"ସୁଦଶା ବ୍ରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଉନ୍ନତିକରଣ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୮ କ ଧାଡ଼ି:
|official_name =
|nickname =
|observedby = ବିବାହିତ [[ଓଡ଼ିଆ]] [[ହିନ୍ଦୁ ଧର୍ମ|ହିନ୍ଦୁ]] ମହିଳା,men
|date = [[ପକ୍ଷ|ଶୁକ୍ଳ]] [[ଦଶମୀ]] ଓ [[ଗୁରୁବାର]]
|frequency = ଅନିୟମିତ
୨୬ କ ଧାଡ଼ି:
 
ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ) ମାନେ ପାଳନ କରିଥାନ୍ତି ।<ref>{{cite web|title=Sudasha Brata - A Fast observed by Odia Women for the well-being and prosperity of their family|url=http://www.candidopinions.in/2017/08/sudasha-brata-fast-observed-by-odia-women-for-well-being-of-family.html|accessdate=2 June 2018}}</ref> ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ ।
Sudasha brata is done suklapakha 10th guruvar . It can be done by our hindu married women, or married /non married men in vow of the prosperity of their family. In this religious festival you need every thing as 10 like 10 manda pitha ,10 ended lamp/diya,a sacred thread containing 10 layers and 10 knots.These 10 knots are given chanting 10 names of laxmi .They are laxminarayan I,kamalini ,Sri Haripriya,padmalaya,kamala,chanchala,bighnaseni,sindura dullani,durgati,Vishnu patarani.
 
== ବ୍ରତ କାହାଣୀ ==
ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି ।