"ରାମନାଥସ୍ୱାମୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ରାମନାଥସ୍ଵାମୀ ମନ୍ଦିରରୁ ରାମନାଥସ୍ବାମୀ ମନ୍ଦିରକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[ଫାଇଲ:ରାମନାଥସ୍ୱାମୀ ମନ୍ଦିର.jpg|thumb|ମନ୍ଦିର ପ୍ରବେଶ ମୁଖ୍ୟଦ୍ବାରମୁଖ୍ୟଦ୍ୱାର ]]
{{ଛୋଟ|Ramanathaswamy Temple}}
{{Infobox temple
| name = ରାମନାଥସ୍ବାମୀରାମନାଥସ୍ୱାମୀ ମନ୍ଦିର
| image = Ramanathaswamy temple7.JPG
| image_size = frameless
୨୩ କ ଧାଡ଼ି:
| state = [[ତାମିଲନାଡୁ]]
| district = [[ରାମନାଥପୁରମ]]
| location = [[ରାମେଶ୍ବରମରାମେଶ୍ୱରମ]]
| elevation_m =
| primary_deity =
| primary_deity_God = ରାମନାଥସ୍ବାମୀରାମନାଥସ୍ୱାମୀ([[ଶିବ]])
| primary_deity_Godess =
| utsava_deity_God =
୪୫ କ ଧାଡ଼ି:
}}
{{ଚାରି ଧାମ}}
'''ରାମନାଥସ୍ବାମୀରାମନାଥସ୍ୱାମୀ ମନ୍ଦିର''',[[ତାମିଲନାଡୁ]] ରାଜ୍ୟର [[ରାମନାଥପୁରମ ଜିଲ୍ଲା]]ରେ ଅବସ୍ତିତ। ଏହା [[ଭାରତ]]ର [[ଚାରିଧାମ]] ମଧ୍ୟରେ ଅନ୍ୟତମ।
== ଇତିହାସ ==
ରାମେଶ୍ୱର ସହରର କେନ୍ଦ୍ରସ୍ଥଳରେ ରହିଛି ସ୍ବାମୀନାଥସ୍ୱାମୀନାଥ ମନ୍ଦିର।ଏହି ମନ୍ଦିରରେ ରାମେଶ୍ୱର ପୂଜା ପାଆନ୍ତି।ଏଥିପାଇଁ ସହରର ନାମ ହୋଇଛି ରାମେଶ୍ବରମ।ଦ୍ୱାଦଶରାମେଶ୍ୱରମ।ଦ୍ୱାଦଶ ଶତାବ୍ଦୀରେ ପାଣ୍ଡ୍ୟ ରାଜବଂଶଦ୍ବାରାରାଜବଂଶଦ୍ୱାରା ରାମନାଥସ୍ୱାମୀ ମନ୍ଦିର ନିର୍ମାଣ କରାଯାଇଥିଲା।
 
==ପୌରାଣିକ==
ହିନ୍ଦୁ ପୁରାଣ ଅନୁସାରେ ଲଙ୍କାର ଦୁଷ୍ଟ ରାକ୍ଷସ,ରାବଣ କବଳରୁ ସୀତାଙ୍କୁ ଉଦ୍ଧାର କରିବାପାଇଁ ରାମଙ୍କୁ ରାମେଶ୍ୱରମରୁ ଶ୍ରୀଲଙ୍କା(ଲଙ୍କା) ପର୍ଯ୍ୟନ୍ତ ଏକ ସେତୁ ନିର୍ମାଣ କରିବାକୁ ପଡ଼ିଥିଲା।ଏଥିପାଇଁ ସେ ବନରସେନାର ସହଯୋଗ ମଧ୍ୟ ଲୋଡିଥିଲେ।ବିଷ୍ଣୁଙ୍କର ସପ୍ତମ ଅବତାର ହେଉଛନ୍ତି ରାମ ।ରାମଙ୍କ ଈଶ୍ବରଈଶ୍ୱର ରାମେଶ୍ୱର ଭାବେ ସର୍ବବିଦିତ ହୁଅନ୍ତି ଶିବ।
 
== ପୂଜାବିଧି ==
==ରାମେଶ୍ବରମରାମେଶ୍ୱରମ(ରାମନାଥସ୍ବାମୀରାମନାଥସ୍ୱାମୀ)ମନ୍ଦିର==
ତାମିଲନାଡୁର ରାମନାଥପୁରମ ଜିଲ୍ଲା ଅନ୍ତର୍ଗତ ପମ୍ବନ ଦ୍ବୀପାଞ୍ଚଳସ୍ଥିତଦ୍ୱୀପାଞ୍ଚଳସ୍ଥିତ ରାମେଶ୍ବରମରାମେଶ୍ୱରମ ଏକ ପବିତ୍ର ସହର।ଏହି ସହର ଭାରତର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହୋଇଆସୁଛି।ଏଠାରେ ପ୍ରସିଦ୍ଧ ରାମନାଥସ୍ବାମୀରାମନାଥସ୍ୱାମୀ ମନ୍ଦିର ଅବସ୍ଥିତ।ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରେ ରାମେଶ୍ବରମରରାମେଶ୍ୱରମର ସ୍ଥାନ ସ୍ୱତନ୍ତ୍ର।ଏଠାରେ ରହିଛି ଏକ ବୃହଦାକର ଜ୍ୟୋତିର୍ଲିଙ୍ଗ।ରାମେଶ୍ବରମ୍କୁଜ୍ୟୋତିର୍ଲିଙ୍ଗ।ରାମେଶ୍ୱରମ୍କୁ ଦକ୍ଷିଣ ଭାରତର ବନାରସ ବୋଲି କୁହାଯାଏ।
ସହରଟିର ନାମ ଅନୁସାରେ ପମ୍ବର ଦ୍ବିପଞ୍ଚଳରଦ୍ୱିପଞ୍ଚଳର ନାମ ହୋଇଛି ରାମେଶ୍ବରମ୍ରାମେଶ୍ୱରମ୍ ଦ୍ବୀପ।ଭାରତଦ୍ୱୀପ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯେଉଁ ସମୁଦ୍ର ରହିଛି ତାହା ଉପରେ ସେତୁ ଥିବାରୁ ଏହାର ନାମକରଣ ହୋଇଛି ସେତୁସମୁଦ୍ରମ।ରାମେଶ୍ବରମସେତୁସମୁଦ୍ରମ।ରାମେଶ୍ୱରମ ଅଭ୍ୟନ୍ତରରେ ଏବଂ ବାହାରେ ରହିଛି 64ଟି ପବିତ୍ର ଜଳାଶୟ। ପୁରାଣ ଅନୁସାରେ ଏଗୁଡିକ ମଧ୍ୟରୁ 24ଟିର ମହିମା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।ଏହିସବୁ ଜଳାଶୟର ଜଳର ସ୍ୱାଦ ଭିର୍ନ୍ନଭିନ୍ନ। ଏବଂ ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ,ସେତୁକରାଇ,ରାମେଶ୍ବରମରାମେଶ୍ୱରମ ବେଳାଭୂମି,ପମ୍ବନ ରେଳ ସେତୁ,ଧନୁଷକୋଡ଼ି,ଅଗ୍ନିତୀର୍ଥ,ଏରୱାଡ଼ି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିଦୁ ପାଲଟିଥାଏ।
 
== ବାହାର ତଥ୍ୟ ==