"ନୱସୀନ ନହରୀନ ମୋଉ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ →‎ଆଧାର
୩୫ କ ଧାଡ଼ି:
 
'''ନୱସୀନ ନହରୀନ ମୋଉ''' ({{lang-bn|নওশীন}}) ({{Birth date|1985|08|15}}) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ଦୂରଦର୍ଶନ ଏବଂ ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରନ୍ତି । ସେ ପ୍ରାର୍ଥନା, ମୁଖୋଷ ମନୁଷ ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ମଡେଲ, ଦୂରଦର୍ଶନ ତ‌ଥା ରେଡ଼ିଓ ଉପସ୍ଥାପିକା ଏବଂ ସେ ବିଭିନ୍ନ ମଞ୍ଚରେ ମଧ୍ୟ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି । ୨୦୦୭ ମସିହାରୁ ସେ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନ ଏବଂ ଖବର କାଗଜ ତ‌ଥା ପ୍ରିଣ୍ଟି ମିଡ଼ିଆ ବିଜ୍ଞାପନରେ ଜଣେ ମଡେଲ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେ ରେଡ଼ିଓର ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ରେଡ଼ିଓ ଟୁ-ଡେ, ରେଡ଼ିଓ ଫ୍ରୁଟି, ଧମାକା ଏଫ୍ଏମ୍ ଏବଂ ରେଡ଼ିଓ ଅମ୍ବର ଭଳି ବେତାର କେନ୍ଦ୍ରରେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।<ref name="radio">{{Cite web|url=https://www.thedailystar.net/news-detail-42203|title=Exuberance in the air {{!}} The Daily Star|last=|first=|date=|website=The Daily Star|archive-url=|archive-date=|dead-url=|access-date=2018-08-11}}</ref>
 
==ପ୍ରାରମ୍ଭିକ ଜୀବନ==
ନୱସୀନ ନହରୀନ ମୋଉ ୧୯୮୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଖୁଲ୍‌ନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ମୁଖ୍ୟତଃ ବାଂଲାଦେଶର ବିଭିନ୍ନ ଜିଲ୍ଲାମାନଙ୍କରେ କଟିଛି । ତାଙ୍କ ବାପା ଶେକ୍ ଅମଜାଦ ହୁସେନ ବଙ୍ଗଳାଦେଶ ବୈଷୟିକ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ଜଣେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ ଏବଂ ଜସ୍ମିନ ଅଖତାର ଜଣେ ଗୃହିଣୀ । ସେ ମାତ୍ର ସାତ ବର୍ଷ ବୟସରେ ନୃତ୍ୟ କରିବା ଆରମ୍ଭ କରିଥିଲେ । ୧୯୯୪ ମସିହାରେ ତାଙ୍କୁ ନୃତ୍ୟରେ ଖେଳଘର ପୁରସ୍କାର ମିଳିଥିଲା । ସେ ତାଙ୍କର ପେଶା ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ କାର୍ଯ୍ୟ କରି ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ବଙ୍ଗଳାଦେଶର ଦୂରଦର୍ଶନ ଆର୍‌ଟିଭିରେ ପ୍ରସାରିତ ଏକ ଟେଲିଫୋନିକ୍ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା "ଜେଗେ ଅଛୋ କି" । ୨୦୦୮ ମସିହାରୁ ୨୦୧୧ ମସିହା ଯାଏଁ ଚାଲିଥିବା ଏହି କାର୍ଯ୍ୟକ୍ରମଟି ସେହି ସମୟରେ ଅନେକ ଲୋକପ୍ରିୟତା ପାଇଥିଲା ।
 
==ଆଧାର==