"ଜ୍ୟୋତିଷଶାସ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧୯ କ ଧାଡ଼ି:
 
==କୁଣ୍ଡଳୀ==
କୁଣ୍ଡଳୀ ଏପରି ଏକ ଚକ୍ର, ଯାହାଦ୍ୱାରା କୌଣସି ଇଷ୍ଟ କାଳରେ ରାଶି ଚକ୍ର "କ୍ରାନ୍ତି ଚକ୍ର" ଦ୍ୱାରା ସମ୍ବନ୍ଧିତ ହୋଇଥାଏ , ଯାହାର ସ୍ଥିତି ଅକ୍ଷାଂଶର ଭିନ୍ନତା କାରଣରୁ ବିଭିନ୍ନ ଦେଶରେ ଏକାପରି ହୋଇ ନଥାଏ । ଅତଏବ ରାଶି ଚକ୍ରର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ସମୟ ତଥା ନିଜ ସ୍ଥାନରେ ରହିଥିବା ରାଶି ମାନଙ୍କର ଉଦୟ ସ୍ଥିତି (ଖୋଦୟ) ଜ୍ଞାନ ଆବଶ୍ୟକ ଅଟେ । ରାଶି ମାନଙ୍କର ଅଙ୍କ ଦ୍ୱାରା ବ୍ୟକ୍ତ କରିଥାଏ । ଏହିପ୍ରକାର ରାଶି ଚକ୍ରକୁ କୁଣ୍ଡଳୀ କୁହାଯାଏ । ଭାରତୀୟ ପଦ୍ଧତିରେ 7ଟି ଗ୍ରହ ହେଲେ : ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶନି, ରାହୁ ଓ କେତୁ । ପାଶ୍ଚାତ୍ୟ ପ୍ରଣାଳୀରେ (:) ମେଷ, (:) ବୃଷ, (:) ମିଥୁନ, (:) କର୍କଟ, (:) ସିଂହ, (:) କନ୍ୟା, (:) ତୁଳା, (:) ବିଛା, (:) ଧନୁ, (୧୦:) ମକର , (୧୧:) କୁମ୍ଭ, (୧୨:) ମୀନ ରାଶି ମାନଙ୍କ ପାଇଁ କ୍ରମଶଃ ନିମ୍ନ ଲିଖିତ ଚିହ୍ନ ରହିଛି :
 
1 2 3 4 5 6 7 8 9 10 11. 12