"କୋଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Bot: Automated text replacement (-ମ୍ୱ +ମ୍ବ)
୧୨୮ କ ଧାଡ଼ି:
||ଦ୍ରୁମ ଜାତୀୟ, ଶାଖା ପ୍ରଶାଖାଯୁକ୍ତ।
||ମାର୍ଗଶିର ପଉଷ ବେଳକୁ ଫୁଲ ଫଳ ଆସିଥାଏ। ଫଳ ଧରିବା ବେଳକୁ ଫଗୁଣ, ଚଇତ୍ର ହୁଏ। ଏହା ଶୀଘ୍ର ପାଚିଯାଏ। ଏହା ଗଞ୍ଜାମ ଜିଲ୍ଲା ଲୋକମାନଙ୍କର ଅତିପ୍ରିୟ କୋଳି। ସେ ଅଞ୍ଚଳରେ ଏହା ଆଙ୍କୁଲୋ କୋଳି ବୋଲି ପରିଚିତ। ଏହାର ପତ୍ର ଲମ୍ବାଳିଆ, ଚେପଟା, ଖଦଖଦଡ଼ିଆ, ହାତ ମାରିଲେ ଟାଆଁସିଆ ଲାଗେ। ଏହାର ମଞ୍ଜି ଟିକେ ଗୋଲ।
||କଞ୍ଚାବେଳେ ଅଳ୍ପ ଧଳାମିଶା ନୀଳ ରଙ୍ଗର, ପାଚିଲେ ପୂରା କଳା ପଡ଼ିଯାଏ ଓ ଖାଦ୍ୟ ଉପଯୋଗୀ ହୁଏ। ଆମ୍ୱିଳିଆଆମ୍ବିଳିଆ ଖଟା ଲାଗେ।
||
||
"https://or.wikipedia.org/wiki/କୋଳି"ରୁ ଅଣାଯାଇଅଛି