"ବାଳଗୋପାଳ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨ କ ଧାଡ଼ି:
 
== ଜନ୍ମ ଓ ପରିବାର ==
ବାଲୋଗୋପାଲ ମିଶ୍ର ୧୯୪୧ ମସିହାର ନଭେମ୍ବର ମାସ ୫ ତାରିଖରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟିଲାଗଡ଼ଠାରେ ଜନ୍ମ ହୋଇଥିଲେ । ତାଙ୍କ ପିତା ହେଉଛନ୍ତି କେ.ପି. ମିଶ୍ର । ସେ ପ୍ରମୋଦିନୀ ମିଶ୍ରଙ୍କୁ ବିବାହ କରିଥିଲେ । ସେ ବିଜ୍ଞାନରେ ସ୍ନାତକୋତ୍ତର କରିବାପରେ ଓକିଲାତି ପଢ଼ିଥିଲେ ।
 
== ରାଜନୈତିକ ଜୀବନ ==
ବାଲଗୋପାଲ ୧୯୮୫୧୯୮୦ ମସିହାରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭାର ୮ମ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୮୫ ମସିହାରେ ସ୍ୱାଧୀନ ପାର୍ଥୀ ଭାବରେ ପୁଣିଥରେ ୯ମ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref>{{cite book |last1=ନାୟକ |first1=ଉଦ୍ଧବ ଚରଣ |title=ଓଡ଼ିଶା ରାଜନୀତିର ଇତିହାସ |publisher=ଆମ ଓଡ଼ିଶା |location=ଭୁବନେଶ୍ୱର |page=୨୪୩ |url=https://or.wikisource.org/s/5ko |accessdate=10 February 2019}}</ref> ମାତ୍ର ପରେ ସେ ୭ ଡିସେମ୍ବର ୧୯୮୯ରେ ଏହି ବିଧାନ ସଭାରୁ ଇସ୍ତଫା ଦେଇ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରତିନିଧି ଭାବରେ ଲୋକ ସଭାର ୯ମ ସଭାକୁ ନିର୍ବାଚିତ ହୋଇଥିଲେ ।
 
ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ପୁଣିଥରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବାଲଗୋପାଲ ୧୨ଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
 
== ଆଧାର ==