"ସାକ୍ଷୀ ଗୋପୀନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{ଛୋଟ|Saakhi Gopinath}}
{{Infobox film
| name = ସାକ୍ଷୀ ଗୋପୀନାଥ
Line ୨୬ ⟶ ୨୭:
}}
 
'''ସାକ୍ଷୀ ଗୋପୀନାଥ''', ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite news |title=ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ |accessdate=9 August 2018 |work=ସିନେ ସମ୍ବାଦ |date=2 August 1997}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପି. ସି. ଜେନା । ବସନ୍ତ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଗଣେଶ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
 
ଦୁଃଖିରାମ ସ୍ୱାଇଁ, ମାଳା ବୋଷ, ଗ୍ଲୋରିଆ ମହାନ୍ତି, କେଦାର ଗୁରୁ, ଜର୍ଜ ତିଆଡ଼ି, ପଦ୍ମା ଖାନ୍ନା, ଭୋଳାନାଥ, ପ୍ରଦୀପ, ରୁକ୍ମଣୀ, ଗଦି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।