"ଫ୍ରମ୍ ମି ଟୁ ୟୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଗୀତ
ଟିକେNo edit summary
୧ କ ଧାଡ଼ି:
{{ଛୋଟ|From Me To You}}
{{Infobox film
| name = ଫ୍ରମ୍ ମି ଟୁ ୟୁ
Line ୧୨ ⟶ ୧୩:
| based on =
| narrator =
| starring = [[ଅମ୍ଳାନ ଦାସ]]<br>[[ଜ୍ୟୋତି ରଞ୍ଜନ ନାୟକ]]<br>[[ଶ୍ରଦ୍ଧା ପାଣିଗ୍ରାହୀ]]<br>[[ପ୍ରଜ୍ଞା ଖଟୁଆ]]<br>[[ବିଜୟ ମହାନ୍ତି]]
| music = [[ପ୍ରେମ ଆନନ୍ଦ]]
| cinematography = [[ସୀତାଂଶୁ ମହାପାତ୍ର]]
| editing = [[ସୁକୁମାର ମଣି]]
| studio =
| distributor =
Line ୨୬ ⟶ ୨୭:
}}
 
'''ଫ୍ରମ୍ ମି ଟୁ ୟୁ''', ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାଜେଶ ମହାନ୍ତି, ଯାହାକି ରିସ୍ତା ୱେବ୍ ଇଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ କରାଯାଇଥିଲା ।<ref name="ଫ୍ରମ୍‌ ମି ଟୁ ୟୁ"/> ଏହ କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସଂଯୁକ୍ତା ନାୟକ । ହେମନ୍ତ ସାହୁ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="ଫ୍ରମ୍‌ ମି ଟୁ ୟୁ"/> ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ଯ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଜ୍ୟୋତି ରଞ୍ଜନ ନାୟକ ଓ ଶ୍ରଦ୍ଧା ପାଣିଗ୍ରାହୀ ।<ref name="ଫ୍ରମ୍‌ ମି ଟୁ ୟୁ">{{cite news |title=ଫ୍ରମ୍‌ ମି ଟୁ ୟୁ - Dharitri |url=https://www.dharitri.com/111576/ |accessdate=5 November 2019 |work=Dharitri Odia News |date=24 October 2019}}</ref> ପ୍ରଜ୍ଞା ଖଟୁଆ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, କୁସୁମ ତ୍ରିପାଠୀ, ସୁଜିତ ପ୍ରଧାନ, ଶ୍ରୀଲା ତ୍ରିପାଠୀ, ମନୋଜ ପାତ୍ର, ରାଜେନ୍ଦ୍ର, ସଞ୍ଜୟ, ଅଜୟ, ବିଶୁ, ପୂଜା, ଲିଜା, ନେହା, ପ୍ରତୀକ୍ଷା, ସାନିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟ==
* [[ଅମ୍ଳାନ ଦାସ]]
 
* [[ଜ୍ୟୋତି ରଞ୍ଜନ ନାୟକ]]
* ଅମ୍ଳାନ ଦାସ
* [[ଶ୍ରଦ୍ଧା ପାଣିଗ୍ରାହୀ]]
* ଜ୍ୟୋତି ରଞ୍ଜନ ନାୟକ
* [[ପ୍ରଜ୍ଞା ଖଟୁଆ]]
* ଶ୍ରଦ୍ଧା ପାଣିଗ୍ରାହୀ
* ସ୍ମିତା[[ବିଜୟ ମହାନ୍ତି]]
* ପ୍ରଜ୍ଞା ଖଟୁଆ
* ବିଜୟ[[ସ୍ମିତା ମହାନ୍ତି]]
* [[ଜୀବନ ପଣ୍ଡା]]
* ସ୍ମିତା ମହାନ୍ତି
* [[ପିଣ୍ଟୁ ନନ୍ଦ]]
* ଜୀବନ ପଣ୍ଡା
* ପିଣ୍ଟୁ ନନ୍ଦ
* କୁସୁମ ତ୍ରିପାଠୀ
* ସୁଜିତ ପ୍ରଧାନ
୫୬ କ ଧାଡ଼ି:
 
==ଗୀତ ଏବଂ ସଙ୍ଗୀତ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]]<ref name="ଫ୍ରମ୍‌ ମି ଟୁ ୟୁ"/> ଗୀତିକାର [[ବସନ୍ତରାଜ ସାମଲ]] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । [[ହ୍ୟୁମାନ ସାଗର]], [[ଦୀପ୍ତିରେଖା ପାଢ଼ୀ]], [[ଅନନ୍ୟା ଶ୍ରୀତମ ନନ୍ଦ]], [[ଅସୀମା ପଣ୍ଡା]], ଆଶୁତୋଷ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
 
===ଗୀତ===
୮୧ କ ଧାଡ଼ି:
| lyrics4 =
| length4 =
| extra4 = ଆଶୁତୋଷ, ଦୀପ୍ତିରେଖା[[ଅସୀମା ପଣ୍ଡା]]<ref name="ଫ୍ରମ୍‌ ମି ଟୁ ୟୁ"/>
 
| title5 = ଏ କେଉଁ ଋତୁ