"ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଗୁମ୍ଫା
୭ କ ଧାଡ଼ି:
 
'''ଉଦୟଗିରି ଓ ଖଣ୍ଡ଼ଗିରି ଗୁମ୍ଫା''' ଅଧା ପ୍ରକୃତିକ ଓ ଅଧା ମଣିଷ ଦେଇ ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ଵ ଓ ଧାର୍ମିକ ଗୁରୁତ୍ତ୍ଵ ରହିଛି । ଏହା [[ଓଡ଼ିଶା]]ର [[ଭୁବନେଶ୍ଵର]] ଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ [[ଉଦୟଗିରି]] ଓ [[ଖଣ୍ଡ଼ଗିରି]]ରେ ରହିଛି ଯାହା [[ହାତୀଗୁମ୍ଫାର ଶିଳାଲେଖ]]ର '''କୁମାରୀ ପର୍ବତ''' ନାମରେ ମଦ୍ଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇଛନ୍ତି ର୍ ରାସ୍ତାର ଦୁଇ ପାଖରେ ଅଛନ୍ତି ।
 
== ଉଦୟଗିରିରେ ଥିବା ଗୁମ୍ଫାମାନଙ୍କର ତାଲିକା==
#ରାଣୀଗୁମ୍ଫା
#ବଜାଘର ଗୁମ୍ଫା
#ଛୋଟ ହାତୀଗୁମ୍ଫା
#ଅଳକାପୁରୀ ଗୁମ୍ଫା
#ଜୟ-ବିଜୟ ଗୁମ୍ଫା
#ପଣସଗୁମ୍ଫା
#ଠାକୁରାଣୀ ଗୁମ୍ଫା
#ପାତାଳପୁରୀ ଗୁମ୍ଫା
#ମଞ୍ଚପୁରୀ ଗୁମ୍ଫା
#ଗଣେଶ ଗୁମ୍ଫା
#ଜାମ୍ବେଶ୍ଵର ଗୁମ୍ଫା
# ବ୍ୟାଘ୍ର ଗୁମ୍ଫା
#ସର୍ପ ଗୁମ୍ଫା
#ହାତୀ ଗୁମ୍ଫା
#ଧନଘର ଗୁମ୍ଫା
#ହରିଦାସ ଗୁମ୍ଫା
#ଜଗମଥା ଗୁମ୍ଫା
#ରୋଷେଇ ଗୁମ୍ଫା
 
==ଆହୁରି ଦେଖନ୍ତୁ==