"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ବିଶ୍ଵନାଥ ପଟ୍ଟନାୟକରୁ ବିଶ୍ବନାଥ ପଟ୍ଟନାୟକକୁ ଘୁଞ୍ଚାଇଲେ: ଵ
ଟିକେ ବ/ୱ ଫଳା ବଦଳ
୫ କ ଧାଡ଼ି:
|image_size =
|alt =
|birth_name = ବିଶ୍ବନାଥବିଶ୍ୱନାଥ ପଟ୍ଟନାଯକ
|birth_date = {{Birth date|df=yes|1916|11|11}}
|birth_place = [[କୁମରଡା]], [[ଗଞ୍ଜାମ ଜିଲ୍ଲା]], ଓଡ଼ିଶା
୨୮ କ ଧାଡ଼ି:
}}
 
'''ବିଶ୍ବନାଥବିଶ୍ୱନାଥ ପଟ୍ଟନାଯକ''' ହେଉଛନ୍ତି [[ଓଡ଼ିଶା]]ର ଜଣେ ସୁନାମଧନ୍ୟ ସମାଜ ସେବୀ । ସେ ଜଣେ ଜଣାଶୁଣା ଗାନ୍ଧୀବାଦି ସର୍ବୋଦୟ ନେତା । [[କୁଜେନ୍ଦ୍ରି]] ଏବଂ [[ବାଲିଗୁଡ଼ା]] ଭଳି ଆଦିବାସୀ ବହୂଳ ଅଞ୍ଚଳରେ ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଃସ୍ବାର୍ଥପରନିଃସ୍ୱାର୍ଥପର ସମାଜସେବା ହେତୁ ତାଙ୍କୁ ୨୦୦୮ ମସିହାରେ ସମ୍ମାନଜନକ ଜମୁନାଲାଲ ବଜାଜ ପୁରସ୍କାର ମିଳିଛି<ref>[http://www.jamnalalbajajfoundation.org/awards/archives/2008/constructive-work/biswanath-pattnaik "Jamnalal Bajaj awards-2008"] ଜମୁନାଲାଲ ବଜାଜ ସମ୍ମାନ 2008</ref> ।
== ପ୍ରାଥମିକ ଜୀବନ ==
[[ଗଞ୍ଜାମ ଜିଲ୍ଲା]]ର କୁମରଡା ଗାଆଁରେ ତାଙ୍କ ଜନ୍ମ । ପିଲାଦିନୁ ବାପାଙ୍କୁ ହରାଇଥିବା ବିଶ୍ବନାଥବିଶ୍ୱନାଥ ପଟ୍ଟନାଯକ ତାଙ୍କ ଜେଜେବାପା ଶ୍ରୀ ଘନଶ୍ୟାମ ପଟ୍ଟନାଯକଙ୍କ ଯତ୍ନରେ ବଢ଼ିଥିଲେ । ଶ୍ରୀକାକୁଲମଠାରେ ଅଷ୍ଟମ ଯାଏଁ ପଢିବା ପରେ ପାଠରେ ଡୋରି ବନ୍ଧା ହେଲା । ଗାଁ ସ୍କୁଲରେ ମାତ୍ର ସାତ ଟଙ୍କା ଦରମାରେ ଜଣେ ଇନଫରମାଲ ଶିକ୍ଷକ ଭାବେ ଚାକିରି ଆରମ୍ଭ କଲେ । ଶିକ୍ଷକତା କରୁଥିବା ବେଳେ ସେ ବିଶିଷ୍ଟ ଗାନ୍ଧୀବାଦୀ ନେତା [[ଗୋପବନ୍ଧୁ ଚୌଧୁରୀ]]ଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କ ସହକର୍ମୀ ଭାବେ କାମ କଲେ ।
 
== ସମାଜସେବା ==
ପ୍ରଥମେ ସେ ସ୍ବତନ୍ତ୍ରସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ '''ବନବାସୀ ସେବା ସମିତି'''ରେ କାମ କରି ବିକାଶ ମୂଳକ କାମରେ ମନଦେଲେ । ସମିତି ଦ୍ବାରାଦ୍ୱାରା ଆଦିବାସୀ ପିଲାଙ୍କ ନିମନ୍ତେ ବୋର୍ଡିଙ୍ଗ ବିଦ୍ୟାଳୟସବୁ ଏବଂ ବୃଦ୍ଧାଶ୍ରମମାନ ସ୍ଥାପନ କରାଗଲା । ସେ କୁଜେନ୍ଦ୍ରି ଓ ବାଲିଗୁଡା ଅଞ୍ଚଳରେ ଆଦିବାସିଙ୍କ ବିକାଶ ନିମନ୍ତେ ମନପ୍ରାଣ ଲଗାଇ କାମକଲେ । ତାଙ୍କର ନିଃସ୍ବାର୍ଥପରନିଃସ୍ୱାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ "'''ଆଜ୍ଞା'''" ନାମରେ ଖ୍ୟାତ ଥିଲେ । ଆଚାର୍ଯ୍ୟ [[ବିନୋବା ଭାବେ]]ଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ବନେତୃତ୍ୱ ନେଲେ ବିଶ୍ବନାଥବିଶ୍ୱନାଥ ପଟ୍ଟନାଯକ<ref>[http://orissa.gov.in/e-magazine/Orissareview/2012/August/engpdf/45-48.pdf " ଓଡ଼ିଶା ରିଭ୍ୟୁ- ଅଗଷ୍ଟ,୨୦୧୨"] ଓଡ଼ିଶା ରିଭ୍ୟୁ-ଅଗଷ୍ଟ,୨୦୧୨ରେ ପ୍ରକାଶିତ ଶ୍ରୀ ରଘୁନାଥ ରଥଙ୍କ ଏକ ଲେଖା</ref><ref>[http://orissa.gov.in/e-magazine/Orissareview/2013/Feb-Mar/engpdf/feb-march-or-13.pdf "Odisha Review, February - March - 2013,ପୃଷ୍ଠା-୧୧୦"]</ref> । କୋରାପୁଟ ଜିଲ୍ଲାରେ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ସେ ସଫଳ ହେଲେ । ଅସ୍ପୃଶ୍ୟତା ବିରୋଧରେ ଲଢି ଏବଂ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରି ସେ "'''କୋରାପୁଟିଆ ଗାନ୍ଧୀ'''" <ref>[http://www.thehindu.com/todays-paper/tp-national/tp-otherstates/koraput-gandhi-cremated/article738031.ece " ଦି ହିନ୍ଦୁ "] ଦି ହିନ୍ଦୁ-ମାର୍ଚ୍ଚ ୩୧,୨୦୧୦ରେ ପ୍ରକାଶିତ ଏକ ଲେଖା</ref> ନାମରେ ଖ୍ୟାତ ହେଲେ । ୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।
 
== ପୁରସ୍କାର ==
ଶ୍ରୀ ପଟ୍ଟନାଯକ କୌଣସି ପ୍ରକାର ପୁରସ୍କାର ପାଇଁ ଲାଳାୟିତ ନ ଥିଲେ । ତଥାପି ସେ ଅନେକ ସମ୍ମାନଦ୍ବାରାସମ୍ମାନଦ୍ୱାରା ସମ୍ମାନୀତ ହୋଇଛନ୍ତି । ଯଥା :-
* ଭାରତୀୟ ଆଦିମଜାତି ସେବକସଂଘ ପୁରସ୍କାର-୧୯୫୫
* ଜଷ୍ଟିସ୍ ରାଜକିଶୋର ଦାସ ସମ୍ମାନ-୧୯୯୬
୪୯ କ ଧାଡ଼ି:
 
== ଅଧିକ ତଥ୍ୟ ==
*[http://www.banabasi.in/left/life_history.html " ବିଶ୍ବନାଥବିଶ୍ୱନାଥ ପଟ୍ଟନାଯକଙ୍କ ଜିବନୀ"]
 
{{ମୁଣ୍ଡିଆ}}
 
{{Persondata <!-- Metadata: see [[Wikipedia:Persondata]]. -->
| NAME = ବିଶ୍ବନାଥବିଶ୍ୱନାଥ ପଟ୍ଟନାଯକ
| ALTERNATIVE NAMES = ଆଜ୍ଞା
| SHORT DESCRIPTION =