"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
'''କ୍ଷୀରଚୋରା ଗୋପୀନାଥ ମନ୍ଦିର''' ରେମୁଣା ରେ ଅବସ୍ଥିତ । ଏହା [[ବାଲେସ୍ଵର]]ଠୁ ୯ କିମି ପୂର୍ବରେ ଅବସ୍ଥିତ । ହାଉଡ଼ା ଓ [[ଭୁବନେଶ୍ଵର]] ମଝିରେ ପଡ଼େ । [[ରେମୁଣା]] ନାଆଁଟି ରମଣିଅରମଣିୟ ନାଆଁରୁ ଆସିଛି ଜାହାର ମାନେଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିର ମାନଙ୍କ ଭିତରେ ଏକ ଜଣାଶୁଣା ମନ୍ଦିର । ଏହା ଗଁଗବଁଶରଗଙ୍ଗବଂଶର ରାଜାଙ୍କ ଦ୍ଵାରା ତିଆରି କରାଯାଇଥିଲା । ରେମୁଣାର ଗଛଲତା ଭରା ଏକ ଶିତଳଶୀତଳ ପରିବେଶ ଭିତରେ ଗୋପୀନାଥ ପୂଜା ହୋଇଥାନ୍ତିପାଇଥାନ୍ତି । ଏହି ମନ୍ଦିରକୁ ଅନେକ ଭକତଙ୍କଭକ୍ତଙ୍କ ସୁଅ ଛୁଟିଥାଏ ବରଷବର୍ଷ ସାରା । ପ୍ରାଚୀନ ଉତ୍କଳର ରାଜା ଲାଙ୍ଗୁଲା ନରସିଁହ ଦେବ ଏହି ମନ୍ଦିର ଗଢ଼ିଥିଲେ |
 
== '''କିମ୍ବଦନ୍ତି କହେ''' ==
କୁହାଯାଏ ଥରେ ଜଣେ ଭକତଭକ୍ତ ରାଘବେନ୍ଦ୍ର ପୁରି, [[ପୁରୀ]]ର ରଥଯାତରଥଯାତ୍ରା ଦେଖିବାକୁ ଆସିବା ବେଳେ ବାଟ ଚାଲିଚାଲି ଥକି ଯାଇଥିଲେ । ବାଟରେ କିଛି ନ ପାଇବାରୁ ଗଛ ମୂଳରେ ଶୋଇ ପଡ଼ିଥିଲେ ଖାଲିପେଟରେ । ଏହି ସମୟରେ ଗୋପୀନାଥ ନିଜ ପିନ୍ଧା କାନିରେ ତାଙ୍କ ପାଇଁ କ୍ଷୀରଠେକିଏ ଲୁଚାଇ ରଖିଥିଲେ ଆଉ ଉପାସିଆ ଭକତଭକ୍ତ ପାଇଁ ନେଇ ଯାଇଥିଲେ, ଭକତକୁଭକ୍ତକୁ ସେବକ ବେଶରେବେଷରେ ଯାଇ କହିଲେ କ୍ଷୀର ପିଇ ଦେବାକୁ, ଏତେ ରାତିରେ ଭକତଭକ୍ତ ରାଘବେନ୍ଦ୍ର ପଚାରନ୍ତେ କିଏ ସେ ବୋଲି ପ୍ରଭୁ ଗୋପୀନାଥ ଉତ୍ତର ଦେଲେ ସେ ଠାକୁରଙ୍କ ସେବକ ଆଉ ଖୋଦ ଠାକୁର ତାଙ୍କୁ ପଠାଇଛନ୍ତି କ୍ଷୀର ଦେଇ । ଫେରିବା ବାଟରେ ପ୍ରଭୁ ଗୋପୀନାଥ ହାବୁଡ଼ି ପଡ଼ିଲେ ସୋଇଥିବା ବ୍ରାହ୍ସଣକୁବ୍ରାହ୍ମଣକୁ, କଥା ପ୍ରଘଟ ହେଲା ଚାରିଆଡ଼େ ଆଉ ସେଇ ଦିନ ଠୁଠାରୁ ନାଆଁ ରହିଲା କ୍ଷୀରଚୋରା ଗୋପୀନାଥ । ଅରବିନ୍ଦ
 
== '''ବିଗ୍ରହ''' ==
ଭଗବାନ ଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାଆଁରେବାମରେ ଗୋବିନ୍ଦ ଅଛନ୍ତି । କୁହାଜାଏ ଶ୍ରୀ ରାମ ନିଜ ଧନୁ ସହାୟତାରେଧନୁରେ ଗୋପୀନାଥ ବିଗ୍ରହଟି ଚିତ୍ରକୁଟରେ ଗଢ଼ିଥିଲେ । ପ୍ରଥମେ ସିତାସୀତା ପୁଜାପୂଜା କରୁଥିଲେ,ପରେ ସ୍ଵୟଁ ବ୍ରହ୍ମା ପୁଜାପୂଜା କରୁଥିଲେ । ଗୋବିନ୍ଦ ଆଉ ମଦନମୋହନଁକୁମଦନମୋହନଙ୍କୁ ୧୯୩୮ ରେ ବୃନ୍ଦାବନରୁ ଅଣାଜାଇଥିଲା ।
 
== '''ଆହୁରି ବିଭୋଗ''' ==
ଏଠାକାର କ୍ଷୀର ଭୋଗ ଭାରି ସୁଆଦିଆ ଓ ଅମୃତ କେଳି ନାଆଁରେ ଖ୍ୟାତ । କ୍ଷୀର, ଚିନି, ଖୁଆ ଓ ଗୁଜୁରାତି ଅଳେଇଚରେ ତିଆରି କରାଯାଏ କ୍ଷୀର ଭୋଗ । ଏହା ବାଡେ ସବୁଦିନ ଅବଢା ପ୍ରସାଦ ମଧ୍ୟ ମିଳେ ।
 
== '''କିଣାକିଣି''' ==
ରେମୁଣା ସହର କଁସାକଂସା ଓ ପିତଳ ବାସନ ପାଇଁ [[ଓଡ଼ିଶା]] ପ୍ରସିଦ୍ଧ । ସୁନ୍ଦର କୋଟିକମକରା ଭଳିକି ଭଳି ବାସନ ଓ ଘର ସଜେଇବା ଜିନିଷ ଏଠାରେ ମିଳିପାରେ
 
== '''ଦ୍ରଷ୍ଟବ୍ୟ''' ==