"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସମ୍ୟକ ଇତିହାସ ଦିଆହେଲା ।
ନେଟ ଆସେଟ ଭାଲ୍ୟୁ ବିଷୟରେ ଉଲ୍ଲେଖିତ ହେବ ସହ କିଛି ବନାନ ମଧ୍ୟ ଠିକ କରାହେଲା
୩ କ ଧାଡ଼ି:
 
== ଇତିହାସ ==
୧୭୭୨-୭୩ ମସିହାରେ ଏକ ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ଏକ ଆମଷ୍ଟରଡ଼ମରେ[[ଆମଷ୍ଟରଡ଼୍ୟାମ|ଆମଷ୍ଟରଡ଼ମ]]<nowiki/>ରେ ଥିବା ବ୍ୟବସାୟୀ, ଆବ୍ରାହାମ ପ୍ରଥମ ଆଧୁନିକ ମ୍ୟୁଚୁଆଲ‌୍ ଫଣ୍ଡ ଆରମ୍ଭ କରିଥିଲେ । ଯାହା ଖଂଡରଫଣ୍ଡର ନିବେଶକାରୀଙ୍କୁ ତାଙ୍କର ସ୍ୱଳ୍ପ ସଞ୍ଚିତ ଧନକୁ ଭିନ୍ନ ଭିନ୍ନ ପୁଞ୍ଜିରେ ନିବେଶ କରିବାର ସୁଯୋଗ ପ୍ରଦାନ କରିଥିଲା ।<ref>https://papers.ssrn.com/sol3/papers.cfm?abstract_id=636146</ref>
 
ଭାରତରେ ୧୯୬୩ ମସିହାରୁ ମ୍ୟୁଚୁଆଲ‌୍ ଫଣ୍ଡର ଇତିହାସ ୟୁନିଟ ଟ୍ରଷ୍ଟ ଅଫ ଇଣ୍ଡିଆର ପ୍ରତିଷ୍ଠା ସହିତ ଆରମ୍ଭ ହୋଇଥିଲା ।<ref>https://timesofindia.indiatimes.com/articles/Conceptand-Evolution-of-Mutual-Funds-in-India/articleshowhsbc/22187765.cms</ref> ୧୯୬୩୧୯୮୬ ମସିହା ପର୍ଯ୍ୟନ୍ତ ୟୁଟିଆଇ ମ୍ୟୁଚୁଆଲ‌୍ ଫଣ୍ଡ ନିବେଶର ଏକମାତ୍ର ବିକଳ୍ପ ଥିଲା । ୧୯୮୭ ମସିହାରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକର ମ୍ୟୁଚୁଆଲ‌୍ ଫଣ୍ଡ ବଜାରରେ ପ୍ରବେଶ ହୋଇଥିଲା, ଯଥା ଲାଇଫ ଇନ୍ସୁରାନ୍ସ କର୍ପୋରେସନ (ଏଲଆଇସି), ଜେନେରାଲ ଇନ୍ସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଜିଆଇସି) ଇତ୍ୟାଦି । ୧୯୯୩ ମସିହାରେ ମ୍ୟୁଚୁଆଲ‌୍ ଫଣ୍ଡ ବଜାରରେ ପ୍ରାଇଭେଟ ସେକ୍ଟର ଉଦ୍ୟୋଗଗୁଡି଼କର ପ୍ରବେଶ ସହ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।<ref>https://www.amfiindia.com/research-information/mf-history</ref>
 
== ଜାଣିବା କଥା ==
'''ମ୍ୟୁଚୁଆଲ‌୍ ଫଣ୍ଡ''' ବିଷୟରେ ଅଧିକ ଜାଣିବା ପୂର୍ବରୁ କିଛି ମୌଳିକ ଦ୍ରବ୍ୟଶବ୍ଦ ଓ ଏହାର ଅର୍ଥ ଜାଣିବା ନିହାତି ଜରୁରୀ । ନିମ୍ନରେ ତନ୍ମଧ୍ୟରୁ କିଛି ଶବ୍ଦ ବିଷୟରେ ଉଲ୍ଲେଖ ହେଲା :<ref>http://www.allbankingsolutions.com/Banking-Tutor/Mutual-funds-in-India.htm</ref>
 
=== ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ===
'''ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ''' ବା '''ଏଏମସି''' ହେଉଛି ଏକ ଉଦ୍ୟୋଗ ଯାହା ତାର ଗରାଖମାନଙ୍କର ନିବେଶକୁ ସେମାନେ ଚାହୁଁଥିବା ପୂର୍ବନିର୍ଦ୍ଧାରିତ ପୁଞ୍ଜିରେ ବିନିଯୋଗ କରିଥାନ୍ତି ।<ref>https://www.investopedia.com/terms/a/asset_management_company.asp</ref> ଏହି ଉଦ୍ୟୋଗଟିକୁ ଭାରତରେ ଏସଇବିଆଇ ସହିତ ପଞ୍ଜିକରଣ କରିବାକୁ ପଡ଼ିଥାଏ । ଏହାପରେ ହିଁ ନିଜର ଗ୍ରାହକମାନଙ୍କ ନିମିତ୍ତ ଏମାନେ କେଉଁଠାରେ ପୁଞ୍ଜି ଲଗାଇବେ ବା କାଢିବେ ସେହି ନିଷ୍ପତି ନେଇପାରିବେ ।<ref>https://www.moneycontrol.com/glossary/mutual-fund/asset-management-company-amc_469.html</ref> '''ଏଏମସି''' ବିଷୟରେ ଅଧିକ ଜାଣିବାପାଇଁ ଆମକୁ ଆମକୁ '''ମ୍ୟୁଚୁଆଲ‌୍ ଫଣ୍ଡ'''ର ବିଭିନ୍ନ ସଂସ୍ଥା ବିଷୟରେ ଜାଣିବା ଜରୁରୀ । ତଳେ ଏକ ତାଲିକା ପ୍ରସ୍ତୁତ ହେଲା ।<ref>https://cleartax.in/s/asset-management-company-amc/</ref>
{| class="wikitable"
|+'''ମ୍ୟୁଚୁଆଲ‌୍ ଫଣ୍ଡର ଆକାରବିଭିନ୍ନ ବିଭାଗ'''
!ବ୍ୟକ୍ତି ବା ସଂସ୍ଥା
!କଣ କାମ କରନ୍ତି
୩୪ କ ଧାଡ଼ି:
 
=== ନେଟ ଆସେଟ ଭାଲ୍ୟୁ ===
 
* [[ନେଟ ଆସେଟ ଭାଲ୍ୟୁ]] ବା ଏନଏଭି କହିଲେ ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ବର୍ତ୍ତମାନର ମୂଲ୍ୟ ଏହି ଅଙ୍କରୁ ଜଣାପଡ଼ିଥାଏ । ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡ କେଉଁ କେଉଁ ପୁଞ୍ଜିରେ ନିବେଶ କରୁଛି ବା କାଢୁଛି ସେହି ହିସାବରେ ଏହାର ଏନଏଭି ପ୍ରତ୍ୟେକ ଦିନ ଶେଷରେ ଗଣନା କରାଯାଇ ସର୍ବସାଧାରଣରେ ପ୍ରକାଶ କରାଯାଇଥାଏ । ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡ ଭଲ ଲାଭ କରୁଛି କି ନାହିଁ ଏହି ଏନଏଭି ଦ୍ୱାରା ଗଣନା ହୋଇଥାଏ ।<ref>http://www.allbankingsolutions.com/Banking-Tutor/Mutual-funds-in-India.htm</ref>
 
* କୌଣସି ଏକ ମ୍ୟୁଚୁଆଲ‌୍ ଫଣ୍ଡର ଏନଏଭି ଏହି ସମୀକରଣ ଦ୍ୱାରା ହୋଇଥାଏ ।<ref name=":1">https://www.investopedia.com/terms/n/nav.asp</ref>
 
<big>ନେଟ ଆସେଟ ଭାଲ୍ୟୁ = (ଆସେଟ - ଲାୟାବିଲିଟି) / (ମୋଟ ୟୁନିଟ)</big>
 
* ଉଦାହରଣ ସ୍ୱରୂପ ଧରନ୍ତୁ ଆଜିକାର ଦିନ ସରିଲା ପରେ ଜଣାପଡିଲା କି ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ନିବେଶ ହେଇଛି ୧ କୋଟି, ଏହା ପାଖରେ ୧୦ ଲକ୍ଷ ଟଙ୍କା ନଗଦ ଅଛି ଓ ୫ ଲକ୍ଷ ଟଙ୍କା ମିଳିବାର ଅଛି । ଏହା ଛଡ଼ା ଆଜିର ଦିନର ଲାଭ ୧ ଲକ୍ଷ, ଅଳ୍ପ ଦିନର ୠଣ ୨୦ ଲକ୍ଷ ଓ ଅଧିକ ସମୟ ପାଇଁ ୠଣ ୧୫ ଲକ୍ଷ ଅଛି । ମ୍ୟୁଚୁଆଲ‌୍ ଫଣ୍ଡର ୧ ଲକ୍ଷ ୟୁନିଟ ବଣ୍ଟାଯାଇଛି । ଉପରୋକ୍ତ ସମୀକରଣ ହିସାବରେ ଏନଏଭି ଏହି ଭଳି ଗଣନା କରାଯିବ । [[ଆସେଟ]] = ୧,୦୦,୦୦,୦୦୦ + ୧୦,୦୦,୦୦୦ + ୫,୦୦,୦୦୦ + ୧,୦୦,୦୦୦ = ୧,୧୬,୦୦,୦୦୦ ଟଙ୍କା [[ଲାୟାବିଲିଟି]] = ୨୦,୦୦,୦୦୦ + ୧୫,୦୦,୦୦୦ = ୩୫,୦୦,୦୦୦ ଟଙ୍କା ମୋଟ ୟୁନିଟ = ୧,୦୦,୦୦୦ଟି
 
ନେଟ ଆସେଟ ଭାଲ୍ୟୁ = (୧,୧୬,୦୦,୦୦୦ - ୩୫,୦୦,୦୦୦) / ୧,୦୦,୦୦୦ = ୮୧ ଟଙ୍କା <ref name=":1" />
 
ଏଠାରେ ଗଣନାକୁ ସରଳ କରିବା ନିମିତ୍ତ ଖୁବ କମ ଆସେଟ ଏବଂ ଲାୟାବିଲିଟିର ପ୍ରକାର ନିଆଯାଇଛି, ବାସ୍ତବରେ ଏହା ଜଟିଳ ଅଟେ ଏବଂ ଅନେକ ପ୍ରକାରର ଆସେଟ ଓ ଲାୟାବିଲିଟି ରହିଥାଏ ।
 
* ଦୁଇଟି ମ୍ୟୁଚୁଆଲ‌୍ ଫଣ୍ଡ ମଧ୍ୟରେ ଭଲ ଜାଣିବାକୁ ହେଲେ ନେଟ ଆସେଟ ଭାଲ୍ୟୁ କିଛି ପ୍ରଭାବ ପକାଏ ନାହିଁ । ପୂର୍ବରୁ ମିଳିଥିବା ଲାଭ ହିସାବରେ ହିଁ ଚୟନ କରାଯାଇଥାଏ ।<ref>https://economictimes.indiatimes.com/wealth/mutual-funds/how-should-a-mutual-fund-investor-interpret-net-asset-value/articleshow/50749675.cms</ref>
 
=== ୟୁନିଟ ===
Line ୫୭ ⟶ ୭୧:
* ବିବିଧତା ଏକ ପକ୍ଷରେ କ୍ଷତି କମାଇଥାଏ, ଅନ୍ୟ ପକ୍ଷରେ ଏହା ଲାଭରୁ ମଧ୍ୟ ବଞ୍ଚିତ କରିଥାଏ । <ref name=":0" />
* କେଉଁ ଶେୟାରରେ କେତେ ଟଙ୍କା ଲଗେଇବେ ତାହା ଆପଣ ପରିବର୍ତ୍ତନ କରିପାରିବେ ନାହିଁ ।
*ଇକ୍ୱିଟି ମ୍ୟୁଚୁଆଲ‌୍ ଫଣ୍ଡରେ ନିବେଶ ମାନେ ମ୍ୟୁଚୁଆଲ‌୍ ଫଣ୍ଡ ନିବେଶ କରିଥିବା ପୁଞ୍ଜିରେ (ଯାହାକି ମ୍ୟୁଚୁଆଲ‌୍ ଫଣ୍ଡ ପ୍ରକାର ହିସାବରେ ଶେୟାର ହୋଇପାରେ) ନିବେଶ । ଶେୟାରର ମୂଲ୍ୟ ବଢିବା କମିବା ସହ ମ୍ୟୁଚୁଆଲ‌୍ ଫଣ୍ଡର ମୂଲ୍ୟ (ଏନଏଭି) ମଧ୍ୟ କମ ବେଶି ହୋଇଥାଏ । ତେଣୁ ଏହି ଭଳି ଇକ୍ୱିଟି ମ୍ୟୁଚୁଆଲ‌୍ ଫଣ୍ଡରେ ନିବେଶ କଲେ ଅଧିକ ଲାଭ ବା କ୍ଷତି ହୋଇପାରେ ।
 
== ମ୍ୟୁଚୁଆଲ‌୍ ଫଣ୍ଡର ପ୍ରକାର ==
Line ୧୦୨ ⟶ ୧୧୭:
 
* https://www.amfiindia.com/research-information/mf-history
 
== ଆହୁରି ଦେଖନ୍ତୁ ==
 
* [[ଶେୟାର ବଜାର]]
 
[[ଶ୍ରେଣୀ:ଅର୍ଥନୀତି]]