"ଚନ୍ଦ୍ରାଣି ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୧ କ ଧାଡ଼ି:
}}
 
'''ଚନ୍ଦ୍ରାଣି ମୁର୍ମୁ''' (ଜନ୍ମ ୧୬ ଜୁନ, ୧୯୯୩)<ref>{{Cite web|url=https://indianexpress.com/elections/chandrani-murmu-odisha-keonjhar-election-no-woman-should-be-subjected-to-such-humiliation-5687458/|title=Chandrani Murmu, BJD’s 25-year-old candidate: ‘No woman should be subjected to such humiliation’|date=2019-04-22|website=The Indian Express|language=en-IN|access-date=2019-05-26}}</ref> ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ସମାଜସେବୀ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ [[ବିଜୁ ଜନତା ଦଳ]] ପକ୍ଷରୁ କେନ୍ଦୁଝରରୁ[[କେନ୍ଦୁଝର (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କେନ୍ଦୁଝର]]<nowiki/>ରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜନତା ପାର୍ଟି]]<nowiki/>ର ଦୁଇ ଥର ପାର୍ଲିଆମେଣ୍ଟର ସଦସ୍ୟ ଥିବା, [[ଅନନ୍ତ ନାୟକ]]<nowiki/>ଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି [[୧୭ଶ ଲୋକ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name=":2">{{Cite web|url=https://indianexpress.com/elections/keonjhar-lok-sabha-election-results-2019-live-winner-runner-up/|title=Keonjhar Lok Sabha Election Results 2019|date=24 May 2019|publisher=The Indian Express|access-date=24 May 2019}}</ref><ref>{{Cite web|url=http://results.eci.gov.in/pc/en/trends/statewiseS182.htm|title=General Election 2019 - Election Commission of India|website=results.eci.gov.in|access-date=2019-05-26}}</ref> ଏହି ବିଜୟ ସହ ସେ ଲୋକସଭାର ସର୍ବକନିଷ୍ଠ ସଦସ୍ୟା ହୋଇଛନ୍ତି । ଜିତିବା ଅବସରରେ ତାଙ୍କୁ ୨୫ ବର୍ଷ ୧୧ ମାସ ଏବଂ ୯ ଦିନ ହୋଇଥିଲା ।<ref name=":0">{{Cite web|url=https://www.ndtv.com/india-news/election-results-at-25-bjd-lawmaker-chandrani-murmu-is-youngest-member-of-parliament-2043108|title=Election Results: At 25, BJD Lawmaker Is Youngest Member Of Parliament|website=NDTV.com|language=en|access-date=2019-05-26}}</ref> ଏହା ପୂର୍ବରୁ [[୧୬ଶ ଲୋକ ସଭା]]<nowiki/>ରେ [[ହରିୟାଣା]]<nowiki/>ର [[ହିସାର]] ଲୋକସଭା ଆସନରୁ [[ଜନନାୟକ ଜନତା ପାର୍ଟି]]<nowiki/>ର ପ୍ରତିଷ୍ଠାତା ଦୁଷ୍ୟନ୍ତ ଚୌଟାଲା ଏହି କୀର୍ତ୍ତିମାନରେ ଥିଲେ ।<ref name=":1">{{Cite web|url=http://www.pragativadi.com/25-year-old-chandrani-murmu-set-to-be-youngest-ever-ls-member/|title=25-year-old Chandrani Murmu set to be youngest ever LS member|date=2019-05-26|website=Pragativadi: Leading Odia Dailly|language=en-US|access-date=2019-05-26}}</ref>
 
 
== ଶିକ୍ଷା ଏବଂ ବ୍ୟକ୍ତିଗତ ଜୀବନ ==
ଚନ୍ଦ୍ରାଣି, [[ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ]]<nowiki/>ର [[ଆଇଟିଇଆର]] (ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ) ମହାବିଦ୍ୟାଳୟରୁ ବି.ଟେକ ମେକାନିକାଲ ଇଂଜିନିୟରିଂ ବିଭାଗରେ ୨୦୧୭ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।<ref name=":0" /> ଏହାପରେ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ସେ ପ୍ରସ୍ତୁତ ହେଉଥିଲେ ।<ref name=":1" />