"ସବୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସମୀକ୍ଷା
ଟିକେNo edit summary
୧ କ ଧାଡ଼ି:
[[File:Leavessnipedale.jpg|thumb|right|The word ''green'' has the same Germanic root as the words for ''grass'' and ''grow'']]
{{ଛୋଟ|Green}}
'''ସବୁଜ''' ଏକ ରଙ୍ଗ ଅଟେ । ଏହା [[ଇନ୍ଦ୍ରଧନୁ]] ରଙ୍ଗ ମଧ୍ୟରୁ ଗୋଟିଏ ଅଟେ । ଏହା ଇନ୍ଦ୍ରଧନୁର [[ହଳଦିଆ]] ଏବଂ [[ନୀଳ]] ରଙ୍ଗ ମଝିରେ ରହିଥାଏ । ଏହି ରଙ୍ଗ ହଳଦିଆ ଏବଂ ନୀଳ ରଙ୍ଗର ମିଶ୍ରଣରେ ତିଆରି କରାଯାଇପାରେ । ସାଧାରଣତଃ ଗଛ ପତ୍ରର ରଙ୍ଗ ସବୁଜ ହୋଇଥାଏ । ପତ୍ରରେ ଏକ ରସାୟନ ରହିଥାଏ ଯାହାକୁ "[[କ୍ଲୋରୋଫିଲ]]" କୁହାଯାଏ, ଯାହାର ରଙ୍ଗ ସବୁଜ ହୋଇଥାଏ, ତେଣୁ ପତ୍ର ସବୁଜ ହୋଇଥାଏ ।
 
ସବୁଜ ଦୃଶ୍ୟମାନ ସ୍ପେକ୍ଟ୍ରମରେ ନୀଳ ଏବଂ ହଳଦିଆ ରଙ୍ଗର ମଧ୍ୟବର୍ତ୍ତୀ ରଙ୍ଗ ଅଟେ । ଏହା ପ୍ରକାଶଦ୍ୱାରା ବିକଶିତ ହୋଇଥାଏ ଯେଉଁଥିରେ ପାଖା ପାଖି ୪୯୫-୫୭୦ ଏନ.ଏମର ପ୍ରମୁଖ ତରଙ୍ଗ ଦୈର୍ଘ୍ୟ ହୋଇଥାଏ । ଚିତ୍ରକଳା ଏବଂ ରଙ୍ଗ ମୁଦ୍ରଣରେ ବ୍ୟବହାର କରାଯାଉଥିବା ଖରାପ ରଙ୍ଗ ପ୍ରଣାଳୀ ଗୁଡିକରେ ଏହି ହଳଦିଆ ଏବଂ ନୀଳର ସଂଯୋଜନାଦ୍ୱାରା ତିଆରି ହୋଇଛି । ଟେଲିଭିଜନ ଏବଂ [[କମ୍ପ୍ୟୁଟର|କମ୍ପୁଟର]] ସ୍କିନରେ ବ୍ୟବହାର କରାଯାଉଥିବା RGB ରଙ୍ଗ ମଡେଲରେ, ଏହା ଲାଲ ଓ ନୀଳ ରଙ୍ଗ ସହିତ ଯୋଜକ ପ୍ରାଥମିକ ରଙ୍ଗ (Additive Primary Color) ମଧ୍ୟରୁ ଗୋଟେ ଅଟେ , ଯାହା ଅନ୍ୟ ସମସ୍ତ ରଙ୍ଗକୁ ତିଆରି କରିବା ପାଇଁ ବିଭିନ୍ନ ସଂଯୋଜନରେ ମିଶ୍ରଣ କରାଯାଏ ।
୧୧ କ ଧାଡ଼ି:
# ସବୁଜ ରଙ୍ଗ, ପ୍ରକୃତିର ରଙ୍ଗ ଅଟେ । "ଗ୍ରୀନ ଥମ୍ବ" (Green Thumb)ର ଅର୍ଥ, ତୁମେ ବଗିଚା କାମ କରିବାରେ ସକ୍ଷମ ଅଟେ । <ref>{{cite web|title=Green thumb definition|url=http://www.dictionary.com/browse/green-thumb|publisher=Dictionary.com|accessdate=1 May 2015}}</ref><ref>{{cite web|url=http://www.learnersdictionary.com/definition/green%20thumb|title=Green thumb|publisher=Merriam-Webster's Learners Dictionary}}</ref>
# ସବୁଜ ରଙ୍ଗ "ବିଷ" ସହିତ ସମ୍ବନ୍ଧିତ ରଙ୍ଗ ଅଟେ । "ପ୍ୟାରିସ ଗ୍ରୀନ" ଏକ ଅତ୍ୟଧିକ ବିଷଯୁକ୍ତ ତତ୍ତ୍ୱ ଅଟେ ।
# ସବୁଜ ରଙ୍ଗ [[ଇସଲାମ ଧର୍ମ|ଇସ୍ଲାମିକ]] ଧର୍ମର ଏକ ରଙ୍ଗ ଅଟେ ।
 
==ରଙ୍ଗର ତୁଳନା==
"https://or.wikipedia.org/wiki/ସବୁଜ"ରୁ ଅଣାଯାଇଅଛି