"ଭିସ୍ତାରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Chinmayee Mishra ପୃଷ୍ଠାଟିକୁ ବିସ୍ତାରାରୁ ଭିସ୍ତାରାକୁ ଘୁଞ୍ଚାଇଲେ: ନାମ
No edit summary
୧ କ ଧାଡ଼ି:
{{Infobox airline
| airline = ବିସ୍ତାରାଭିସ୍ତାରା
| logo = Vistara_VT-TTF_at_Bengaluru,_2016-02-20.jpg
| logo_size = 250px
୭ କ ଧାଡ଼ି:
| IATA = ୟୁକେ
| ICAO = ଭିଟିଆଇ
| callsign = ବିସ୍ତାରାଭିସ୍ତାରା
| parent = ଟାଟା ସନ୍ସ
| company_slogan = ''Fly the new feeling''
୨୪ କ ଧାଡ଼ି:
}}
 
'''ବିସ୍ତାରାଭିସ୍ତାରା''' - ଟାଟା ଏସ.ଆଇ.ଏ. ପ୍ରାଇଭେଟ ଲିମିଟେଡ଼ ର ଭାରତୀୟ ଘରୋଇ ଏୟାରଲାଇନ ଅଟେ ଯାହାର ମୁଖ୍ୟ କାର୍ଯ୍ୟାଳୟ ଗୁଡ଼ଗାଓଁ, ହରିୟାଣା ରେ ତଥା ମୁଖ୍ୟ ଆଧାର କେନ୍ଦ୍ର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, [[ଦିଲ୍ଲୀ]] ରେ ରହିଛି । ଟାଟା ସନ ଏବଂ ସିଙ୍ଗାପୁର ଏୟାରଲାଇନ ଦିଲ୍ଲୀ ଏବଂ ମୁମ୍ବାଇ ର ମଧ୍ୟରେ ନିଜର ପ୍ରଥମ ଉଡାଣ ସହିତ 1 ଜାନୁଆରୀ 2015 ମସିହାରେ ନିଜର ସେବା ଆରମ୍ଭ କରିଥିଲା। ଜୁନ 2016 ମାସ ଶେଷ ଆଡ଼କୁ ପାଖାପାଖି 20 ଲକ୍ଷ ଲୋକ ଏହା ଦ୍ୱାରା ଉଡାଣ ସେବା ପ୍ରାପ୍ତ କରିଥିଲେ ଏବଂ ଏପ୍ରିଲ 2016 ପର୍ଯ୍ୟନ୍ତ ଭାରତୀୟ ଘରୋଇ ବୀମାନ ମାର୍କେଟ ରେ ଏହାର ଅଂଶୀଦାର 2.3 ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଇଥିଲା । ବର୍ତ୍ତମାନ ଏହି ଏୟାରଲାଇନ ନିଜ ଏୟାର ବସ A320 ବୀମାନ ସହିତ ପାଖାପାଖି 18 ଗନ୍ତବ୍ୟ ପାଇଁ ଉଡାଣ ଭରିଛି । ବିସ୍ତାରା [[ଭାରତ]]ରେ ଘରୋଇ ଉଡାଣ ସେବା ପାଇଁ ପ୍ରିମୀୟମ ଇକୋନୋମୀ ସିଟ ପ୍ରଦାନ କରୁଥିବା ପ୍ରଥମ ଏୟାରଲାଇନ ଅଟେ । <ref>{{cite web|url=https://www.cleartrip.com/flight-booking/vistara-airlines.html |title=Vistara Airlines |publisher=cleartrip.com |accessdate=13 January 2017}}</ref>
 
ଟାଟା ସନ ଏବଂ ସିଙ୍ଗାପୁର ଏୟାରଲାଇନ ମଧ୍ୟରେ ସଂଯୁକ୍ତ ଉଦ୍ୟମ ଯୁକ୍ତ ଏକ ଭାରତୀୟ ଏୟାରଲାଇନ ର ପରିଚାଲନ ପାଇଁ 1990 ଦଶକରେ ହିଁ ପ୍ରୟାସ ଆରମ୍ଭ ହୋଇଥିଲା ପରନ୍ତୁ ବୀମାନ ଯାତାୟାତ ନିୟମକର ମଞ୍ଜୁରୀ ମିଳି ନ ପାରିବାରୁ ଏହି ଉପକ୍ରମ ପାଖାପାଖି ଦୁଇ ଦଶକ ପରେ 2013 ମସିହାରେ ଆରମ୍ଭ ହୋଇ ପାରିଲା । <ref>{{cite web|url=http://www.ch-aviation.com/portal/airline/VDL#al_profile_tab_info||title=Airline Information: Air Vistara (Ch-aviation)|publisher=Ch-aviation|access-date=28 August 2015}}</ref> 2012 ମସିହାରେ ଉଡାଣ କ୍ଷେତ୍ରରେ 41 ପ୍ରତିଶତ ବିଦେଶୀ ଭାଗିଦାରୀର ଅନୁମତି ପ୍ରଦାନ କରିବା ପାଇଁ [[ଭାରତ]] ସରକାରଙ୍କ ନିର୍ଣ୍ଣୟ ପରେ ଦୁଇଟିଯାକ କମ୍ପାନୀ ଭାରତରେ ସଂଯୁକ୍ତ ଉଦ୍ୟମର ଗଠନକୁ ଅନ୍ତିମ ସ୍ୱରୂପ ପ୍ରଦାନ କରିଥିଲେ । ଏହାର ପରିଣାମ ସ୍ୱରୂପ ଟାଟା ଏସ.ଆଇ.ଏ ଏୟାରଲାଇନ ଲିମିଟେଡ଼ ସ୍ୱାମୀତ୍ୱ ରେ ଏକ ପ୍ରିମୀୟମ ସମ୍ପୂର୍ଣ୍ଣ ସର୍ଭିସ ଏୟାରଲାଇନ ଲଞ୍ଚ କରିବାର ନିର୍ଣ୍ଣୟ ନିଆଗଲା ଯାହା ଭାରତର ବଜେଟ ଏୟାରଲାଇନର ବୀମାନ କ୍ଷେତ୍ରରେ ଉଚ୍ଚ ବର୍ଗ ପାଇଁ ନିର୍ଦ୍ଧିଷ୍ଟ ସେବା ପ୍ରଦାନ କରିପାରନ୍ତୁ।
"https://or.wikipedia.org/wiki/ଭିସ୍ତାରା"ରୁ ଅଣାଯାଇଅଛି