"ସମ୍ବଲପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ଛବି ++
୬୫ କ ଧାଡ଼ି:
 
'''ସମ୍ବଲପୁର''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ସମ୍ବଲପୁର ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ଏଠାରେ [[ସମଲେଶ୍ୱରୀ ମନ୍ଦିର]] ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି ।ଏହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |
[[ଫାଇଲ:Biju_Expressway_in_Sambalpur,_Odisha.jpg|thumb|ସମ୍ବଲପୁରରେ ଥିବା ବିଜୁ ଏକ୍ସପ୍ରେସ ରାସ୍ତା ]]
 
==ଭୂଗୋଳ==
ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ଯରେ ପରିପୂର୍ଣ୍ଣ |
"https://or.wikipedia.org/wiki/ସମ୍ବଲପୁର"ରୁ ଅଣାଯାଇଅଛି