"ନୂଆଖାଇ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) ଟିକେ 43.247.158.5 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Jnanabotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା ଟ୍ୟାଗ: Rollback |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୪୩ କ ଧାଡ଼ି:
[[କଳାହାଣ୍ଡି ଜିଲ୍ଲା]]ର ଅନେକ ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । <ref>{{cite web |url= http://newindianexpress.com/states/odisha/article1086840.ece?service=print |title=A different celebration in Kalahandi |first= Uma Shankar |last= Kar|work=newindianexpress.com |year=2012 |quote=However, in Bhawanipatna, Jaipatna, Madanpur Rampur, Lanjigarh and Thuamul Rampur areas, it is celebrated on ‘Bhadraba Shukla Dashami’ which falls on September 25. |accessdate=25 September 2012}}</ref>
ପୂର୍ବାଞ୍ଚଳରେ ଏହା
== ଅଞ୍ଚଳ ==
୪୯ କ ଧାଡ଼ି:
== ପାଳନ ବିଧି ==
ଏହି ଦିନଟିର ଅମୃତବେଳା ବା ଶୁଭବେଳା
ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ [[ଗ୍ରାମଦେବତୀ]]ଙ୍କ ପୀଠ ବା [[ଭାଗବତ ଟୁଙ୍ଗୀ]]ରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି ।<ref>{{cite web |url= http://orissadiary.com/orissa_profile/ori_festival/sep/Nuakhai.asp |title=Nuakhai |work=orissadiary.com |year=2012 |quote=After finishing the food they take the blessing of the Istha-Devi and from other elders of the family. |accessdate=25 September 2012}}</ref>
ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
|