"ଗୋପୀନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୮ କ ଧାଡ଼ି:
== ରାଜନୈତିକ ଜୀବନ ==
ଗୋପୀନାଥ ଦାସ ପ୍ରଥମେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।<ref name="Gopinatha">{{cite web |title=MLA Gopinath Das Profile {{!}} SIMULIA Constituency |url=http://www.odishahelpline.com/Profile-of-Gopinath-Das-of-SIMULIA-constituency-662.html |website=www.odishahelpline.com |accessdate=28 April 2019}}</ref> ୧୯୫୦ ମସିହାରୁ ୧୯୫୬ ମସିହାଯାଏଁ ସେ ଜଣେ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ ।<ref name="Gopinath Das" /> ଏହାପରେ ୧୯୫୮ ମସିହାରେ ସେ ବଲେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୬୦ ମସିହାଯାଏଁ ସେ ଏହି ପଦବୀରେ ଥିଲା ।
 
 
 
୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ [[ଜନତା ପାର୍ଟି]]<nowiki/>ର ପ୍ରାର୍ଥୀ ଭାବରେ [[ଶିମୂଳିଆ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଶିମୂଳିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ [[୭ମ ଓଡ଼ିଶ ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Gopinath Das" /> ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।