"ଧୀର ବିଶ୍ୱାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶ୍ରେଣୀ:Pages_with_citations_using_unsupported_parameters Fixing
୨୫ କ ଧାଡ଼ି:
 
== ଓଡ଼ିଆ କଥାଚିତ୍ରରେ ଅବଦାନ ==
''କେଦାର ଗୌରୀ'' ଧୀର ବିଶ୍ୱାଳଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା । ଏଥିରେ ଖଳନାୟକ 'ରାହୁ' ଭୂମିକାରେ ସେ ଅଭିନୟ କରିଥିଲେ । ୧୯୬୨ମସିହାରେ ସେ ନିଜର ପ୍ରଯୋଜନା ସଂସ୍ଥା ''ପଞ୍ଚସଖା ପିକଚର୍ସ'' ଆରମ୍ଭ କରିଥିଲେ । ପଞ୍ଚସଖା ପିକଚର୍ସର ପ୍ରଥମ ଚଳଚ୍ଚିତ୍ର ଥିଲା [[ନୂଆ ବୋଉ]] । ସେ ପ୍ରାୟ ୫୦ଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ସହିତ ଜଡିତ ରହିଥିଲେ ।<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|coauthorsauthor2=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=https://books.google.com/books?id=e7ZKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-4-6}}</ref>
=== ଅଭିନୀତ ଚଳଚ୍ଚିତ୍ର ===
* [[କେଦାର ଗୌରୀ]]