"ଆସିବୁ କେବେ ସାଜି ମୋ ରାଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଅଦ୍ୟତନ: ‌+ ଇଂରାଜୀ ନାମ
ଟିକେNo edit summary
୬ କ ଧାଡ଼ି:
| alt =
| caption =
| director = [[ମନୋରଞ୍ଜନ ପାଲ୍]]
| producer = ରାକେଶ ବେହେରା,
ଅନୁରାଗ ସାହୁ<ref>http://www.dnaindia.com/mumbai/report-mumbai-model-held-in-odisha-chit-fund-scam-2025063</ref>
| writer = (ସଂଳାପ): ଅଜୟ ସାମଲ
| screenplay = ମନୋରଞ୍ଜନ ପାଲ୍
| story = ଚୈତନ୍ୟ ବେହେରା
| based on =
| narrator =
| starring = [[ଆକାଶ ଦାସନାୟକ]],
ଖୁସି ଗର୍ବୀ,
[[ମିହିର ଦାସ]],
[[ବୀଣା ମହାରଣା]],
[[ରାଇମୋହ‌ନ ପରିଡ଼ା]],
[[ଅକ୍ଷୟ ବସ୍ତିଆ]]
| music = ଗ‌ଗନ ବିହାରୀ
| cinematography = ଏସ୍ ରଞ୍ଜନ
| editing = କୁନା ରାଉଳ
| studio =
| distributor =
୨୭ କ ଧାଡ଼ି:

'''ଆସିବୁ କେବେ ସାଜି ମୋ ରାଣୀ''', ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାକେଶ ବେହେରା ଏବଂ ଅନୁରାଗ ସାହୁ । ଚୈତନ୍ୟ ବେହେରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |title='ଡାର୍ଲିଂ'ର ଯୋଡିକୁ ଜାଣନ୍ତୁ |url=http://sambad.in/entertainment/darling-pair-279949/ |accessdate=10 January 2019 |work=Sambad |date=6 January 2019 |archiveurl=http://www.webcitation.org/75K63WHoM |archivedate=10 January 2019}}</ref> ସଙ୍ଗୀତ ନିର୍ଦ୍ଦେଶକ ଗ‌ଗନ ବିହାରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଏବଂ ଖୁସି ଗର୍ବୀ । ମିହିର ଦାସ, ବୀଣା ମହାରଣା, ରାଇମୋହ‌ନ ପରିଡ଼ା, ଅକ୍ଷୟ ବସ୍ତିଆ, ବ୍ରଜ ସିଂହ, ଦେବୀ ବାରିକ, ଚୈତନ୍ୟ ବେହେରା, ଦେବୁ ବୋଷ, ଦୀପାଲି, ଜ୍ୟୋତି, ସ୍ମିତା ମହାନ୍ତି, ଅନୁରାଗ ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।