"ପଦ୍ମଶ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଉନ୍ନତିକରଣ ++
୨୩ କ ଧାଡ଼ି:
=ପଦ୍ମଶ୍ରୀ=
 
'''ପଦ୍ମଶ୍ରୀ,''' [[ଭାରତ ସରକାରଙ୍କଦ୍ୱାରାସରକାର]]<nowiki/>ଙ୍କଦ୍ୱାରା ବ୍ୟକ୍ତି ବେଶଷଙ୍କୁବିଶେଷଙ୍କୁ ପ୍ରଦାନ କରାଯାଉଥିବା ୪ର୍ଥଚତୁର୍ଥ ଉଚ୍ଚସର୍ବୋଚ୍ଚ ବେସାମରିକ ସମ୍ମାନ (ଅଣସାମରୀକ)। ଏହା ପ୍ରତି ବର୍ଷପ୍ରତିବର୍ଷ [[ସାଧାରଣତନ୍ତ୍ର ଦିବସ]] ଉପଲକ୍ଷେ ପ୍ରଦାନ କରାହୋଇ ଥାଏ।କରାହୋଇଥାଏ।<ref>{{cite web|url=http://mha.nic.in/sites/upload_files/mha/files/Scheme-PadmaAwards-050514.pdf |title=Padma award's schema|publisher=Ministry of Home Affairs |date= |accessdate=2014-08-13}}</ref>
 
==ଇତିହାସ==
 
୧୯୫୪ ମସିହାରେ ପଦ୍ମ ସମ୍ମାନର ସ୍ଥାପନ ହୋଇଥଲା। କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କର ଯାଇଥାଏ।କରାଯାଇଥାଏ। ଏହା କେବଳ ଭାରତୀୟ ନାଗରୀକମାନଙ୍କ ପାଇଁ ସିମୀତସୀମିତ ନୁହଁନୁହେଁ, ଅନେକ ବିଦେଶୀ ବ୍ୟକ୍ତି ମାନେବ୍ୟକ୍ତିମାନେ ମଧ୍ୟ ଭାରତର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।
 
୨୦୧୪ ମସିହା ସୁଦ୍ଧା ସମୁଦାୟ ୨୬୮୦ଟି ପଦ୍ମଶ୍ରୀ ପ୍ରଦାନ କରାଯାଇ ସାରିଛି।କରାଯାଇସାରିଛି।<ref>{{cite press release |title=Padma Awards 2014 announced |url=http://www.pib.nic.in/release/release.asp?relid=102735 |publisher=[[Ministry of Home Affairs (India)|Ministry of Home Affairs]] |date=25 January 2014 |accessdate=25 January 2014}}</ref>
 
==ଆଧାର==
"https://or.wikipedia.org/wiki/ପଦ୍ମଶ୍ରୀ"ରୁ ଅଣାଯାଇଅଛି