିର୍ଦ୍ଧିଷ୍ଟ କ୍ରମ ବା ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ ।ବଣ୍ଡା ଗାଁବଣ୍ଡା ଗୁଡିକଗାଁଗୁଡ଼ିକ ଗୋଟିଏ ଗୋତ୍ର ବୋଲି ଧରାଯାଏ । ତେଣୁ ବଣ୍ଡା ଲୋକମାନେ ନିଜ ଗାଁ ଭିତରେ ବିବାହ କରନ୍ତି ନାହିଁ | <ref name="L. K. Mahapatra 2009 p. 9-19"/>
 
ବଣ୍ଡା ସମାଜରେ ବିବାହକୁ ଡିଓସିଙ୍ଗ୍ କୁହାଯାଏ।କୁହାଯାଏ । ଦୁଇପ୍ରକାରର ବିବାହ ବଣ୍ଡା ସମାଜରେ ପ୍ରଚଳିତ।ପ୍ରଚଳିତ । ପ୍ରଥମଟି ହେଲା ''ସଲାକ୍ ବୋଇ ଡିଓସିଙ୍ଗ୍'' ଅର୍ଥାତ୍ ବୁଝାମଣା ବିବାହ ଓ ''ଗୁବାଇ ଡିଓସିଙ୍ଗ୍'' ଅର୍ଥାତ୍ ଧରା ବାହାଘର।ବାହାଘର ବଣ୍ଡା ପୁଅମାନେ ୧୦ରୁ ୧୨ ବର୍ଷ ବୟସ ମଧ୍ୟରେ ବିବାହ କରନ୍ତି |ସାଧାରଣତ। ସାଧାରଣତଃ କନ୍ୟା ବରଠାରୁ ବୟସରେ ବଡବଡ଼ ହୋଇଥାଏ । ବରପକ୍ଷକୁ ବିବାହ ପୁର୍ବରୁ ''ଗିନିଙ୍ଗ୍'' ଅର୍ଥାତ୍ କନ୍ୟାସୁନା କନ୍ୟାର ପରିବାରକୁ ଦେବାକୁ ପଡ଼େ ।<ref>{{cite journal |last1=ମହାନ୍ତି |first1=ରମେଶ ପ୍ରସାଦ |title=ପୁରାତନ ଜନଜାତି ପାହାଡି ବଣ୍ଡାଙ୍କ ଉତ୍ପତି ଓ ବାହାଘର ପରମ୍ପରା |journal=ଉତ୍କଳ ପ୍ରସଙ୍ଗ |issue=feb-mar-2007 |page=୩୭-୪୧ |url=http://magazines.odisha.gov.in/utkalprasanga/feb-mar-2007/oriyapdf/Page37-41.pdf}}</ref>
କନ୍ୟାର ପରିବାରକୁ ଦେବାକୁ ପଡେ।<ref>{{cite journal |last1=ମହାନ୍ତି |first1=ରମେଶ ପ୍ରସାଦ |title=ପୁରାତନ ଜନଜାତି ପାହାଡି ବଣ୍ଡାଙ୍କ ଉତ୍ପତି ଓ ବାହାଘର ପରମ୍ପରା |journal=ଉତ୍କଳ ପ୍ରସଙ୍ଗ |issue=feb-mar-2007 |page=୩୭-୪୧ |url=http://magazines.odisha.gov.in/utkalprasanga/feb-mar-2007/oriyapdf/Page37-41.pdf}}</ref>
 
ଗୋତି ଶ୍ରମିକକୁ ବଣ୍ଡା ଲୋକମାନେ 'ଗୁଫାମ' କହନ୍ତି |ପୁରୁଷ ବନ୍ଧିତ ଶ୍ରମିକଙ୍କୁ ''ଗୁଫାମ-ରେମ '' ଓ ମହିଳା ଶ୍ରମିକଙ୍କୁ ''ଗୁଫାମ-ବୟ'' କୁହାଯାଏ |
 
===ଖାଦ୍ୟ ଓ ପାନୀୟ===
ବଣ୍ଡା ସମାଜରେ ଖାଦ୍ୟ ପାନୀୟଅନ୍ୟପାନୀୟ ଅନ୍ୟ ସମାଜପରି ପରିବେଶ ଓ ଋତୁ ଉପରେ ନିର୍ଭରଶୀଳ | ଏହାଛଡା ବଣ୍ଡା ଜନଜାତି ଶିକାର ଓ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଉପରେ ମଧ୍ୟ ନିର୍ଭରଶୀଳନିର୍ଭର କରିଥାନତି ଚାଉଳ , ମାଣ୍ଡିଆ ,କାଙ୍ଗୁ ଓ ସୁଆଁ ଆଦି ବଣ୍ଡା ସମାଜର ମୁଖ୍ୟ ଖାଦ୍ୟଶସ୍ୟ । ଏହା ଛଡା ଜଙ୍ଗଲ ଜାତଜଙ୍ଗଲଜାତ ଖାଦ୍ୟଦ୍ରବ୍ୟ ଯଥା ମହୁଲ , ବାଉଁଶ ଗଜା , ଛତୁ , କନ୍ଦମୁଳ , ସାରୁ ଇତ୍ୟାଦି ଖାଦ୍ୟ ଭାବେ ବ୍ୟବହୃତ ହୁଏକରିଥାନ୍ତି । ଅଣ୍ଡା , ମାଂସ , ମାଛ ଉପଲବ୍ଧତା ଉପରେ ନିର୍ଭର କରେ । ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ମଧ୍ୟରେ ଜଙ୍ଗଲଜାତ ଫଳ ଯଥା ଆମ୍ବ, ପଣସ , କେନ୍ଦୁ , କଦଳୀ , ତେନ୍ତୁଳି ଓ ଜଙ୍ଗଲି କୋଳି ଇତ୍ୟାଦି ବଣ୍ଡା ଖଦ୍ୟରଖାଦ୍ୟର ଏକ ପ୍ରଧାନ ଭାଗ । ବଣ୍ଡାମାନେ କେତେକ ଜଙ୍ଗଲିଜଙ୍ଗଲୀ କୀଟ ଯଥା ଲାଲ୍ନାଲି ପିମ୍ପୁଡ଼ି ମଧ୍ୟ ଖାଦ୍ୟ ଭାବରେ ବ୍ୟବହୃତବ୍ୟବହାର ହୁଏକରନ୍ତି । ବଣ୍ଡା ସମାଜରେ ପାନୀୟ ବିଶେଷ କରି ମାଦକ ପାନୀୟର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୁର୍ଣ । ମାଦକବଣ୍ଡାମାନେ ପାନୀୟ ଯଥାସାପୁଙ୍ଗ (ସଲପ ମଦ), [[ହାଣ୍ଡିଆ|ପେଣ୍ଡମ]] (ହାଣ୍ଡିଆ), ସାଗୁର୍ , ସାପୁଙ୍ଗ୍ପଣଷପଣସ ମଦ ସର୍ବସାଧାରଣରେ ବ୍ୟବହୃତ । ଭାତ , ମଦ , ଓ ମାଂସ ବଣ୍ଡା ସମାଜରେ ସମ୍ମାନଜନକ ଖାଦ୍ୟ ଭାବେ ଧରାଯାଏ । <ref name="Sisa 2020 p. 29-31">{{cite book | last=Sisa | first=D. | title=THE BONDA TRIBE'S SOCIO-CULTURAL SYSTEM AND CHANGE | publisher=Evincepub publishing | year=2020 | isbn=978-93-89988-72-7 | url=https://books.google.com.sg/books?id=SqjvDwAAQBAJ&pg=PA29 | access-date=2020-07-22 | page=29-31}}</ref>
 
==ପର୍ବପର୍ବାଣୀ==
ବଣ୍ଡାମାନେ ଶ୍ରାବଣ ମାସରେ ଟାଙ୍କୁ''ଚାଙ୍କୁ ପରବ'', ଆଶ୍ୱିନ ମାସରେ ''ମୁଣ୍ଡଧୌନି ପରବ'', ପୌଷ ମାସରେ ''ପୁଷ ପରବ'', ମାଘ ମାସରେ ପାଟ ଖଣ୍ଡା ଯାତ୍ରା ଓ ଚୈତ୍ର ମାସରେ ଆମ୍ବ ବା ''ଉଲି ପରବ'' ପାଳନ କରିଥାନ୍ତି ।<ref>{{cite web|last1=ଶତପଥୀ|first1=ରବି|title=ବଣ୍ଡାଙ୍କ ପରବ|url=http://www.dharitri.com/Bhubaneswar/241116/p10.htm|publisher=ଧରିତ୍ରୀ|accessdate=24 November 2016}}</ref>
 
==ସାମ୍ପ୍ରତିକ ଘଟଣାବଳିଘଟଣାବଳୀ==
[[ଡମ୍ବରୁ ସିଶା]] ବଣ୍ଡା ଜନଜାତିର[[ଓଡ଼ିଶା ବିଧାନ ସଭା|ଓଡ଼ିଶା ସଭାରେବିଧାନସଭା]]<nowiki/>ର ପ୍ରଥମ ବିଧାୟକ ।କେବଳ ୧୪% ବଣ୍ଡା ସାକ୍ଷର। ଜନଜାତିର ଆୟୁ କମ୍ ଏବଂ ସେମାନଙ୍କ ଜନସଙ୍ଖ୍ୟା ହ୍ରାସ ପାଇବାରେ ଲାଗିଛି।ବିଧାୟକ <ref>Ranjan Sahu, Priya. "Bondas, a Primitive Tribe in Odisha Hills, Get Their First MLA." Points of View Reference Center. Hindustan Times, 24 May 2014. Web. 22 Oct. 2014.</ref><ref name="India 2018">{{cite web | title=ଜନପ୍ରତିନିଧି - ମାଲକାନଗିରି ଜିଲ୍ଲା, ଓଡ଼ିଶା ସରକାର | website=India | date=2018-03-15 | url=https://malkangiri.nic.in/od/%E0%AC%9C%E0%AC%A8%E0%AC%AA%E0%AD%8D%E0%AC%B0%E0%AC%A4%E0%AC%BF%E0%AC%A8%E0%AC%BF%E0%AC%A7%E0%AC%BF/ | language=or | access-date=2020-07-21}}</ref>
 
==ଆଧାର==