"ମିତ୍ରଭାନୁ ଗୌନ୍ତିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଗୀତ ରଚନା: ଗାୟକଙ୍କ ବାବଦରେ ପ୍ରସଙ୍ଗ ଭିତରେ କେବେ ତାଙ୍କ ଗୀତର ପୂରା ପଦ ରହେନା ।
୪୧ କ ଧାଡ଼ି:
ଅନେକ ଲୋକପ୍ରିୟ ସମ୍ବଲପୁରୀ ଗୀତ ସେ ରଚନା କରିଛନ୍ତି । ତେବେ ରଚିତ [[ରଙ୍ଗବତୀ]] ଗୀତ ଓଡ଼ିଶା ସମେତ [[ପଶ୍ଚିମ ବଙ୍ଗ]], [[ବିହାର]], [[ଝାଡ଼ଖଣ୍ଡ]], [[ଛତିଶଗଡ଼]] ଓ [[ଆନ୍ଧ୍ର ପ୍ରଦେଶ]] ଓ [[ଭାରତ]]ର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି । [[ଜିତେନ୍ଦ୍ର ହରିପାଲ]] ଏବଂ କ୍ରୀଷ୍ଣା ପଟେଲ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହେଇଥିଲେ । ରଙ୍ଗବତୀ ଗୀତଟି ୨୦୦୭ ମସିହାରେ [[ଦିଲ୍ଲୀ]]ଠାରେ [[ସାଧାରଣତନ୍ତ୍ର ଦିବସ]] ପ୍ୟାରେଡ଼ର ଓଡ଼ିଶା ଝାଙ୍କିରେ ବଜାଯାଇଥିଲା । <ref>http://www.odiamusic.com/OMNews/ramesh-mahananda/</ref>
ଏହା ଅନ୍ୟ ରାଜ୍ୟ ତଥା ବିଦେଶରେ ଆଦୃତ ହୋଇଥିଲା । [[ବିବିସି]] [[ଲଣ୍ଡନ]] କେନ୍ଦ୍ରରୁ ଏହି ଗୀତର ପ୍ରସାରଣ କରାଯାଇଥିଲା ।<ref>http://www.telegraphindia.com/1120602/jsp/odisha/story_15561051.jsp#.UKdkLmf_m7s</ref> । ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ [[ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ]] ତରଫରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।<ref>http://www.odisha.com/archives/16466</ref>
ସତୁରୀ ଓ ଅଶୀ ଦଶକରେ ଏହା ବିଶେଷ ଲୋକପ୍ରିୟତା ଲାଭ କରିଥିଲା । ଅଧୁନା ବାହାଘର ରୋଷଣୀ ଓ ମୂର୍ତ୍ତି ଭସାଣି ଆଦିରେ ଏହି ଗୀତ ବାଜିଥାଏ । [[ଦକ୍ଷିଣ କୋରିଆ|ଦକ୍ଷିଣ କୋରିଆରେ]] ସପ୍ତମ ବିଶ୍ୱ ଜଳ ଫୋରମ ଅବସରେ କୋରିଆର ନର୍ତ୍ତକୀମାନେ ରଙ୍ଗବତୀର ତାଳରେ ନୃତ୍ୟ ପରିବେଷଣ କରିଥିଲେ । <ref>http://m.timesofindia.com/city/bhubaneswar/Social-media-abuzz-as-Korean-girls-dance-to-Rangabati-beats/articleshow/46955156.cms</ref>[[ତେଲୁଗୁ ଭାଷା]]ରେ ନିର୍ମିତ ଏକ ଚଳଚ୍ଚିତ୍ରରେ ମଧ୍ୟ ସ୍ଥାନ ପାଇଥିଲା ।<ref name="odialive">{{cite web |title=Things to know about Rangabati Rangabati Song {{!}} OdiaLive |url=https://odialive.com/rangabati-rangabati-kanaka-lata/ |website=www.odialive.com |accessdate=22 February 2020 |date=6 July 2015}}</ref> ଗୀତର ପଦରଚନା ଏହିଭଳି :
<poem>
 
'''''ପୁ:''''' ଏହେ ରଙ୍ଗବତୀରେ ରଙ୍ଗବତୀ
ହୋ ରଙ୍ଗବତୀରେ ରଙ୍ଗବତୀ
ଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
ହାଏ ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
'''''ଝି:''''' ହାଏଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ଏ ଲାଜେ ଲାଜେ ଗୋ ଲାଜେ ଲାଜେ
ହାଏ ଲାଜେ ଲାଜେ ନଇଁ ଯାଉଛେ ମଥାଗୋ ନାଇଁକର ନାଇଁକର ଅଥା
ଏ.. ଲାଜେ ଲାଜେ ନଇଁଯାଉଛେ ମଥା ଗୋ ନାଇଁକର ନାଇଁକର ଅଥା
'''''ଉଭୟ:''''' ସପନ ରଜାର୍ ସପନ
ସପନ ରଜାର୍ ସପନ
ରାନିର୍ ଲାଗେ ସୁତାର୍ ମାଲେ ହେଲାନ ଗୁଁଥା
'''''ପୁ:''''' ରଙ୍ଗବତୀ ରଙ୍ଗବତୀ
'''''ଝି:''''' ଏ ଆଖିନ୍ ଆସିଛେ କେତେ ସପନ
ଏ ଜୀବରଧନ ଜୀବର୍ ଜୀବନ ଗଲାର ରତନରେ ହେ..
ଏ ଆଖିନ୍ ଆସିଛେ କେତେ ସପନ
ଏ ଜୀବରଧନ ଜୀବର୍ ଜୀବନ ଗଲା ରତନରେ
'''''ପୁ:''''' ବନେ ମଲ୍ଲୀ ମହକନ ହୋ
ବନେ ମଲ୍ଲୀ ମହକନ
ବନେ ମଲ୍ଲୀ ମହକନ ଆହା ମୋର ଧନ କେଡ଼େ ମିଲନ ଛନ ଛନ ହେସି ମନ
ହାଏ ଆହା ମୋର ଧନ କେଡ଼େ ମିଲନ ଛନ ଛନ ହେସି ମନ
'''''ଉଭୟ:''''' ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା
ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା
ଉବୁ ଟୁବୁ ମନେ କରେ ସୁରୁତା
'''''ପୁ:''''' ରଙ୍ଗବତୀ ରଙ୍ଗବତୀ
'''''ଝି:''''' ଦେଖୁନ୍ ଥିମି ତୁମର୍ ଚକା ବଦନ
ରଜା ରତନ ମୁହୁଁ ଦର୍ପନ
କରି ଯତନ ରେ... ହେ..
ଦେଖୁନ୍ ଥିମି ତୁମର୍ ଚକା ବଦନ
ରଜା ରତନ ମୁହୁଁ ଦର୍ପନ
କରି ଯତନ ରେ...
'''''ପୁ:''''' ଭଙ୍ଗାଘରେ ଚକା ଜହ୍ନରେ
ଭଙ୍ଗାଘରେ ଚକା ଜହ୍ନ
ଭଙ୍ଗାଘରେ ଚକା ଜହ୍ନ ତୁହି ମୋର୍ ଧନ ଫୁଲ ଚନ୍ଦନ ପୁରିଥିବା ଦୁହି କାନ
ହାଏ... ତୁହି ମୋର୍ ଧନ ଫୁଲ ଚନ୍ଦନ ପୁରିଥିବ ଦୁହି କାନ
'''''ଉଭୟ:''''' ବାସୁ ଗାଁ ସାହି ଆମର୍ ପଡ଼ିଶା
ବାସୁ ଗାଁ ସାହି ଆମର୍ ପଡ଼ିଶା
ଜୂଈ ଜାଈ ମଲ୍ଲୀ ଅପରାଜିତା
'''''ପୁ:''''' ରଙ୍ଗବତୀ ରଙ୍ଗବତୀ
.........
..........
</poem>