"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୦ କ ଧାଡ଼ି:
 
== ଆଦ୍ୟ ଜୀବନ ==
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଂଚଳ [https://en.wikipedia.org/wiki/Parvathipuram,_Andhra_Pradesh ପାର୍ବତୀପୁର] (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକର ପିଉସା ଥିଲେ ଐତିହାସିକ ତଥା ସାହିତିକ୍ୟ ପଣ୍ଡିତ [[ସତ୍ୟନାରାୟଣ ରାଜଗୁରୁ]] । ଏହି ପିଉସାଂକ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖବଂଧରେ ଲେଖିଛନ୍ତି<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ଆରତି (ଉପନ୍ୟାସ) |date=1949 |publisher=କଟକ ବୁକ୍ ଏମ୍ପୋରିୟମ |location=କଟକ ଓଡି‌ଶା |page=i |edition=ପ୍ରଥମ |url=https://drive.google.com/file/d/1MwPog4Q38KLySZwVHtUYAgxtvjKjhryQ/view |accessdate=20 January 2019}}</ref> । ଏହି ମୁଖବଂଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପଂଦର ବର୍ଷ ବୟସରୁ (୧୯୪୬ରୁ) ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।
 
== ସାହିତ୍ୟ କୃତି ==
 
ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା "ସହକାର"ରେ ୧୯୪୭ ମସିହାରେ <ref>{{cite journal |last1=ଦେବୀ |first1=ବସନ୍ତ ଲତା |editor1-last=କର |editor1-first=ବାଳକୃଷ୍ନ |title=ମାତୃସ୍ନେହ (ଗଳ୍ପ) |journal=ସହକାର ଓଡ଼ିଆ ପତ୍ରିକା |date=1947 |volume=25 |issue=6 |pages=୨୮୦,୩୨୬ |url=https://drive.google.com/uc?export=download&id=0BzDmhDl-2YsYTFF6UVgwLUlxTWc |accessdate=20 January 2019 |publisher=ସମବାୟ ସେବକ ସମିତି |location=କଟକ |language=Odia}}</ref>। ଏହି ପତ୍ରିକାରେ ତାଙ୍କ ନାମ ଶ୍ରୀମତୀ ବସନ୍ତଲତା ଦେବୀ ବୋଲି ଉଲ୍ଲେଖ ହୋଇଛି ।
 
ତାଙ୍କର ପ୍ରଥମ ଉପନ୍ୟାସ ""ଆରତି" ପ୍ରକାଶିତ ହୋଇଥିଲା ଜେତେବେଳେ ତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା । ସେତେବେଳର ସାମାଜିକ ପରିସ୍ଥିତି ଓ ନାରୀର ଅବସ୍ଥା ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଥିଲା ।