"ରେଭେନ୍ସା ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: By publishing the history
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ଇଷ୍ଟୋନିଆନ୍ (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanabotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
୩୯ କ ଧାଡ଼ି:
'''ରେଭେନ୍ସା ମହାବିଦ୍ୟାଳୟ''' (ବର୍ତ୍ତମାନ [[ରେଭେନ୍ସା ବିଶ୍ୱବିଦ୍ୟାଳୟ]]) କଟକରେ ଅବସ୍ଥିତ । ଏହାକୁ '''[[ଥୋମାସ ଏଡୱାଡ ରେଭେନ୍ସା]]''' (Thomas Edward Ravenshaw) , ୱିଲିୟମ ୱୀଥର (William Withers)ଙ୍କ ବଂଶଜ , ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ଥୋମାସ ଓ ତାଙ୍କ ପତ୍ନୀ '''ମ୍ୟାରୀ ସୁସନ୍ନା ସାଇମଣ୍ଡ ରେଭେନ୍ସା''' (Mary Susannah Symonds Ravenshaw) ସେତେବେଳେ ଓଡ଼ିଶାରେ ରହୁଥିଲେ ।<br />୧୫ ନଭେମ୍ବର ୨୦୦୬ରେ ଏହି କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲା ।<ref>http://www.ravenshawuniversity.ac.in/</ref>
== ଇତିହାସ ==
୧୮୬୬ର ନ'ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କଟକଠାରେ ଏକ କଲେଜ ଗଢିବାର ଯୋଜନା କରିଥିଲେ । ଶେଷରେ ସେତେବେଳର ଓଡ଼ିଶା ଡିଭିଜନ ମୁଖ୍ୟ ଥିବା 'ଥୋମାସ ରେଭେନ୍ସା' , ବଙ୍ଗ ସରକାରଙ୍କୁ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଓ କଟକର ଜିଲ୍ଲା ସ୍କୁଲଠାରେ ଏକ କଲିଜିଏଟ କ୍ଳାସ ଆରମ୍ଭ କରିବାର ଅନୁମତିବି ପାଇଗଲେ । ଏହିପରିଭାବେ ୬ ଜଣ ଛାତ୍ରଙ୍କୁ ନେଇ ୧୮୬୮ରେ କଟକରେ ଓଡ଼ିଶାର ପ୍ରଥମ କଲେଜ ଆରମ୍ଭ ହେଲା ।
 
==*ରେଭେନ୍ସାର କୋଣାର୍କ*(ପୂର୍ବ ଛାତ୍ରାବାସ)==
 
ଗତିରାଜ ସମୟ, ସମୟ ସ୍ରୋତରେ ଭବ୍ୟ ଐତିହ୍ୟ ଅହଲ୍ୟା ସଦୃଶ ଭୂମି ଓ ଜଡତାର ଚାପ ତଳେ ଶବ୍ଦାନ୍ୱିତ ହେଉଥିବାବେଳେ ଅପେକ୍ଷାକୃତ କୌଣସି ଐତିହାସିକଙ୍କ ଦ୍ଵାରା ଉଦ୍ଧାରେ ହୋଇଥାଏ, ବାସ୍ତବିକ୍ ପ୍ରାୟତଃ ଏକଶତବର୍ଷ ଧରି ମୌନାତିତ ଦଣ୍ଡାୟମାନ ଅଧୁନା- ରେଭେନ୍ସା ବିଶ୍ଵବିଦ୍ୟାଳୟର ସ୍ଵୟମ୍ବୁଚିତ୍ରାଲୋକ ପ୍ରଦର୍ଶିନୀ-ଭାବା ସରୋବରଧାରିଣୀ-ଲଳିତ ବସ୍ତ୍ରେଷୁ ବିମଣ୍ଡିନୀ-ଅବଲୋକନେଷୁ କାୟୋବାକ୍ୟ"ମନାରବ୍ଧେ ତଥା ଚୈତନ୍ୟେ ଶାନ୍ତିପ୍ରଦାୟିନୀ--ପୂର୍ବ ଛାତ୍ରାବାସ ର କୀର୍ତ୍ତି, ଯଶ ତଥା ଗୌରବ ଆଜି ସ୍ୱୟଂ ନିଜର ବିଗତ ଐତିହ୍ୟ ବାଖ୍ୟା କରିବାକୁ ସକ୍ଷମ... continuing
 
== ବିଶିଷ୍ଟ ଛାତ୍ର ==
*ଦେବଦାସ ଛୋଟରାୟ