"ବ୍ୟବହାରକାରୀ:Abha S Pradhan/ପରଖଘର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୦ କ ଧାଡ଼ି:
}}
 
ପୁଣ୍ୟପ୍ରଭା ଦେବୀ (ଜନ୍ମ: ୭ ଅକ୍ଟୋବର ୧୯୩୮) ଓଡ଼ିଆ ଭାଷାର ଜଣେ କବି, ଶିଶୁ ସାହିତ୍ଯିକା ଓ ଔପନ୍ୟାସିକ<ref name = ppd>{{cite web |title=Straight from the heart |url=https://www.thehindu.com/thehindu/mp/2002/07/08/stories/2002070801180400.htm |website=www.thehindu.com |accessdate=28 October 2018}}</ref> । ସେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ</ref name = ppd1> । ଲେଖକ ଓ କବି ପରିବାରରେ ଜନ୍ମ ହୋଇଥିବା ହେତୁ ବାଲ୍ୟକାଳରୁ ତାଙ୍କ ଉପରେ ପିତା ନିମାଇଁ ଚରଣ ଦାସ ଓ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଭଉଣୀ ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ପ୍ରଭାବ ପଡ଼ିଥିଲା । ୧୯୫୬ ମସିହାରେ କେତେକ ଛୋଟ ଗୀତକୁ ନେଇ ପ୍ରକାଶିତ ´´ଟିକି ରାଇଜ´´ ଥିଲା ତାଙ୍କର ପ୍ରଥମ ଶିଶୁ କବିତା ସଙ୍କଳନ । ୧୯୬୦ ମସିହାରେ ତାଙ୍କର ଦ୍ୱିତୀୟ ପୁସ୍ତକ ´´କାଳିଆ ବଳଦ ଗଲା ଗଲା´´ ତାଙ୍କୁ ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ଭାବରେ ଜାତୀୟ ପୁରସ୍କାର ଆଣିଦେଇଥିଲା<ref>{{cite web |title=Straightସେ fromମଧ୍ୟ theଇଂରାଜୀ, heartବଙ୍ଗଳା, |url=https://www.thehindu.com/thehindu/mp/2002/07/08/stories/2002070801180400.htmହିନ୍ଦୀ, |website=www.thehindu.comତେଲୁଗୁ, |accessdate=28ଅସମିଆ, Octoberପ୍ରଭୃତି 2018}}</ref>ଭାଷାରେ ପ୍ରବୀଣା
 
==ସାହିତ୍ୟ ସର୍ଜନା==