"ବସନ୍ତ କୁମାରୀ ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୦ କ ଧାଡ଼ି:
 
== ଆଦ୍ୟ ଜୀବନ ==
ବସନ୍ତ କୁମାରୀ ଦେବୀ ଓଡ଼ିଆ ବିଛିନ୍ନାଂଚଳ [https://en.wikipedia.org/wiki/Parvathipuram,_Andhra_Pradesh ପାର୍ବତୀପୁର] (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ବିଜୟନଗର ଜିଲ୍ଲାରେ) ୧୯୩୧ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଂକର ପିଉସା ଥିଲେ ଐତିହାସିକ ତଥା ସାହିତିକ୍ୟ ପଣ୍ଡିତ [[ସତ୍ୟନାରାୟଣ ରାଜଗୁରୁ]] । ଏହି ପିଉସାଂକ ଉତ୍ସାହ ଓ ପ୍ରେରଣାରେ ଅନୁପ୍ରାଣିତ ହୋଇ ନିଜର ସାହିତ୍ୟ ଜୀବନ ଆରମ୍ଭ କରିଥିଲେ ବୋଲି ବସନ୍ତ କୁମାରୀ ନିଜର ପ୍ରଥମ ଉପନ୍ୟାସର ମୁଖ୍ବଂଧରେମୁଖବଂଧରେ ଲେଖିଛନ୍ତି<ref>{{cite book |last1=ଦେବୀ |first1=ବସନ୍ତ କୁମାରୀ |title=ଆରତି (ଉପନ୍ୟାସ) |date=1949 |publisher=କଟକ ବୁକ୍ ଏମ୍ପୋରିୟମ |location=କଟକ ଓଡି‌ଶା |page=i |edition=ପ୍ରଥମ |url=https://drive.google.com/file/d/1MwPog4Q38KLySZwVHtUYAgxtvjKjhryQ/view |accessdate=20 January 2019}}</ref>ଏହି ମୁଖବଂଧରୁ ମଧ୍ୟ ଜଣାଯାଏ ଯେ ସେ ମାତ୍ର ପଂଦର ବର୍ଷ ବୟସରୁ ସାହିତ୍ୟ ସୃଷ୍ଟି ଆରମ୍ଭ କରିଥିଲେ ।
 
== ସାହିତ୍ୟ କୃତି ==
 
ବସନ୍ତ କୁମାରୀଙ୍କ ପ୍ରଥମ ଗଳ୍ପ "ମାତୃ ସ୍ନେହ" ସେତେବେଳର ବିଶିଷ୍ଟ ସାହିତ୍ୟ ପତ୍ରିକା
 
== ଆଧାର ==