"ବ୍ୟବହାରକାରୀ:Abha S Pradhan/ପରଖଘର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
Content deleted Content added
No edit summary
No edit summary
୪୦ କ ଧାଡ଼ି:
}}
 
ପୁଣ୍ୟପ୍ରଭା ଦେବୀ (ଜନ୍ମ: ୭ ଅକ୍ଟୋବର ୧୯୩୮) ଓଡ଼ିଆ ଭାଷାର ଜଣେ କବି<ref>{{cite web |title=Poems |url=https://books.google.co.in/books?id=zfLATnA1IAMC&pg=PA47&lpg=PA47&dq=punya+prava+devi+writer&source=bl&ots=vBP-CBrAZ8&sig=fk_sabX9BK_dnQYEM9MDic042dg&hl=en&sa=X&ved=2ahUKEwjHj4bn6ajeAhVEso8KHWFLDIYQ6AEwGHoECAcQAQ#v=onepage&q=punya%20prava%20devi%20writer&f=false |website=https://books.google.co.in |accessdate=28 October 2018}}</ref>, ଶିଶୁ ସାହିତ୍ଯିକା ଓ ଔପନ୍ୟାସିକ<ref name = ppd>{{cite web |title=Straight from the heart |url=https://www.thehindu.com/thehindu/mp/2002/07/08/stories/2002070801180400.htm |website=www.thehindu.com |accessdate=28 October 2018}}</ref> । ସେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ<ref name = ppd/> । ଲେଖକ ଓ କବି ପରିବାରରେ ଜନ୍ମ ହୋଇଥିବା ହେତୁ ବାଲ୍ୟକାଳରୁ ତାଙ୍କ ଉପରେ ପିତା ନିମାଇଁ ଚରଣ ଦାସ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଭଉଣୀ ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ପ୍ରଭାବ ପଡ଼ିଥିଲା<ref name = ppd/> । ୧୯୫୬ ମସିହାରେ କେତେକ ଛୋଟ ଗୀତକୁ ନେଇ ପ୍ରକାଶିତ ´´ଟିକି ରାଇଜ´´ ଥିଲା ତାଙ୍କର ପ୍ରଥମ ଶିଶୁ କବିତା ସଙ୍କଳନ<ref name = ppd/> । ୧୯୬୦ ମସିହାରେ ତାଙ୍କର ଦ୍ୱିତୀୟ ପୁସ୍ତକ ´´କାଳିଆ ବଳଦ ଗଲା ଗଲା´´ ତାଙ୍କୁ ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ଭାବରେ ଜାତୀୟ ପୁରସ୍କାର ଆଣିଦେଇଥିଲା<ref name = ppd/> । ସେ ମଧ୍ୟ ଇଂରାଜୀ, ବଙ୍ଗଳା, ହିନ୍ଦୀ, ତେଲୁଗୁ, ଅସମିଆ, ପ୍ରଭୃତି ଭାଷାରେ ପ୍ରବୀଣା<ref name = ppd/> । ସେ ବିବାହ ପରେ ୧୯୬୪ ମସିହାରୁ ବିଶାଖାପାଟଣା ଠାରେ ରହିଆସୁଛନ୍ତି<ref name = pp/> । ତାଙ୍କର ବ‌ହୁତ ଶିଶୁ ସାହିତ୍ୟ, ସ୍ୱାମୀ ପ୍ରହଲ୍ଲାଦ ଚନ୍ଦ୍ର ଦାସଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୁବାଦିତ ହୋଇ ´´ନ୍ୟାସ୍‌ନାଲ୍ ବୁକ୍ ଟ୍ରଷ୍ଟ´´ ଦ୍ୱାରା ରିଡ଼ର୍‌ସ ବୁଲେଟିନ୍‌ରେ ପ୍ରକାଶିତ ହେଉଛି ଏବଂ ତେଲୁଗୁ ଭାଷାରେ ମଧ୍ୟ ଅନୁବାଦ କରାଯାଉଛି<ref name = pp/> । ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ମଧ୍ୟ ´´ବିପୁଳ´´ରେ ପ୍ରକାଶ ପାଉଛି<ref name = pp/> ।
 
==ସାହିତ୍ୟ ସର୍ଜନା==
୫୦ କ ଧାଡ଼ି:
 
===ଶିଶୁ ସାହିତ୍ୟ===
# ଶିଶୁ ସାହିତ୍ୟ ରତ୍ନ (୨୦୧୦)<ref name = pp>{{cite web |title=‘Shishu Sahitya Ratna’ award for Punyaprava |url=http://www.newindianexpress.com/states/odisha/2010/mar/13/shishu-sahitya-ratna-award-for-punyaprava-139072.html |website=http://www.newindianexpress.com |accessdate=28 October 2018}}</ref>
# ଜାତୀୟ ପୁରସ୍କାର (୧୯୬୦)<ref name = pp/>
# ଆକାଶବାଣୀ ପୁରସ୍କାର (୧୯୬୨)<ref name == pp/>
==ପୁରସ୍କାର ଓ ସମ୍ମାନ==
 
୩,୩୪୮

ଗୋଟି ସମ୍ପାଦନା