"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫାଙ୍କା ଫାଙ୍କା ଲାଗୁଥିଲା, କିଛି ଛବି ଯୋଡ଼ା ହେଲା
ଟିକେ →‎ୟୁନିଟ: ତଥ୍ୟ ++
୫୦ କ ଧାଡ଼ି:
ଏଠାରେ ଗଣନାକୁ ସରଳ କରିବା ନିମିତ୍ତ ଖୁବ କମ ଆସେଟ ଏବଂ ଲାୟାବିଲିଟିର ପ୍ରକାର ନିଆଯାଇଛି, ବାସ୍ତବରେ ଏହା ଜଟିଳ ଅଟେ ଏବଂ ଅନେକ ପ୍ରକାରର ଆସେଟ ଓ ଲାୟାବିଲିଟି ରହିଥାଏ ।
 
* ଦୁଇଟି ମ୍ୟୁଚୁଆଲ‌୍ ଫଣ୍ଡଫଣ୍ଡ୍ ମଧ୍ୟରେ ଭଲ ଜାଣିବାକୁ ହେଲେ ନେଟ ଆସେଟ ଭାଲ୍ୟୁ କିଛି ପ୍ରଭାବ ପକାଏ ନାହିଁ । ପୂର୍ବରୁ ମିଳିଥିବା ଲାଭ ହିସାବରେ ହିଁ ଚୟନ କରାଯାଇଥାଏ ।<ref>https://economictimes.indiatimes.com/wealth/mutual-funds/how-should-a-mutual-fund-investor-interpret-net-asset-value/articleshow/50749675.cms</ref>
 
=== ୟୁନିଟ ===
 
* ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ୟୁନିଟକୁ ମ୍ୟୁଚୁଆଲ‌୍ ଫଣ୍ଡର ଶେୟାର ମଧ୍ୟ କୁହାଯାଇଥାଏ ।<ref>https://finance.zacks.com/mutual-fund-unit-7478.html</ref> ଯେପରି ଶେୟାର କହିଲେ ଏକ କମ୍ପାନୀର ମାଲିକାନା ବା ଅଂଶ ବୁଝାଇଥାଏ, ସେହିପରି ଭାବେ ୟୁନିଟ କହିଲେ ଏକ ମ୍ୟୁଚୁଆଲ‌୍ ଫଣ୍ଡର ଅଂଶ ବୁଝାଇଥାଏ ।<ref>https://www.moneycontrol.com/glossary/mutual-fund/unit_500.html</ref> ଏକ ୟୁନିଟର ମୂଲ୍ୟ କେତେ ଟଙ୍କା ତାହା ସେହି ମ୍ୟୁଚୁଆଲ‌୍ ଫଣ୍ଡର ନେଟ ଆସେଟ ଭାଲ୍ୟୁ ସୁଚାଇଥାଏ ।<ref>https://www.quora.com/What-is-the-meaning-of-units-in-a-mutual-fund</ref> ଧରନ୍ତୁ ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ନେଟ ଆସେଟ ଭାଲ୍ୟୁ ୧୦ ଟଙ୍କା, ଏହାର ଅର୍ଥ ସେହି ମ୍ୟୁଚୁଆଲ‌୍ ଫଣ୍ଡର ଗୋଟିଏ ଶେୟାର ବା ୟୁନିଟର ମୂଲ୍ୟ ୧୦ ଟଙ୍କା ।
* ଏବେ ଆପଣ ସନ୍ଦେହରେ ପଡୁଥାଇ ପାରନ୍ତି ଯଦି ମ୍ୟୁଚୁଆଲ‌୍ ଫଣ୍ଡର ଅଂଶ ଧନକୁ ହିଁ ୟୁନିଟ କୁହାଯାଏ, ତେବେ ଏହାକୁ ଶେୟାର ନକହି ୟୁନିଟ କାହିଁକି କୁହାଯାଉଛି । ନିମ୍ନରେ ଦର୍ଶାଗଲା :<ref>https://economics.stackexchange.com/questions/15169/difference-between-unit-and-share</ref>
 
{| class="wikitable"
|+ଶେୟାର ଓ ୟୁନିଟ ମଧ୍ୟରେ ପାର୍ଥକ୍ୟ
!ୟୁନିଟ
!ଶେୟାର
|-
|ଅନେକ ଗୁଡ଼ିଏ କମ୍ପାନୀର ଶେୟାର ବା ଅନ୍ୟାନ୍ୟ ପୁଞ୍ଜିକୁ ନେଇ ୟୁନିଟ ଗଠିତ ହୋଇଥାଏ
|ଏହା ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଅଂଶଧନକୁ ହିଁ ବୁଝାଇଥାଏ
|-
|କୌଣସି ବ୍ୟବସାୟିକ ଦିନର ଶେଷରେ ୟୁନିଟର ମୂଲ୍ୟ ବା ନେଟ ଆସେଟ ଭାଲ୍ୟୁ ନିର୍ଦ୍ଧାରିତ ହୁଏ
|କୌଣସି ବ୍ୟବସାୟିକ ସମୟରେ ଏହାର ମୂଲ୍ୟ ତୁହାକୁ ତୁହା ଲୋକମାନେ କିଣାବିକା କରିବା ସମୟରେ ତତକ୍ଷଣାତ ପରିବର୍ତ୍ତନ ହୁଏ
|}
 
=== ଏଣ୍ଟ୍ରି ଲୋଡ୍ ===