"ରାମନାଥସ୍ୱାମୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଏକ ଛବି ଦିଆହେଲେ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
[[ଫାଇଲ:ରାମନାଥସ୍ୱାମୀ ମନ୍ଦିର.jpg|thumb|ମନ୍ଦିର ପ୍ରବେଶ ମୁଖ୍ୟଦ୍ଵାରମୁଖ୍ୟଦ୍ବାର ]]
{{ଛୋଟ|Ramanathaswamy Temple}}
{{Infobox temple
| name = ରାମନାଥସ୍ଵାମୀରାମନାଥସ୍ବାମୀ ମନ୍ଦିର
| image = Ramanathaswamy temple7.JPG
| image_size = frameless
୨୩ କ ଧାଡ଼ି:
| state = [[ତାମିଲନାଡୁ]]
| district = [[ରାମନାଥପୁରମ]]
| location = [[ରାମେଶ୍ଵରମରାମେଶ୍ବରମ]]
| elevation_m =
| primary_deity =
| primary_deity_God = ରାମନାଥସ୍ଵାମୀରାମନାଥସ୍ବାମୀ([[ଶିବ]])
| primary_deity_Godess =
| utsava_deity_God =
୪୫ କ ଧାଡ଼ି:
}}
{{ଚାରି ଧାମ}}
'''ରାମନାଥସ୍ଵାମୀରାମନାଥସ୍ବାମୀ ମନ୍ଦିର''',[[ତାମିଲନାଡୁ]] ରାଜ୍ୟର [[ରାମନାଥପୁରମ ଜିଲ୍ଲା]]ରେ ଅବସ୍ତିତ। ଏହା [[ଭାରତ]]ର [[ଚାରିଧାମ]] ମଧ୍ୟରେ ଅନ୍ୟତମ।
== ଇତିହାସ ==
ରାମେଶ୍ୱର ସହରର କେନ୍ଦ୍ରସ୍ଥଳରେ ରହିଛି ସ୍ଵାମୀନାଥସ୍ବାମୀନାଥ ମନ୍ଦିର।ଏହି ମନ୍ଦିରରେ ରାମେଶ୍ୱର ପୂଜା ପାଆନ୍ତି।ଏଥିପାଇଁ ସହରର ନାମ ହୋଇଛି ରାମେଶ୍ଵରମ।ଦ୍ୱାଦଶରାମେଶ୍ବରମ।ଦ୍ୱାଦଶ ଶତାବ୍ଦୀରେ ପାଣ୍ଡ୍ୟ ରାଜବଂଶଦ୍ଵାରାରାଜବଂଶଦ୍ବାରା ରାମନାଥସ୍ୱାମୀ ମନ୍ଦିର ନିର୍ମାଣ କରାଯାଇଥିଲା।
 
==ପୌରାଣିକ==
ହିନ୍ଦୁ ପୁରାଣ ଅନୁସାରେ ଲଙ୍କାର ଦୁଷ୍ଟ ରାକ୍ଷସ,ରାବଣ କବଳରୁ ସୀତାଙ୍କୁ ଉଦ୍ଧାର କରିବାପାଇଁ ରାମଙ୍କୁ ରାମେଶ୍ୱରମରୁ ଶ୍ରୀଲଙ୍କା(ଲଙ୍କା) ପର୍ଯ୍ୟନ୍ତ ଏକ ସେତୁ ନିର୍ମାଣ କରିବାକୁ ପଡ଼ିଥିଲା।ଏଥିପାଇଁ ସେ ବନରସେନାର ସହଯୋଗ ମଧ୍ୟ ଲୋଡିଥିଲେ।ବିଷ୍ଣୁଙ୍କର ସପ୍ତମ ଅବତାର ହେଉଛନ୍ତି ରାମ ।ରାମଙ୍କ ଈଶ୍ଵରଈଶ୍ବର ରାମେଶ୍ୱର ଭାବେ ସର୍ବବିଦିତ ହୁଅନ୍ତି ଶିବ।
 
== ପୂଜାବିଧି ==
==ରାମେଶ୍ଵରମରାମେଶ୍ବରମ(ରାମନାଥସ୍ଵାମୀରାମନାଥସ୍ବାମୀ)ମନ୍ଦିର==
ତାମିଲନାଡୁର ରାମନାଥପୁରମ ଜିଲ୍ଲା ଅନ୍ତର୍ଗତ ପମ୍ବନ ଦ୍ଵୀପାଞ୍ଚଳସ୍ଥିତଦ୍ବୀପାଞ୍ଚଳସ୍ଥିତ ରାମେଶ୍ଵରମରାମେଶ୍ବରମ ଏକ ପବିତ୍ର ସହର।ଏହି ସହର ଭାରତର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହୋଇଆସୁଛି।ଏଠାରେ ପ୍ରସିଦ୍ଧ ରାମନାଥସ୍ଵାମୀରାମନାଥସ୍ବାମୀ ମନ୍ଦିର ଅବସ୍ଥିତ।ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରେ ରାମେଶ୍ଵରମରରାମେଶ୍ବରମର ସ୍ଥାନ ସ୍ୱତନ୍ତ୍ର।ଏଠାରେ ରହିଛି ଏକ ବୃହଦାକର ଜ୍ୟୋତିର୍ଲିଙ୍ଗ।ରାମେଶ୍ଵରମ୍କୁଜ୍ୟୋତିର୍ଲିଙ୍ଗ।ରାମେଶ୍ବରମ୍କୁ ଦକ୍ଷିଣ ଭାରତର ବନାରସ ବୋଲି କୁହାଯାଏ।
ସହରଟିର ନାମ ଅନୁସାରେ ପମ୍ବର ଦ୍ଵିପଞ୍ଚଳରଦ୍ବିପଞ୍ଚଳର ନାମ ହୋଇଛି ରାମେଶ୍ଵରମ୍ରାମେଶ୍ବରମ୍ ଦ୍ବୀପ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯେଉଁ ସମୁଦ୍ର ରହିଛି ତାହା ଉପରେ ସେତୁ ଥିବାରୁ ଏହାର ନାମକରଣ ହୋଇଛି ସେତୁସମୁଦ୍ରମ।ରାମେଶ୍ଵରମସେତୁସମୁଦ୍ରମ।ରାମେଶ୍ବରମ ଅଭ୍ୟନ୍ତରରେ ଏବଂ ବାହାରେ ରହିଛି 64ଟି ପବିତ୍ର ଜଳାଶୟ। ପୁରାଣ ଅନୁସାରେ ଏଗୁଡିକ ମଧ୍ୟରୁ 24ଟିର ମହିମା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।ଏହିସବୁ ଜଳାଶୟର ଜଳର ସ୍ୱାଦ ଭିର୍ନ୍ନଭିନ୍ନ। ଏବଂ ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ,ସେତୁକରାଇ,ରାମେଶ୍ଵରମରାମେଶ୍ବରମ ବେଳାଭୂମି,ପମ୍ବନ ରେଳ ସେତୁ,ଧନୁଷକୋଡ଼ି,ଅଗ୍ନିତୀର୍ଥ,ଏରୱାଡ଼ି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିଦୁ ପାଲଟିଥାଏ।
 
== ବାହାର ତଥ୍ୟ ==