"ରାଷ୍ଟ୍ରଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ପୃଷ୍ଠାଟିକୁ ଜାତୀୟ ଭାଷାରୁ ରାଷ୍ଟ୍ରଭାଷାକୁ ଘୁଞ୍ଚାଇଲେ: ସଠିକ ନାମ
ନୂଆ ବିଭାଗ
୧ କ ଧାଡ଼ି:
{{ତିଆରି ଚାଲିଛି}}
'''ଜାତୀୟ ଭାଷାରାଷ୍ଟ୍ରଭାଷା''' (ବା [[ଭାଷାର ରୂପ]]<!--[[variety (linguistics)|Language variant]]--> ଯଥା [[ଉପଭାଷା]]/ବୋଲି) [[ଡି ଫାକ୍ଟୋ]] ବା [[ଡି ଜୁର]] ଭାବେ ଦଖଲ ବା ଅଧିକାର କରିଥିବା ଅଞ୍ଚଳ ସହ ସମ୍ବନ୍ଧିତ ଏକ ଭାଷା । ଏହି ଶବ୍ଦଟିର ବ୍ୟବହାରରେ ଖୁବ କମ ସାମଞ୍ଜସ୍ଯତା ରହିଛି । କୌଣସି ଦେଶରେ ପ୍ରଥମ ଭାଷା ଭାବେ କଥିତ ଏକ ବା ଏକାଧିକ ଭାଷାକୁ ଅଣ ଆନୁଷ୍ଠାନିକ ଭାବେ ଉଲ୍ଲେଖ କରାଯାଇପାରେ ବା ଆଇନତଃ ଦେଶର ଜାତୀୟ ଭାଷାରାଷ୍ଟ୍ରଭାଷା ଭାବେ ମନୋନୀତ କରାଯାଇପାରେ । ବିଶ୍ୱର ୧୫୦ରୁ ଅଧିକ ସଂବିଧାନରେ ଜାତୀୟ ଭାଷାରାଷ୍ଟ୍ରଭାଷା ବିଷୟରେ ଉଲ୍ଲେଖ ହୋଇଛି ।<ref>[http://www.axl.cefan.ulaval.ca/index.html Jacques Leclerc]</ref>{{Dead link|date=March 2019}}
 
ସି.ଏମ.ବି. ବ୍ରାନ ଭାରତର ବିଶେଷ ଉଲ୍ଲେଖ କରି ଶାସନରେ ଏକ ଜାତୀୟ ଭାଷାରାଷ୍ଟ୍ରଭାଷା ପାଇଁ "ଚାରୋଟି ସ୍ବତନ୍ତ୍ର ଅର୍ଥ" ବାବଦରେ ପରାମର୍ଶ ଦେଇଥିଲେ<ref>Brann, C.M.B. 1994. "The National Language Question: Concepts and Terminology." ''Logos'' [University of Namibia, Windhoek] Vol 14: 125–134</ref>:
* ଏକ ସମ୍ପ୍ରଦାୟର ଲୋକଙ୍କ "ଅଞ୍ଚଳଭିତ୍ତିକ ଭାଷା" (କ୍ଟୋନୋଲେକ୍ଟ<ref>Wolff, H. Ekkehard "African Languages: An Introduction Ch./Art: Language and Society p. 321 pub. Cambridge University Press 2000</ref>)
* "ଆଞ୍ଚଳିକ ଭାଷା" (କୋରାଲେକ୍ଟ)
୮ କ ଧାଡ଼ି:
* ସରକାରଦ୍ୱାରା ବ୍ୟବହୃତ ଓ ସମ୍ଭବତଃ ପ୍ରତୀକାତ୍ମକ ମୂଲ୍ୟ ଥିବା "କେନ୍ଦ୍ରୀୟ ଭାଷା" (ପଲିଟୋଲେକ୍ଟ)
 
ଶେଷଟିକୁ ସାଧାରଣତଃ [[ସରକାରୀ ଭାଷା]]ର ମାନ୍ୟତା ଦିଆଯାଏ । କେଉଁଠି କେଉଁଠି (ଯଥା [[#ଫିଲିପାଇନ୍ସ]]ରେ) ଅନେକ ଭାଷାକୁ ''ସରକାରୀ'' ଭାବେ ଓ ଏକ ଜାତୀୟ ଭାଷାରାଷ୍ଟ୍ରଭାଷା ଅଲଗା ଭାବେ ବଛାଯାଇଥାଏ ।
 
[[ମାନକ ଜର୍ମାନ]], [[ମାନକ ଫରାସୀ]] ଏବଂ [[ମାନକ ସ୍ପ୍ୟାନିଶ]] ଭଳି [[ମାନକ ଭାଷା]]ଗୁଡ଼ିକ ଜାତୀୟ ରାଷ୍ଟ୍ର(ସାଧାରଣ ଭାଷା), ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଭାଷା ଭାବେ ବ୍ୟାବହାର କରାଯାଇପାରନ୍ତି ।
 
== Official versus national languages ==
{{See also|Linguistic prescription|Linguistic rights}}
"National language" and "[[official language]]" are best understood as two concepts or legal categories with ranges of meaning that may coincide, or may be intentionally separate. [[Stateless nation]]s are not in the position to legislate an [[official language]], but their languages may be sufficiently distinct and well-preserved to be national languages. Some languages may be recognized popularly as "national languages," while others may enjoy official recognition in use or promotion.
 
== ସରକାରୀ ବନାମ ରାଷ୍ଟ୍ରଭାଷା ==
"ରାଷ୍ଟ୍ରଭାଷା" ଏବଂ "[[ସରକାରୀ ଭାଷା]]" ଦୁଇଟି ଧାରଣାର ବା ଆଇନଗତ ବିଭାଗ ଭାବେ ବୁଝାଯାଇଥାଏ । ଏହାର ଅର୍ଥ ଏକତ୍ରିତ ହୋଇପାରେ ବା ଇଚ୍ଛାକୃତ ଭାବେ ଅଲଗା ହୋଇପାରେ । [[ରାଷ୍ଟ୍ରବିହୀନ ଦେଶ]]ଗୁଡ଼ିକ କୌଣସି [[ସରକାରୀ ଭାଷା]] ଆଇନଗତ କରିବା ଅବସ୍ଥାରେ ନଥାନ୍ତି । କିନ୍ତୁ ସେଗୁଡ଼ିକର ଭାଷାଗୁଡ଼ିକ ରାଷ୍ଟ୍ରଭାଷା ଭାବେ ଯଥେଷ୍ଟ ସ୍ବତନ୍ତ୍ର ଏବଂ ଭଲଭାବେ ସଂରକ୍ଷିତ ରହିଥାଇପାରେ । କେତେକ ଭାଷା "ରାଷ୍ଟ୍ରଭାଷା" ଭାବେ ଜନପ୍ରିୟ ହୋଇ ସ୍ବୀକୃତ ହୋଇପାରେ ଓ ଅନ୍ୟକେତେକ ବ୍ୟବହାର ବା ପ୍ରଚାର କ୍ଷେତ୍ରରେ ସରକାରୀ ସ୍ବୀକୃତି ଲାଭ କରିପାରେ ।
 
== ଆଧାର ==