"ଚନ୍ଦ୍ରାଣି ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Chandrani Murmu}}

'''[[Chandrani Murmu]] [[ଫାଇଲ:Gtk-dialog-question.svg|ଲିଙ୍କ=ଛାଞ୍ଚ:Prettyurl#Usage|12x12_ପିକସେଲ|Help]]'''

[[Chandrani Murmu]]

{{ଲେଖା ଚାଲିଛି}}
{{ଛୋଟ|Chandrani Murmu}}
{{Infobox officeholder
| name = ଚନ୍ଦ୍ରାଣି ମୁର୍ମୁ
Line ୧୧ ⟶ ୧୦:
| occupation = ରାଜନେତ୍ରୀ, ସମାଜସେବୀ
| nationality = ଭାରତୀୟ
| parents = ସଞ୍ଜିବ ମୁର୍ମୁ (ବାପା)<ref>{{Cite web|url=http://myneta.info/LokSabha2019/candidate.php?candidate_id=8443|title=Chandrani Murmu(BJD):Constituency- KEONJHAR(ODISHA) - Affidavit Information of Candidate:|website=myneta.info|access-date=2019-05-26}}</ref>

ଉର୍ବଶୀ (ବୋଉ)
| spouse = ଅବିବାହିତା
| children =
୨୧ କ ଧାଡ଼ି:
| successor1 =

'''ଚନ୍ଦ୍ରାଣି ମୁର୍ମୁ''' (ଜନ୍ମ ୧୬ ଜୁନ, ୧୯୯୩)<ref>{{Cite web|url=https://indianexpress.com/elections/chandrani-murmu-odisha-keonjhar-election-no-woman-should-be-subjected-to-such-humiliation-5687458/|title=Chandrani Murmu, BJD’s 25-year-old candidate: ‘No woman should be subjected to such humiliation’|date=2019-04-22|website=The Indian Express|language=en-IN|access-date=2019-05-26}}</ref> ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ସମାଜସେବୀ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝରରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜନତା ପାର୍ଟି]]<nowiki/>ର ଦୁଇ ଥର ପାର୍ଲିଆମେଣ୍ଟର ସଦସ୍ୟ ଥିବା, [[ଅନନ୍ତ ନାୟକ]]<nowiki/>ଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{Cite web|url=https://indianexpress.com/elections/keonjhar-lok-sabha-election-results-2019-live-winner-runner-up/|title=Keonjhar Lok Sabha Election Results 2019|date=24 May 2019|publisher=The Indian Express|access-date=24 May 2019}}</ref><ref>{{Cite web|url=http://results.eci.gov.in/pc/en/trends/statewiseS182.htm|title=General Election 2019 - Election Commission of India|website=results.eci.gov.in|access-date=2019-05-26}}</ref> ଏହି ବିଜୟ ସହ ସେ ଲୋକସଭାର ସର୍ବକନିଷ୍ଠ ସଦସ୍ୟା ହୋଇଛନ୍ତି । ଜିତିବା ଅବସରରେ ତାଙ୍କୁ ୨୫ ବର୍ଷ ୧୧ ମାସ ଏବଂ ୯ ଦିନ ହୋଇଥିଲା ।<ref name=":0">{{Cite web|url=https://www.ndtv.com/india-news/election-results-at-25-bjd-lawmaker-chandrani-murmu-is-youngest-member-of-parliament-2043108|title=Election Results: At 25, BJD Lawmaker Is Youngest Member Of Parliament|website=NDTV.com|language=en|access-date=2019-05-26}}</ref> ଏହା ପୂର୍ବରୁ [[୧୬ଶ ଲୋକ ସଭା]]<nowiki/>ରେ [[ହରିୟାଣା]]<nowiki/>ର [[ହିସାର]] ଲୋକସଭା ଆସନରୁ [[ଜନନାୟକ ଜନତା ପାର୍ଟି]]<nowiki/>ର ପ୍ରତିଷ୍ଠାତା ଦୁଷ୍ୟନ୍ତ ଚୌଟାଲା ଏହି କୀର୍ତ୍ତିମାନରେ ଥିଲେ ।<ref name=":1">{{Cite web|url=http://www.pragativadi.com/25-year-old-chandrani-murmu-set-to-be-youngest-ever-ls-member/|title=25-year-old Chandrani Murmu set to be youngest ever LS member|date=2019-05-26|website=Pragativadi: Leading Odia Dailly|language=en-US|access-date=2019-05-26}}</ref>

'''ଚନ୍ଦ୍ରାଣି ମୁର୍ମୁ''' (ଜନ୍ମ ୧୬ ଜୁନ, ୧୯୯୩)<ref>{{Cite web|url=https://indianexpress.com/elections/chandrani-murmu-odisha-keonjhar-election-no-woman-should-be-subjected-to-such-humiliation-5687458/|title=Chandrani Murmu, BJD’s 25-year-old candidate: ‘No woman should be subjected to such humiliation’|date=2019-04-22|website=The Indian Express|language=en-IN|access-date=2019-05-26}}</ref> ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ସମାଜସେବୀ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝରରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ [[ଭାରତୀୟ ଜନତା ପାର୍ଟି]]<nowiki/>ର ଦୁଇ ଥର ପାର୍ଲିଆମେଣ୍ଟର ସଦସ୍ୟ ଥିବା, [[ଅନନ୍ତ ନାୟକ]]<nowiki/>ଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି [[୧୭ଶ ଲୋକ ସଭାକୁସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name=":2">{{Cite web|url=https://indianexpress.com/elections/keonjhar-lok-sabha-election-results-2019-live-winner-runner-up/|title=Keonjhar Lok Sabha Election Results 2019|date=24 May 2019|publisher=The Indian Express|access-date=24 May 2019}}</ref><ref>{{Cite web|url=http://results.eci.gov.in/pc/en/trends/statewiseS182.htm|title=General Election 2019 - Election Commission of India|website=results.eci.gov.in|access-date=2019-05-26}}</ref> ଏହି ବିଜୟ ସହ ସେ ଲୋକସଭାର ସର୍ବକନିଷ୍ଠ ସଦସ୍ୟା ହୋଇଛନ୍ତି । ଜିତିବା ଅବସରରେ ତାଙ୍କୁ ୨୫ ବର୍ଷ ୧୧ ମାସ ଏବଂ ୯ ଦିନ ହୋଇଥିଲା ।<ref name=":0">{{Cite web|url=https://www.ndtv.com/india-news/election-results-at-25-bjd-lawmaker-chandrani-murmu-is-youngest-member-of-parliament-2043108|title=Election Results: At 25, BJD Lawmaker Is Youngest Member Of Parliament|website=NDTV.com|language=en|access-date=2019-05-26}}</ref> ଏହା ପୂର୍ବରୁ [[୧୬ଶ ଲୋକ ସଭା]]<nowiki/>ରେ [[ହରିୟାଣା]]<nowiki/>ର [[ହିସାର]] ଲୋକସଭା ଆସନରୁ [[ଜନନାୟକ ଜନତା ପାର୍ଟି]]<nowiki/>ର ପ୍ରତିଷ୍ଠାତା ଦୁଷ୍ୟନ୍ତ ଚୌଟାଲା ଏହି କୀର୍ତ୍ତିମାନରେ ଥିଲେ ।<ref name=":1">{{Cite web|url=http://www.pragativadi.com/25-year-old-chandrani-murmu-set-to-be-youngest-ever-ls-member/|title=25-year-old Chandrani Murmu set to be youngest ever LS member|date=2019-05-26|website=Pragativadi: Leading Odia Dailly|language=en-US|access-date=2019-05-26}}</ref>
== ଶିକ୍ଷା ଏବଂ ବ୍ୟକ୍ତିଗତ ଜୀବନ ==
ଚନ୍ଦ୍ରାଣି, [[ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ]]<nowiki/>ର [[ଆଇଟିଇଆର]] (ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ) ମହାବିଦ୍ୟାଳୟରୁ ବି.ଟେକ ମେକାନିକାଲ ଇଂଜିନିୟରିଂ ବିଭାଗରେ ୨୦୧୭ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।<ref name=":0" /> ଏହାପରେ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ପାଇଁ ସେ ପ୍ରସ୍ତୁତ ହେଉଥିଲେ ।<ref name=":1" />

== ରାଜନୈତିକ ଜୀବନ ==
ପରିବାର ପ୍ରତିପୋଷଣ ପାଇଁ ସରକାରୀ ଚାକିରୀ ଖୋଜୁଥିବା ଅବସରରେ ତାଙ୍କର ମାମୁଁ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସମାଜସେବୀ, ହରମୋହନ ସୋରେନ ତାଙ୍କୁ ବିଜେଡି ଟିକଟରୁ କେନ୍ଦୁଝରରୁ ଲଢ଼ିବା ପାଇଁ ଉତ୍ସାହିତ କରିଥିଲେ । ଅପ୍ରେଲ ୨, ୨୦୧୯ ରେ ସର୍ବସାଧାରଣରେ ତାଙ୍କୁ ବିଜେଡି ତରଫରୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।<ref>{{Cite web|url=https://www.news18.com/news/politics/fairy-tale-for-chandu-at-25-chandrani-murmu-becomes-the-youngest-female-lok-sabha-mp-from-odisha-2159317.html|title='Fairy Tale' for Chandu: At 25, Chandrani Murmu Becomes Youngest Female Lok Sabha MP From Odisha|website=News18|access-date=2019-05-26}}</ref> ମଇ ୨୩ରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ଅନନ୍ତ ନାୟକଙ୍କୁ ୬୬,୨୦୩ ଖଣ୍ଡ ଭୋଟରେ ପରାସ୍ତ କରି ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":2" />

== ଆଧାର ==