"ଅସୀତ ପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୭ କ ଧାଡ଼ି:
 
==ରାଜନୀତି==
ଅସୀତ ପତି [[ବିଜୁ ପଟ୍ଟନାୟକ]]<nowiki>ଙ୍କ</nowiki> ସମୟରେ [[ଉତ୍କଳ କଂଗ୍ରେସ ଦଳ]]<nowiki>ର</nowiki> ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ, ଫଲରେଫଳରେ ବିଜୁ ପଟ୍ଟନାୟକ ତାଙ୍କ ଉପରେ ଖୁସି ହୋଇ ତାଙ୍କୁ [[ପାରାଦ୍ୱୀପ ବନ୍ଦର]]<nowiki>ରେ</nowiki> ଏକ ଚାକିରୀ ଦେଇଥିଲେ ।<ref name="Asit Pati joined BJD"/>
 
ଏହାପରେ ସେ ୨୦୧୭ ମସିହାରେ [[ବିଜୁ ଜନତା ଦଳ]]<nowiki>ରେ</nowiki> ଯୋଗ ଦେଇଥିଲେ ।<ref name="Asit Pati BJD">{{cite news |title=Odia cine stars Uttam Mohanty, Asit Pati join BJD {{!}} OTV |url=https://odishatv.in/odisha/body-slider/odia-cine-stars-uttam-mohanty-asit-pati-join-bjd-190807 |accessdate=19 September 2018 |work=odishatv.in |date=27 January 2017 |location=ଓଡ଼ିଶା |language=en}}</ref> ବିଜୁ ଜନତା ଦଳର ପ୍ରତିଷ୍ଠାତା [[ନବୀନ ପଟ୍ଟନାୟକ]]<nowiki>ଙ୍କ</nowiki> ଉପସ୍ଥିତିରେ ଅସୀତ ପତି ନବୀନ ନିବାସରେ ବିଜୁ ଜନତା ଦଳରେ ଅଭିନେତା [[ଉତ୍ତମ ମହାନ୍ତି]]ଙ୍କ ସ‌ହ ଯୋଗ ଦେଇଥିଲେ ।<ref name="Asit Pati BJD"/>
 
==ଅଭିନୀତ କଥାଚିତ୍ର==
* [[ଚିହ୍ନା ଅଚିହ୍ନା]] (୧୯୭୯)
* [[ମାନିନୀ]] (୧୯୭୯)
* [[ଟିକେ ହସ ଟିକେ ଲୁହ]] (୧୯୮୧)
* [[ରାମ ରହିମ]] (୧୯୮୩)
* [[ଜୀବନ ସଙ୍ଗମ]] (୧୯୮୪)
* [[ଜଗା ହାତରେ ପଘା]] (୧୯୮୫)
* [[ସତ କେବେ ଲୁଚି ରହେନା]] (୧୯୮୫)
* ଶଙ୍ଖା ସିନ୍ଦୂର (୧୯୮୫)
* [[ହାକିମ ବାବୁ]] (୧୯୮୫)
*[[ଯୋର ଯା'ର ମୂଲକ ତାର|ଯୋର ଯା'ର ମୂଲକ ତା'ର]] (୧୯୮୬)
* [[ଏଇ ଆମ ସଂସାର]] (୧୯୮୬)
*[[ଜୟଦେବ (୧୯୬୨ର କଥାଚିତ୍ର)|ଜୟଦେବ]] (୧୯୮୭)
* [[ଚକା ଆଖି ସବୁ ଦେଖୁଛି]] (୧୯୮୭)
* [[ପୁଅ ମୋର କଳା ଠାକୁର]] (୧୯୮୮)
* [[ବଡ଼ ଭାଉଜ]] (୧୯୮୮)
* [[ଥିଲି ଝିଅ ହେଲି ବୋହୂ]] (୧୯୮୮)
*[[କୁରୁକ୍ଷେତ୍ର (ଓଡ଼ିଆ କଥାଚିତ୍ର)|କୁରୁକ୍ଷେତ୍ର]] (୧୯୮୮)
*[[ପଞ୍ଚୁ ପଞ୍ଚପାଣ୍ଡବ (ଓଡ଼ିଆ କଥାଚିତ୍ର)|ପଞ୍ଚୁ ପାଣ୍ଡବ]] (୧୯୮୯)
* [[ପ୍ରତିଶୋଧ ଅପରାଧ ନୁହେଁ]] (୧୯୮୯)
*[[ରଜନୀଗନ୍ଧା (୧୯୮୯ର ସିନେମା)|ରଜନୀ ଗନ୍ଧା]] (୧୯୮୯)
* [[ଦଇବ ଦଉଡ଼ି]] (୧୯୯୦)
* [[ହିସାବ କରିବ କାଳିଆ]] (୧୯୯୦)
* [[ବସ୍ତ୍ର ହରଣ]] (୧୯୯୧)
* [[କି ହେବ ଶୁଆ ପୋଷିଲେ]] (୧୯୯୧)
* [[ଦାଦାଗିରି]] (୧୯୯୩)
* [[ଗୋପରେ ବଢ଼ୁଛି କଳାବଢୁଚି କହ୍ନେଇକଳାକହ୍ନେଇ]] (୧୯୯୪)
* [[ରଖିଲେ ଶିବ ମାରିବ କିଏ]] (୧୯୯୪)
* [[ଜୀବନ ଧାରା]] (୧୯୯୫)
* ମୋ ମନ ଖାଲି ତୁମରି ପାଇଁ (୧୯୯୫)
* କାହ୍ନା (୧୯୯୭)
* ରାଖି[[ରାକ୍ଷୀ ଭିଜିଗଲା ଆଖି ଲୁହରେ]] (୧୯୯୯)
* [[ପୁଅ ଭାଙ୍ଗିଦେଲା ସୁନା ସଂସାର]] (୧୯୯୯)
* [[କଥା ରହିଗଲା କାଳ କାଳକୁ]] (୧୯୯୯)
* [[ମୋ କୋଳ ତୋ ଝୁଲଣା]] (୨୦୦୧)
* [[ମାତୃଶକ୍ତି]] (୨୦୦୩)
* [[ଅଗ୍ନି ପରୀକ୍ଷା]] (୨୦୦୫)
* ରାଖି ବାନ୍ଧିଲି ମୋ ରଖିବ ମାନ
* [[ଏଇ ମିଳନ ଯୁଗ ଯୁଗର]] (୨୦୧୦)
* [[ମୋଷ୍ଟ ୱାଣ୍ଡେଡ୍ୱାଣ୍ଟେଡ଼]] (୨୦୧୧)
* [[ଟଙ୍କା ତତେ ସଲାମ]] (୨୦୧୩)
* [[ତମେ ଥିଲେ ସାଥିରେ]] (୨୦୧୪)
* ଦୀପାଞ୍ଜଳୀ[[ଦୀପାଞ୍ଜଳି]] (୨୦୧୪)
*[[ଜଗା ହାତରେ ପଘା (୨୦୧୫)|ଜଗା ହାତରେ ପଘା]] (୨୦୧୫)
*[[କଳ୍କୀ (ଓଡ଼ିଆ କଥାଚିତ୍ର)|କଳ୍କୀ]] (୨୦୧୫)
* [[ଗଳ୍ପ ନୁହେଁ ଅଳ୍ପ ଦିନର]] (୨୦୧୫)
* [[ଲଭ୍ ଷ୍ଟେସନ]] (୨୦୧୬)
* [[ଝିଅଟା ବିଗିଡ଼ିଗଲା]] (୨୦୧୬)
* [[ତୋର ଦିନେକୁଦିନେ କୁ ମୋର ଦିନେ]] (୨୦୧୬)
* [[ରିଭେଞ୍ଜ]] (୨୦୧୬)
 
==ଆଧାର==
"https://or.wikipedia.org/wiki/ଅସୀତ_ପତି"ରୁ ଅଣାଯାଇଅଛି