"ରାଷ୍ଟ୍ରଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} '''ଜାତୀୟ ଭାଷା''' (ବା ଭାଷାର ରୂପ<!--vari..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
'''ଜାତୀୟ ଭାଷା''' (ବା [[ଭାଷାର ରୂପ]]<!--[[variety (linguistics)|Language variant]]--> ଯଥା [[ଉପଭାଷା]]/ବୋଲି) [[ଡି ଫାକ୍ଟୋ]] ବା [[ଡି ଜୁର]] ଭାବେ ଦଖଲ ବା ଅଧିକାର କରିଥିବା ଅଞ୍ଚଳ ସହ ସମ୍ବନ୍ଧିତ ଏକ ଭାଷା । ଏହି ଶବ୍ଦଟିର ବ୍ୟବହାରରେ ଖୁବ କମ ସାମଞ୍ଜସ୍ଯତା ରହିଛି । କୌଣସି ଦେଶରେ ପ୍ରଥମ ଭାଷା ଭାବେ କଥିତ ଏକ ବା ଏକାଧିକ ଭାଷାକୁ ଅଣ ଆନୁଷ୍ଠାନିକ ଭାବେ ଉଲ୍ଲେଖ କରାଯାଇପାରେ ବା ଆଇନତଃ ଦେଶର ଜାତୀୟ ଭାଷା ଭାବେ ମନୋନୀତ କରାଯାଇପାରେ । ବିଶ୍ୱର ୧୫୦ରୁ ଅଧିକ ସଂବିଧାନରେ ଜାତୀୟ ଭାଷା ବିଷୟରେ ଉଲ୍ଲେଖ ହୋଇଛି ।<ref>[http://www.axl.cefan.ulaval.ca/index.html Jacques Leclerc]</ref>{{Dead link|date=March 2019}}
 
ସି.ଏମ.ବି. ବ୍ରାନ ଭାରତର ବିଶେଷ ଉଲ୍ଲେଖେ କରି ଏକ ଜାତୀୟ ଭାଷା ପାଇଁ "ଚାରୋଟି ସ୍ବତନ୍ତ୍ର ଅର୍ଥ" ବାବଦରେ ପରାମର୍ଶ ଦେଇଥିଲେ:
* ଏକ ସମ୍ପ୍ରଦାୟର ଲୋକଙ୍କ "ଅଞ୍ଚଳଭିତ୍ତିକ ଭାଷା" (କ୍ଟୋନୋଲେକ୍ଟ [୩])
* "ଆଞ୍ଚଳିକ ଭାଷା" (କୋରାଲେକ୍ଟ)
* ସମଗ୍ର ଦେଶରେ ବ୍ୟବହୃତ "ସାଧାରଣ ଭାଷା" ବା "ସମ୍ପ୍ରଦାୟ ଭାଷା" (ଡେମୋଲେକ୍ଟ)
* ସରକାରଦ୍ୱାରା ବ୍ୟବହୃତ ଓ ସମ୍ଭବତଃ ପ୍ରତୀକାତ୍ମକ ମୂଲ୍ୟ ଥିବା "କେନ୍ଦ୍ରୀୟ ଭାଷା" (ପଲିଟୋଲେକ୍ଟ)
 
== ଆଧାର ==