"ନୱସୀନ ନହରୀନ ମୋଉ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ →‎ପେଶା
୪୧ କ ଧାଡ଼ି:
 
==ପେଶା==
ନୱସୀନ ନହରୀନ ମୋଉଙ୍କୁ ଲୋକମାନେ ମୁଖ୍ୟତଃ ନୱସୀନ ନାମରେ ହିଁ ଜାଣନ୍ତି । ସେ ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ସେ ଜଣେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଦୂରଦର୍ଶନରେ କାର୍ଯ୍ୟ କରୁଛନ୍ତି । "ଧୂପଛାୟ" ଧାରାବାହିକ ଜରିଆରେ ସେ ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୬ ମସିହାରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ସେ ତାଙ୍କର ସ‌ହ-କଳାକାର ହିଲୋଲଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।<ref name=ko>{{cite news |url=http://www.thedailystar.net//showbiz/deshi-grapevine/the-mask-unveiled-1334605 |title=The Mask Unveiled |newspaper=The Daily Star |date=24 December 2016 |accessdate=19 January 2018}}</ref>
 
==ଆଧାର==