"ଜି. ଏସ. ମେଲକୋଟେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବ/ୱ ଫଳା ବଦଳ
ଟିକେ (ବ/ୱ ଫଳା ବଦଳ)
 
{{Infobox Indian politician
| name = ଗୋପାଲ୍ଲା ସୁବ୍ବୁକୃଷ୍ଣସୁବ୍ୱୁକୃଷ୍ଣ ମେଲକୋଟେ
| image = Gopaliah Subbukrishna Melkote.jpg
| image_size = 220px
}}
 
'''ଜି. ଏସ. ମେଲକୋଟେ''' (୧୬ ଅକ୍ଟୋବର ୧୯୦୧ - ୯ ମାର୍ଚ୍ଚ ୧୯୮୨; ସମ୍ପୂର୍ଣ୍ଣନାମ:ଗୋପାଲ୍ଲା ସୁବ୍ବୁକୃଷ୍ଣସୁବ୍ୱୁକୃଷ୍ଣ ମେଲକୋଟେ) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସାଂସଦ ।
 
ସେ ଓଡ଼ିଶାର ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୨୭ରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ କରି କିଛିଦିନ ପାରମ୍ପାରିକ ଔଷଧ ଓ ଯୋଗ ବିଷୟରେ ଅଭ୍ୟାସ ଓ ବ୍ୟବ‌ହାରିକ ଗବେଷଣା କରିଥିଲେ । ସେ ହାଇଦ୍ରାବାଦ ଶାଖାରୁ ଅଖିଳ ଭାରତୀୟ ମେଡିକାଲ ସଂଘର ସଭାପତି ଭାବରେ କିଛି ଦିନ ପାଇଁ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ପତଞ୍ଜଳୀ ଯୋଗ ଗବେଷଣା ସଂସ୍ଥାନରେ କାର୍ଯ୍ୟ କରୁଥିଲେ ।
୩୭,୫୭୯

ଗୋଟି ସମ୍ପାଦନା