"ପାଟକୁରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଉପନିର୍ବାଚନ
ଟିକେ Regular Character Changes
୨୬ କ ଧାଡ଼ି:
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍ଲା, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୪୪,୯୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url= http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin|work=leadtech.in |quote= 44990|accessdate=21 April 2013}}</ref>
 
== ୨୦୧୯ ବିଧାନସଭାବିଧାନ ସଭା ଉପ-ନିର୍ବାଚନ ==
୨୦୧୯ ବିଧାନସଭାବିଧାନ ସଭା ନିର୍ବାଚନ ପାଟକୁରାରେ ଚତୁର୍ଥ ପର୍ଯ୍ୟାୟରେ, ୨୯ ଅପ୍ରେଲ ରେଅପ୍ରେଲରେ ହେବାର ଥିଲା କିନ୍ତୁ ବିଜେଡି ପ୍ରାର୍ଥୀ [[ବେଦ ପ୍ରକାଶ ଅଗ୍ରୱାଲ|ବେଦପ୍ରକାଶ ଅଗ୍ରୱାଲ]]<nowiki/>ଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।<sup>[[୨୦୧୯ ଓଡ଼ିଶା ବିଧାନସଭାବିଧାନ ସଭା ନିର୍ବାଚନ#cite%20note-4|[୪]]]</sup> ପରେ ଘୁର୍ଣ୍ଣିବାତ୍ୟା [[ଫଣୀ ଘୂର୍ଣ୍ଣିବାତ୍ୟା|ଫଣୀ]] ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।<sup>[[୨୦୧୯ ଓଡ଼ିଶା ବିଧାନସଭାବିଧାନ ସଭା ନିର୍ବାଚନ#cite%20note-5|[୫]]]</sup> ଜୁଲାଇ ୨୪ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି ଏହି ଆସନରୁ ଜିତିଥିଲେ ।<sup>[[୨୦୧୯ ଓଡ଼ିଶା ବିଧାନସଭାବିଧାନ ସଭା ନିର୍ବାଚନ#cite%20note-:3-6|[୬]]]</sup>
 
==୨୦୦୯ ନିର୍ବାଚନ ଫଳାଫଳ==