"ଡିମ୍ବାଶୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୩ କ ଧାଡ଼ି:
| Latin = ovarium
| Image = Gray589.png
| Caption = ଡିମ୍ବବାହୀ ନଳୀ ଦ୍ୱାରାନଳୀଦ୍ୱାରା ଗର୍ଭାଶୟ ସହ ଜଡ଼ିତ ଡିମ୍ବାଶୟ
| Width = 260
| Precursor =
୧୪ କ ଧାଡ଼ି:
'''ଡିମ୍ଵାଶୟ''' ([[ଇଂରାଜୀ]]:Ovary) '''[[ସ୍ତ୍ରୀ ପ୍ରଜନନ ବିଭାଗ]]'''ରେ ଅନ୍ତର୍ଭୁକ୍ତ [[ଡିମ୍ବାଣୁ]] ଉତ୍ପନ୍ନ କରୁଥିବା ଏକ ଅଙ୍ଗ ଅଟେ । ଏହାର ଇଂରାଜୀ ଅନୁବାଦିତ ଶବ୍ଦ ''ovary'' ଲାଟିନ ଶବ୍ଦ ''ovarium''ରୁ ଆନୀତ, ଯାହାର ଅର୍ଥ ହେଉଛି ଅଣ୍ଡା ବା ମଞ୍ଜି । ଶରୀରର ଉଭୟପାର୍ଶ୍ୱରେ ଗୋଟିଏ ଲେଖାଏଁ ଡିମ୍ବାଶୟ ରହିଛି । ଡିମ୍ଵାଶୟ ମଧ୍ୟ [[ଋତୁସ୍ରାବ]] ଏବଂ ପ୍ରଜନନକ୍ଷମତାକୁ ପ୍ରଭାବିତ କରୁଥିବା କେତେକ [[ଜୀବରସ]] ମଧ୍ୟ କ୍ଷରଣ କରିଥାଏ । କ୍ଷରଣ କରୁଥିବା ଜୀବରସମାନଙ୍କ ପାଇଁ ଏହା ଏକ ଅନ୍ତଃସ୍ରାବୀ ଗ୍ରନ୍ଥି ରୂପେ ଜଣା ।<ref name=":4">{{Cite journal|last=Colvin|first=Caroline Wingo|last2=Abdullatif|first2=Hussein|date=2013-01-01|title=Anatomy of female puberty: The clinical relevance of developmental changes in the reproductive system|url=http://onlinelibrary.wiley.com/doi/10.1002/ca.22164/abstract|journal=Clinical Anatomy|language=en|volume=26|issue=1|pages=115–129|doi=10.1002/ca.22164|issn=1098-2353}}</ref> ପ୍ରସବପୂର୍ବ ସମୟ ଠାରୁ ରଜୋନିବୃତ୍ତି ପର୍ଯ୍ୟନ୍ତ ଡିମ୍ବାଶୟଦ୍ୱୟ ବିଭିନ୍ନ ସ୍ତର ଦେଇ ବିକଶିତ ହୋଇଥାଏ ।
== ଆକୃତି ==
ଡିମ୍ବାଶୟକୁ ସ୍ତ୍ରୀ ପ୍ରଜନନ ଗ୍ରନ୍ଥି ରୂପେ ଗ୍ରହଣ କରାଯାଏ ।<ref>{{Cite web|url=http://www.mercksource.com:80/pp/us/cns/cns_hl_dorlands_split.jsp?pg=/ppdocs/us/common/dorlands/dorland/six/000076849.htm|title=Dorlands Medical Dictionary|last=|first=|date=|website=www.mercksource.com|language=en|archive-url=|archive-date=|dead-url=|access-date=2017-11-20}}</ref> ପ୍ରତ୍ୟେକ ଡିମ୍ବାଶୟ ଧଳାରଙ୍ଗର ଏବଂ [[ଗର୍ଭାଶୟ]] ଭିତ୍ତି ନିକଟସ୍ଥ ଓଭାରିଆନ ଫୋସା ନାମକ ଅଞ୍ଚଳରେ ରହିଥାଏ । [[ମୂତ୍ରନଳୀ]] ଏବଂ ଅନ୍ତଃ ଶ୍ରୋଣୀଫଳକୀୟ ଧମନୀ ସାମ୍ନାରେ ତଥା ବାହ୍ୟ ଶ୍ରୋଣୀଫଳକୀୟ ଧମନୀ ଦ୍ୱାରାଧମନୀଦ୍ୱାରା ପରିବେଷ୍ଟିତ ଅଞ୍ଚଳକୁ ଓଭାରିଆନ ଫୋସା କୁହାଯାଏ । ଏହି ଅଞ୍ଚଳଟି ୪ ସେ.ମି x ୩ସେ.ମି x ୨ସେ.ମି ଆୟତନ ବିଶିଷ୍ଟ ।<ref name=":0">Daftary, Shirish; Chakravarti, Sudip (2011). Manual of Obstetrics, 3rd Edition. Elsevier. pp. 1-16. {{ISBN|9788131225561}}.</ref><ref name=":1" /> ପ୍ରତ୍ୟେକ ଡିମ୍ବାଶୟ ଏକ କଠିନ ଆବରଣ ଦ୍ୱାରାଆବରଣଦ୍ୱାରା ଆବୃତ୍ତ ହୋଇରହିଥାଏ ଏବଂ ବାହ୍ୟ ଆବରଣ ରୂପେ କର୍ଟେକ୍ସ ଏବଂ ଭିତର ଆବରଣ ରୂପେ ମେଡୁଲା ମଧ୍ୟ ରହିଥାଏ ।<ref name=":1" /> </br>ଡିମ୍ବାଶୟର ଗୋଟିଏ ପାର୍ଶ୍ୱ ଇନଫନଣ୍ଡିବୁଲୋ-ପେଲଭିକ ଲିଗାମେଣ୍ଟ ଦ୍ୱାରାଲିଗାମେଣ୍ଟଦ୍ୱାରା [[ଡିମ୍ବବାହୀ ନଳୀ]] ସହ ସଂଯୁକ୍ତ ହୋଇଥାଏ ଏବଂ ଅନ୍ୟ ଅଂଶଗୁଡ଼ିକ ଡିମ୍ବବାହୀ ତନ୍ତୁମାନଙ୍କ ଦ୍ୱାରାତନ୍ତୁମାନଙ୍କଦ୍ୱାରା ଗର୍ଭାଶୟ ସହିତ ସଂଯୁକ୍ତ ହୋଇଥାନ୍ତି ।<ref name=":0" />
[[File:Human_Ovary.jpg|thumb|left]]
=== ଲିଗାମେଣ୍ଟ ===
ଡିମ୍ବାଶୟ ଯୋଡିଏ ଗର୍ଭାଶୟର ଉଭୟପାର୍ଶ୍ୱରେ ଅବସ୍ଥିତ ଏବଂ ଓଭାରିଆନ ଲିଗାମେଣ୍ଟ ଦ୍ୱାରାଲିଗାମେଣ୍ଟଦ୍ୱାରା ଗର୍ଭାଶୟ ସହିତ ସଂଯୁକ୍ତ ହୋଇଥାନ୍ତି । ଯଦିଓ ସେଗୁଡ଼ିକ ଉଦର ଗହ୍ୱର ମଧ୍ୟରେ ଅନାବୃତ ଅବସ୍ଥାରେ ଥାନ୍ତି, ଗର୍ଭାଶୟର ଏକ ଚଉଡ଼ା ଲିଗାମେଣ୍ଟର ସସପେନ୍ସାରୀ ଲିଗାମେଣ୍ଟ ନାମକ ଏକ ଅଂଶ ଦ୍ୱାରାଅଂଶଦ୍ୱାରା ଶାରୀରିକ ଭିତ୍ତି ସହିତ ଲାଗିରହିଥାନ୍ତି । ଗର୍ଭାଶୟର ସେହି ଚଉଡ଼ା ଲିଗାମେଣ୍ଟକୁ [[ମେଜୋଭାରିଅମ]] କୁହାଯାଏ ।<ref name=":1">{{Cite book|url=https://www.worldcat.org/oclc/779244257|title=Williams gynecology|date=2012|publisher=McGraw-Hill Medical|others=Hoffman, Barbara L., Williams, J. Whitridge (John Whitridge), 1866-1931.|isbn=9780071716727|edition=2nd|location=New York|oclc=779244257}}</ref>
ଡିମ୍ବବାହୀ ନଳୀ, ଓଭାରିଆନ ଲିଗାମେଣ୍ଟ ଏବଂ ଡିମ୍ବବାହୀ ରକ୍ତ କୈଶିକ ନଳୀମାନେ ଡିମ୍ବାଶୟକୁ ଅନ୍ୟ ଅଙ୍ଗମାନଙ୍କ ସହିତ ଯୋଡ଼ିଥାନ୍ତି ।<ref>{{cite book |last1=Baskett |first1=Thomas F. |last2=Calder |first2=Andrew A. |last3=Arulkumaran |first3=Sabaratnam |title=Munro Kerr's Operative Obstetrics E-Book |date=2014 |publisher=Elsevier Health Sciences |isbn=9780702052484 |page=268 |url=https://books.google.ca/books?id=OiHQAgAAQBAJ&pg=PA268 |language=en}}</ref>
=== ଆଣବିକ ବିଶ୍ଲେଷଣ ===
ଡିମ୍ବାଶୟର ବାହ୍ୟପାର୍ଶ୍ୱ ମେଜୋଥେଲିଅମର ସରଳ ସମଘନରୁ ସ୍ତମ୍ଭାକାର ଟିସୁମାନଙ୍କର ଏକକ ପରସ୍ତ ଦ୍ୱାରାପରସ୍ତଦ୍ୱାରା ଘୋଡାଇ ହୋଇ ରହିଥାଏ ।<ref name=":3">{{Cite web|url=http://www.siumed.edu/~dking2/erg/ovary.htm|title=Southern Illinois University School of Medicine|last=|first=|date=|website=www.siumed.edu|archive-url=|archive-date=|dead-url=|access-date=2017-11-20}}</ref></br>
ଏହାର ବାହାର ସ୍ତରକୁ ଜର୍ମିନାଲ ଏପିଥେଲିଅମ କୁହାଯାଏ ।
== କାର୍ଯ୍ୟ ==
"https://or.wikipedia.org/wiki/ଡିମ୍ବାଶୟ"ରୁ ଅଣାଯାଇଅଛି