"ପଦ୍ମଶ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୭ କ ଧାଡ଼ି:
| instituted = ୧୯୫୪
| firstawarded = ୧୯୫୪
| lastawarded = ୨୦୧୪୨୦୧୭
| total = ୨୬୭୯୨୮୪୦
| awardedby = [[ଭାରତ ସରକାର]]
| cashaward =
୨୦ କ ଧାଡ଼ି:
| precededby =
}}
'''ପଦ୍ମଶ୍ରୀ,''' [[ଭାରତ ସରକାର]]<nowiki/>ଙ୍କଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ଏକ ବେସାମରିକ ସମ୍ମାନ । [[ଭାରତ ରତ୍ନ]], [[ପଦ୍ମ ବିଭୂଷଣ]] ଏବଂ [[ପଦ୍ମ ଭୂଷଣ]] ପରେ ପଦ୍ମଶ୍ରୀ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ଅଟେ । ଏହା ପ୍ରତିବର୍ଷ [[ସାଧାରଣତନ୍ତ୍ର ଦିବସ]] ଉପଲକ୍ଷେ ପ୍ରଦାନ କରାହୋଇଥାଏ।<ref>{{cite web|url=http://mha.nic.in/sites/upload_files/mha/files/Scheme-PadmaAwards-050514.pdf |title=Padma award's schema|publisher=Ministry of Home Affairs |date= |accessdate=2014-08-13}}</ref>
 
 
==ଇତିହାସ==
Line ୨୭ ⟶ ୨୬:
୧୯୫୪ ମସିହାରେ ପଦ୍ମ ସମ୍ମାନର ସ୍ଥାପନ ହୋଇଥଲା। କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥାଏ। ଏହା କେବଳ ଭାରତୀୟ ନାଗରୀକମାନଙ୍କ ପାଇଁ ସୀମିତ ନୁହେଁ, ଅନେକ ବିଦେଶୀ ବ୍ୟକ୍ତିମାନେ ମଧ୍ୟ ଭାରତର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।
 
୨୦୧୪୨୦୧୭ ମସିହା ସୁଦ୍ଧା ସମୁଦାୟ ୨୬୮୦ଟି୨୮୪୦ଟି ପଦ୍ମଶ୍ରୀ ପ୍ରଦାନ କରାଯାଇସାରିଛି।<ref>{{cite press release |title=Padma Awards 2014 announced |url=http://www.pib.nic.in/release/release.asp?relid=102735 |publisher=[[Ministry of Home Affairs (India)|Ministry of Home Affairs]] |date=25 January 2014 |accessdate=25 January 2014}}</ref>
 
==ଆଧାର==
"https://or.wikipedia.org/wiki/ପଦ୍ମଶ୍ରୀ"ରୁ ଅଣାଯାଇଅଛି