"ରମା ଏକାଦଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

କାର୍ତ୍ତିକମାସ କୃଷ୍ଣପକ୍ଷର ଏକାଦଶୀ
Content deleted Content added
ତଥ୍ୟ
(କିଛି ବଦଳିନାହିଁ)

୧୦:୦୨, ୨୪ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ

କାର୍ତ୍ତିକ ମାସ କୃଷ୍ଣପକ୍ଷରେ ରମା ଏକାଦଶୀ ପଡ଼େ । ଏହା ଅତି ଉତ୍ତମ ଓ ମହାପତକନାଶିନୀ ।

କିମ୍ବଦନ୍ତୀ

ପୂର୍ବକାଳରେ ମୁଚୁକୁନ୍ଦ ନାମକ ଜଣେ ରାଜା ଶାସନ କରୁଥିଲେ । ସେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଓ ସତ୍ୟ ପ୍ରତିଜ୍ଞ ଥିଲେ । ରାଜାଙ୍କର ନଦୀମାନଙ୍କ ଭିତରେ ଶ୍ରେଷ୍ଠ ଚନ୍ଦ୍ରଭାଗା ତାଙ୍କର କନ୍ୟା ରୂପେ ଜନ୍ମ ଗ୍ରହଣ କଲେ । ରାଜା ତାଙ୍କୁ ଚନ୍ଦ୍ରସେନ କୁମାର ଶୋଭନ ସହିତ ବିବାହ କରାଇଦେଲେ । ଏକଦା ଶୋଭନ ଦଶମୀ ଦିନ ଶଶୁର ଘରକୁ ଆସିଥିଲେ, ଏହିଦିନ ନଗର ସାରା ପୂର୍ବପରି ଡେଙ୍ଗୁରା ପିଟା ହୋଇ ଜଣାଇ ଦିଆଗଲା ଯେ, ଏକାଦଶୀ ଦିନ କେହି ଭୋଜନ କରିବେ ନାହିଁ । ଏହା ଶୁଣି ରାଜାଙ୍କ ଜାମାତା ଶୋଭନ ଉପବାସ ରହି, ନିଷ୍ଠାର ସହିତ ବ୍ରତର ସମସ୍ତ ନିୟମ ପାଳନ କଲେ । କିନ୍ତୁ, ସୂର୍ଯ୍ୟୋଦୟ ହେବା ବେଳେ ତାଙ୍କର ଦେହାନ୍ତ ଘଟିଲା ।