"ଧୁମ୍ ୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ସମୀକ୍ଷା
୨୩ କ ଧାଡ଼ି:
}}
 
'''''ଧୁମ୍ ୨''''' ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଆକ୍ସନ ଥ୍ରିଲର୍ କଥାଚିତ୍ର । ଏହି କଥାଚିତ୍ରଟିର ୟଶ୍‌ରାଜ୍ ଫିଲ୍ମସ୍ ବ୍ୟାନନରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିତ୍ୟ ଚୋପ୍ରା ଏବଂ ୟଶ୍ ଚୋପ୍ରା । ନିର୍ଦ୍ଦେଶକ ସଞ୍ଜୟ ଗାଧବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ନିର୍ମାଣ ପାଇଁ ପାଖାପାଖି ୩୫ କୋଟି ଭାରତୀୟ ମୁଦ୍ରାଟଙ୍କା ଖର୍ଚ୍ଚ ହୋଇଥିଲା । ଏହି କଥାଚିତ୍ରଟିର ହିନ୍ଦୀ କଥାଚିତ୍ର ଧୁମ୍‌ ସିରିଜ୍‌ର ୨ୟ ଭାଗ ଥିଲା, ଯାହାକିଯାହାର ପ୍ରଥମ କଥାଚିତ୍ର ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା । ପୂର୍ବ ଭାଗ ଭଳି ଏହି ଭାଗରେ ମଧ୍ୟ ଅଭିଶେକ ବଚ୍ଚନ ଏବଂ ଉଦୟ ଚୋପ୍ରା ଯଥାକ୍ରମେ ଜୟ ଦିକ୍ଷୀତ ଏବଂ ଅଲ୍ଲୀ ଖାନ୍ ନାମକ ପୋଲିସ ଅଫିସର ବନ୍ଧୁ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବ ଭାଗର ଅଭିନେତ୍ରୀ ରିମି ସେନ୍ ମଧ୍ୟ ଅଭିଶେକ ବଚ୍ଚନଙ୍କର ପତ୍ନୀ ସୁଇଟ୍ଟି ଦିକ୍ଷୀତ ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ, ଅଭିଶେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଉଦୟ ଚୋପ୍ରା ଏବଂ ବିପାଶ ବସୁ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଭାରତ, ଡର୍ବାନ ଏବଂ ରିଓ ଦେ ଜନେରିଓରେ ସୁଟିଂ କରାଯାଇଥିଲା, ଯାହାକି ବ୍ରାଜିଲ୍‌ରେ[[ବ୍ରାଜିଲ|ବ୍ରାଜିଲ୍‌]]<nowiki/>ରେ ସୁଟିଂ କରାଯାଇଥିବା ଏକ ବଡ଼ ଭାରତୀୟ ଫିଲ୍ମ ଥିଲା । ଏହି କଥାଚିତ୍ରଟିର ବିତରକ ଏବଂ ପ୍ରଯୋଜକ ୟଶ୍‌ରାଜ୍ ଫିଲ୍ମସ୍ ଏହାର ପ୍ରଚାର ପାଇଁ ପେପେ ଜିନ୍ସ ଏବଂ କୋକା-କୋଲା ଭଳି ବଡ଼ ବଡ଼ ସଂସ୍ଥା ସହ କର୍ଯ୍ୟ କରିଥିଲେ । ୨୦୦୬ ମସିହାର ନଭେମ୍ବର ମାସ ୨୪ ତାରିଖରେ ଏହି କଥାଚିତ୍ରଟିର ଭାରତରେ ମୁକ୍ତିଲାଭ କରିଥିଲା ଏବଂ ୧୮୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଭାରତୀୟ କଥାଚିତ୍ର ଜଗତରେ ଏହା ଏକ ଇତିହାସ ସୃଷ୍ଟି କରିଥିଲା । ଏହି କଥାଚିତ୍ରଟି ଏକା ସାଙ୍ଗରେ ତାମିଲ ଏବଂ ତେଲୁଗୁ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରିଥିଲା । ଗାୟକ ବିଜୟ ପ୍ରକାଶ ତାମିଲ ଭାଷାର ଡବିଂରେ ଏସିପି ଜୟ ଦୀକ୍ଷିତର ସ୍ୱର ଦେଇଥିଲେ ।
 
ଧୁମ୍ ୨ ମୁକ୍ତିଲାଭ ପରେ ଏହାକୁ ଉଭୟ ଦର୍ଶକ ଏବଂ ସମୀକ୍ଷକ ଭାବରେ ପସନ୍ଦ କରିଥିଲେ ଏବଂ ଏହି କଥାଚିତ୍ରଟି ଉଭୟ ପିଲା ଏବଂ ବୟସମାନଙ୍କଦ୍ୱାରାବୟସ୍କମାନଙ୍କଦ୍ୱାରା ଆଦୃତ ହୋଇଥିଲା । ଏହି କଥାଚିତ୍ରଟିର ୨୦୦୬ ମସିହାର ସର୍ବାଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ଥିଲା । ଏବଂ ସେହି ବର୍ଷଯାଏଁ ମୁକ୍ତିଲାଭ କରିଥିବା ସମସ୍ତ ହିନ୍ଦୀ କଥାଚିତ୍ରଠାରୁ ଅଧିକ ଆୟ କରିଥିବା କଥାଚିତ୍ର ଥିଲା । ଏଥିସହିତ ବିଦେଶରେ ଅଧିକ ଆୟ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ଏହି କଥାଚିତ୍ରଟି ୭ମ ସ୍ଥାନରେ ଅଛି । ପାଖାପଖି ୧୫୦ କୋଟିର ଅଧିକ ଟଙ୍କା ଆୟ କରିବାପରେ ଧୁମ୍ ୨କୁ ଭାରତୀୟ ବକ୍ସ ଅଫିସ୍)ରେଅଫିସରେ ବ୍ଲକବଷ୍ଟର ଘୋଷଣା କରାଯାଇଥିଲା । ପାଖାପାଖି ୮୩ ପ୍ରତିଶତ ସମୀକ୍ଷକମାନେ ଏହି କଥାଚିତ୍ରଟିକୁ ପ୍ରଶଂସା କରିଥିଲେ । ସମୀକ୍ଷକମାନେ ମୁଖ୍ୟତଃ ଧୁମ୍ ୨ରେ ଦେଖାଯାଇଥିବା ବିଦେଶୀ ସ୍ଥାନଗୁଡ଼ିକରେ ସୁଟିଂ କରାଯାଇଥିବା ଆକ୍ସନ ଦୃଶ୍ୟକୁ ଅଧିକ ପସନ୍ଦ କରିଥିଲେ । କିନ୍ତୁ ମୁମ୍ବାଇ ପୋଲିସ୍ ସିଟି ପୋଲିସ୍ କମିଶନର୍ ଏହି କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟସାଇକେଲ ଡ୍ରାଇଭିଂ ଉପରେ ଆପତ୍ତି ଉଠାଇ ସେନ୍ସର ବୋର୍ଡ଼ ନିକଟରେ ଅଭିଯୋଗ କରିଥିଲେ । କଥାଚିତ୍ରରେ ଦୃଶ୍ୟମାନ କରାଯାଇଥିବା ମୋଟରସାଇକେଲର ସ୍ପିଡ୍‌କୁ ଦେଖି ଯୁବବର୍ଗ ଅଧିକ ଦୁର୍ଘଟଣା ଘଟାଇ ପାରନ୍ତି ବୋଲି ସେ ଆଶ ପ୍ରକାଟ କରିଥିଲେ । ଏହି ସିରିଜ୍‌ର ୩ୟ ଧୁମ୍ ୩, ୨୦୧୩ ମସିହାର ଡିସେମ୍ବର ମାସ ୨୦ ତାରିଖରେ ମୁକ୍ତିଲାଭ କରିଥିଲା, ଯାହାକି ଏବେ ପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ମଧ୍ୟରେ ୫ମ ସର୍ବାଧିକ ଆୟକାରୀ କଥାଚିତ୍ର ।
 
== ଗୀତ ଓ ସଙ୍ଗୀତ ==
{{Track listing
| collapsed = no
| headline = Dhoomଧୁମ 2: The Official Motion Picture Soundtrack
| extra_column = Singerଗାୟକ/ଗାୟିକା (sମାନେ)
| total_length = 28୨୮:50୫୦
| all_writing =
| all_lyrics =
| all_music = [[Pritam]]ପ୍ରିତମ
| title1 = Crazyକ୍ରେଜି Kiyaକିୟା ରେ Re
| extra1 = [[Sunidhiସୁନିଧି Chauhan]]ଚୌହାନ
| length1 = 04୦୪:54୫୪
| title2 = Touchଟଚ୍ ମି Me
| extra2 = [[Krishnakumar Kunnath|KKକେକେ]], [[Alishaଅଲିଶା Chinai]]ଚିନାଇ
| length2 = 05୦୫:17୧୭
| title3 = Myମାଇ Nameନେମ Isଇଜ ଅଲି Ali
| extra3 = [[Sonuସୋନୁ Nigamନିଗମ]], [[Bipashaବିପାଶା Basu]]ବାସୁ
| length3 = 04୦୪:34୩୪
| title4 = Dilଦିଲ Lagaଲଗା Naନା
| extra4 = [[Sukhbir (musician)|Sukhbirସୁଖବିର]], [[Soham Chakraborty (singer)|Sohamସୋହମ Chakrabortyଚକ୍ରବର୍ତ୍ତୀ]], [[Jollyଜୋଲି ମୁଖାର୍ଜୀ Mukherjee]], [[Mahalakshmiମହାଲକ୍ଷ୍ମୀ Iyer]]ଆୟାର, [[Suzanneସୁଜେନ Dଡି'Mello]]ମେଲୋ
| length4 = 05୦୫:04୦୪
| title5 = Dhoomଧୁମ Againଏଗେନ
| extra5 = ଭିଶାଲ ଡଡଲାନି, ଡୋମିନିକ ସେରେଜୋ
| extra5 = [[Vishal Dadlani]], [[Dominique Cerejo]]
| length5 = 05୦୫:02୦୨
| title6 = Crazyକ୍ରେଜି Kiyaକିୟା ରେ Re
| note6 = Remixରିମିକ୍ସ
| extra6 = Sunidhiସୁନିଧି Chauhanଚୌହାନ
| length6 = 03୦୩:57୫୭
}}
 
"https://or.wikipedia.org/wiki/ଧୁମ୍_୨"ରୁ ଅଣାଯାଇଅଛି