"ଭାରତର ସଂସ୍କୃତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୦୫ କ ଧାଡ଼ି:
==ମନୋରଞ୍ଜନ ଓ ଖେଳ==
[[File:Kerala boatrace.jpg|thumb|right|ଓନାମ ପର୍ବର ପ୍ରସିଦ୍ଧ ବାର୍ଷିକ କ୍ରୀଡ଼ା ଉତ୍ସବ]]
ମନୋରଞ୍ଜନ ଓ ଖେଳ କ୍ଷେତ୍ରରେ [[ଭାରତ]]ରେ ଖେଳର ବହୁଳ ଭାବେ ବିକଶିତ ହୋଇଥିଲା । ଆଧୁନିକ ପୂର୍ବ ମାର୍ଶଲକଳା ଭାରତରେ ଏକ ପ୍ରାଚୀନ ଖେଳ ରୂପେ ଆରମ୍ଭ ହୋଇଥିଲା ଏବଂ କିଛି ଲୋକମାନଙ୍କ ଦ୍ବାରା ଜଣାଯାଏ ଯେ, ଏହି ଖେଳ ବିଦେଶରେ ପ୍ରେରଣ କରାଯାଇଥିଲା ଏବଂ ପରେ ସେହି ସବୁ ଖେଳର ଅନୁକୂଳନ ଓ ଆଧୁନିକୀକରଣ କରାଯାଇଥିଲା । [[ବ୍ରିଟିଶ ଶାସନ]] ଅନୁସାରେ [[ଭାରତ]]କୁ ଆସିଥିବା କିଛି ଖେଳ ଏଠାରେ ପ୍ରେତ ଲୋକପ୍ରିୟ ହୋଇଗଲା ଯେପରି, "ଫିଲ୍ଡ ହକି", "ଫୁଟ ବଲ" ଓ "କ୍ରିକେଟ" ।
 
"ଫିଲ୍ଡ ହକି" ଭାରତର ରାଷ୍ଟ୍ରୀୟ ଖେଳ ଅଟେ, ମୁଖ୍ୟ ରୂପେ "[[କ୍ରିକେଟ]]" ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଅଟେ । କ୍ରିକେଟକୁ [[ଭାରତ]] ଓ [[ପାକିସ୍ତାନ]] ମଧ୍ୟରେ ରାଜନୈତିକ ସମ୍ବନ୍ଧ ପାଇଁ ଏକ ମଞ୍ଚ ରୂପେ ବ୍ୟବହାର କରାଯାଇଛି । ଏହି ଖେଳରେ ଭାରତ ପାକିସ୍ତାନର ବିପକ୍ଷରେ ଖେଳିଥାଏ ଓ ଏହି ପ୍ରତିଯୋଗିତା ଦୁଇ ଦେଶ ପାଇଁ ବହୁ ଉତ୍ସାହ ଭରା ହୋଇଥାଏ । '''ଭାରତ ରାଷ୍ଟ୍ରୀୟ କ୍ରିକେଟ ଟୀମ''' (୧୯୮୩ କ୍ରିକେଟ ବିଶ୍ୱକପ), (୨୦୧୧ କ୍ରିକେଟ ବିଶ୍ୱକପ), (୨୦୦୭ ICC ୱାର୍ଲଡ଼ ୨୦), (୨୦୧୩ ICC ଚମ୍ପିୟାନ ଟ୍ରଫି) ଏବଂ (ଶ୍ରୀଲଙ୍କା ICC ଚମ୍ପିୟାନ ଟ୍ରଫି) [[ଶ୍ରୀଲଙ୍କା]] ସହିତ ଭାଗ ନେଇଥିଲା । ଘରୋଇ ପ୍ରତିଯୋଗୀତାରେ "ରଣଜୀ ଟ୍ରଫି, ଦଲୀପ ଟ୍ରଫି, ଦେବଧର ଟ୍ରଫି, ଈରାଣୀ ଟ୍ରଫି, ଏନକେପି ସାଲ୍ବେ ଚାଲେଞ୍ଜ ଟ୍ରଫି" ସାମିଲ ହୋଇଥିଲା । ଏହାଛଡା, '''ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ''' (BCCI) ଇଣ୍ଡିଆନ ପ୍ରିମିୟାର ଲିଗ, 20 ପ୍ରତିଯୋଗିତାର ଆୟୋଜନ କରିଥିଲା ।