"ଜୟଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:କବି using HotCat
No edit summary
୨୨ କ ଧାଡ଼ି:
 
[[Image:Radha and Krishna in Discussion.jpg|thumb|330px|right|ଜୟଦେବଙ୍କ [[ଗୀତଗୋବିନ୍ଦ]]ରେ ବର୍ଣନା ବାସୋହଲି ଛବିରେ (୧୭୩୦ ଖ୍ରୀଷ୍ଟାବ୍ଦ) <!--Basohli painting (circa 1730 AD)-->]]
ଜୟଦେବ [[ଓଡ଼ିଶା]]ର [[[ଖୋର୍ଦ୍ଧା ଜିଲା]]ର [[ପ୍ରାଚୀ ନଦୀ]] କୂଳରେ ଥିବା ନିକଟରେ ଥିବା [[କେନ୍ଦୁଲି ଶାସନ]]ରେ ଜନ୍ମ ନେଇଥିଲେ । ତାଙ୍କର ପିତାଙ୍କ ନାଆଁ ଥିଲା "ଭୋଜଦେବ" ଓ ମାତାଙ୍କର ନାଆଁ ଥିଲା "ବାମାଦେବୀ", ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା [[କୋଣାର୍କ]] ନିକଟରେ ଥିବା "କୂର୍ମପଟକ" ଠାରେ ହୋଇଥିଲା ।
==ସହିତ୍ୟ କୃତି==
<!--{{main|Works of Jayadeva}}-->
ଜୟଦେବ ହରିଙ୍କର ''ଦଶାବତାର'', ''ଦଶକୃତିକୃତେ'' ଆଦିର ବର୍ଣନା କରିଛନ୍ତି । ଆହୁରି ମଧ୍ୟ [[ଓଡ଼ିଶୀ]]ରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।
 
ଜୟଦେବଙ୍କ ରଚିତ ପଦାବଳୀ [[ଶିଖ ଧର୍ମ]]ର ଧର୍ମଗ୍ରନ୍ଥ [[ଗୁରୁ ଗ୍ରନ୍ଥ ସାହେବ]]ରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ [[ଗୁରୁ ନାନକ]]ଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦେଇ "ଗୁରୁ ଗ୍ରନ୍ଥ ସାହେବ"ରେ ରଖାଯାଇଅଛି ।<ref>[http://orissagov.nic.in/e-magazine/Orissareview/july2003/englishchpter/Visit%20of%20Guru%20Nanak%20to%20Puri.PDF Visit of Guru Nanak]</ref>
 
==ଆହୁରି ଦେଖନ୍ତୁ==
Line ୪୨ ⟶ ୪୭:
[[Category:ଭକ୍ତି ଧାରା]]
[[Category:ଓଡ଼ିଆ କବି]]
[[ବିଭାଗ:କବି]]
 
[[en:Jayadeva]]]]
"https://or.wikipedia.org/wiki/ଜୟଦେବ"ରୁ ଅଣାଯାଇଅଛି