"ପଶ୍ଚିମେଶ୍ୱର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ପଶ୍ଚିମେଶ୍ବର ଶିବ ମନ୍ଦିରରୁ ପଶ୍ଚିମେଶ୍ୱର ଶିବ ମନ୍ଦିରକୁ ଘୁଞ୍ଚାଇଲେ: Bot: Moved page
ସଜାଣି
୧ କ ଧାଡ଼ି:
{{Infobox Hindu temple|name=ପଶ୍ଚିମେଶ୍ୱର ଶିବ ମନ୍ଦିର|pushpin_map=India Orissa|latm=14|latd=20|longm=50|longd=85|lats=46|longs=02|map_caption=Location in Orissa|country=[[Indiaଭାରତ]]|state=[[Orissa, India|Orissaଓଡ଼ିଶା]]|locale=[[ଭୁବନେଶ୍ୱର]]|elevation_m=18|coordinates_region=IN|coordinates_display=title|primary_deity=[[Mahishamardini]]ମହିଷାମର୍ଦ୍ଦିନୀ|architecture=Kalingan Style ([[Kalingaକଳିଙ୍ଗ Architectureସ୍ଥାପତ୍ୟ କଳା]]) |date_built=8th century୮ମ A.D.ଶତାବ୍ଦୀ}}
 
'''ପଶ୍ଚିମେଶ୍ୱର ଶିବ ମନ୍ଦିର'''<ref name="Pradhan2009">{{cite book|author=Sadasiba Pradhan|title=Lesser Known Monuments of Bhubaneswar|url=https://books.google.com/books?id=xH5UYAAACAAJ|year=2009|publisher=Lark Books|isbn=978-81-7375-164-6}}</ref>, ଭାରତୀୟ ରାଜ୍ୟ [[ଓଡ଼ିଶା]]ର ରାଜଧାନୀ [[ଭୁବନେଶ୍ୱର]]ର ପୁରାତନ ଅଂଶରେ ଥିବା ବଡୁବଡ଼ୁ ସାହିରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା ୮ ମ୮ମ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହି ମନ୍ଦିରର ମୁଖ୍ୟ ଦେଉଳ ବହୁ କାଳରୁ ଭୂମିଷ୍ଠ ହେଇଯାଇଛି । ତେବେ ଏଥିରୁ ବିଚ୍ଛିନ୍ନ ହେଇ ରହିଥିବା କର୍ତିକେୟକାର୍ତିକେୟ , [[ଗଣେଶ]] , [[ପାର୍ବତୀ]] ଓ [[ନରସିଂହ]] ମୂର୍ତିରୁ ଏହାର ନିର୍ମାଣ  କାଳ ବିଷୟରେ ସୂଚନା ମିଳିଥାଏ । ବର୍ତମାନ [[ଶିବ]] ଲିଙ୍ଗ ମଧ୍ୟ ଏକ ପଥର ସ୍ତୂପ ଉପରେ ରହିଛି । ଲିଙ୍ଗାଲିଙ୍ଗ ନିକଟକୁ ଯାଉଥିବା ପ୍ରସ୍ତର ସୋପାନ ମଧ୍ୟ ରହିଛି ।<ref>{{cite book|title=Orissa reference: glimpses of Orissa|url=https://books.google.com/books?id=1RBuAAAAMAAJ|year=2001|publisher=TechnoCAD Systems}}</ref> 
 
== ଅବସ୍ଥିତି ==
ଏହି ମନ୍ଦିରର ଭୌଗୋଳିକ ଅବସ୍ଥିତି t-20°14'46'', Long-85°50'02''.ଠାରେ ରହିଛି । ଏହା [[ବିନ୍ଦୁସାଗର]] ପୁଷ୍କରିଣୀର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ । ଏହା ସମୁଦ୍ରପତ୍ତାନ ଠାରୁସମୁଦ୍ରପତ୍ତନଠାରୁ ୬୧ ଫୁଟ ଉପରେ ରହିଛି । 
 
== ତାପ୍ତର୍ଯ୍ୟ ==
== ତାପ୍ତର୍ଜ୍ୟ ==
ମୁଖ୍ୟ ମନ୍ଦିର ଭଗ୍ନ ହେଇଥିଲେ ମଧ୍ୟ ଏଠାରେ ରୀତି ଅନୁସାରେ ପୂଜା ଅର୍ଚନାଅର୍ଚ୍ଚନା ହେଇଥାଏ । [[ଶିବରାତ୍ରି]] , [[ମକର ସଙ୍କ୍ରାନ୍ତିସଂକ୍ରାନ୍ତି]] ପରି ପର୍ବ ମଧ୍ୟ ପାଳନ କରାଯାଇଥାଏ । 
 
== ଆଧାର ==
{{ଆଧାର}}
* Lesser Known Monuments of Bhubaneswar by Sadasiba Pradhan ({{ISBN|81-7375-164-1}})
 
[[ଶ୍ରେଣୀ:ଭୁବନେଶ୍ୱରର ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶାର ଶିବ ମନ୍ଦିର]]