"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଜାଣିବା କଥା: ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ବିଷୟରେ ଲେଖାହେଲା
୩ କ ଧାଡ଼ି:
 
== ଜାଣିବା କଥା ==
'''ମ୍ୟୁଚୁଆଲ‌୍ ଫଣ୍ଡ ବିଷୟରେ''' ବିଷୟରେ ଅଧିକ ଜାଣିବା ପୂର୍ବରୁ କିଛି ମୌଳିକ ଦ୍ରବ୍ୟ ଜାଣିବା ଜରୁରୀ । ନିମ୍ନରେ କିଛି ଶବ୍ଦ ବିଷୟରେ ଉଲ୍ଲେଖ ହେଲା :<ref>http://www.allbankingsolutions.com/Banking-Tutor/Mutual-funds-in-India.htm</ref>
 
=== ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ===
'''ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ''' ବା '''ଏଏମସି''' ହେଉଛି ଏକ ଉଦ୍ୟୋଗ ଯାହା ତାର ଗରାଖମାନଙ୍କର ନିବେଶକୁ ସେମାନେ ଚାହୁଁଥିବା ପୂର୍ବନିର୍ଦ୍ଧାରିତ ପୁଞ୍ଜିରେ ବିନିଯୋଗ କରିଥାନ୍ତି ।<ref>https://www.investopedia.com/terms/a/asset_management_company.asp</ref> ଏହି ଉଦ୍ୟୋଗଟିକୁ ଭାରତରେ ଏସଇବିଆଇ ସହିତ ପଞ୍ଜିକରଣ କରିବାକୁ ପଡ଼ିଥାଏ । ଏହାପରେ ହିଁ ନିଜର ଗ୍ରାହକମାନଙ୍କ ନିମିତ୍ତ ଏମାନେ କେଉଁଠାରେ ପୁଞ୍ଜି ଲଗାଇବେ ବା କାଢିବେ ସେହି ନିଷ୍ପତି ନେଇପାରିବେ ।<ref>https://www.moneycontrol.com/glossary/mutual-fund/asset-management-company-amc_469.html</ref> '''ଏଏମସି''' ବିଷୟରେ ଅଧିକ ଜାଣିବାପାଇଁ ଆମକୁ ଆମକୁ '''ମ୍ୟୁଚୁଆଲ‌୍ ଫଣ୍ଡ'''ର ବିଭିନ୍ନ ସଂସ୍ଥା ବିଷୟରେ ଜାଣିବା ଜରୁରୀ । ତଳେ ଏକ ତାଲିକା ପ୍ରସ୍ତୁତ ହେଲା ।<ref>https://cleartax.in/s/asset-management-company-amc/</ref>
{| class="wikitable"
|+'''ମ୍ୟୁଚୁଆଲ‌୍ ଫଣ୍ଡର ଆକାର'''
!ବ୍ୟକ୍ତି ବା ସଂସ୍ଥା
!କଣ କାମ କରନ୍ତି
|-
|ସ୍ପନସର
|ଗୋଟିଏ ଟ୍ରଷ୍ଟ ତିଆରି କରି ଟ୍ରଷ୍ଟି ମାନଙ୍କର ଏକ ବୋର୍ଡ଼କୁ ନିଯୁକ୍ତ କରନ୍ତି ।
|-
|ଟ୍ରଷ୍ଟି
|ଏସଇବିଆଇ ଏବଂ ଏମଏଫଆଇର ନିୟମ କାନୁନ ପାଳନ କରି ମ୍ୟୁଚୁଆଲ‌୍ ଫଣ୍ଡକୁ ପରିଚାଳନା କରିଥାନ୍ତି ।
|-
|ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ
|କେଉଁ ପୁଞ୍ଜିରେ କେତେ ନିବେଶ କରିବା କିମ୍ବା କାଢ଼ିବା ନିଷ୍ପତି ନିଅନ୍ତି ।
|-
|କଷ୍ଟଡିଆନ
|ମ୍ୟୁଚୁଆଲ‌୍ ଫଣ୍ଡର ଏବଂ ଏହାର ୟୁନିଟ ତଥ୍ୟର ସୁରକ୍ଷାର ଦାୟିତ୍ୱ ତୁଲାନ୍ତି ।
|-
|ରେଜିଷ୍ଟ୍ରାର ଓ ଟ୍ରାନ୍ସଫର ଏଜେଣ୍ଟ (ଆରଟିଏ)
|ତଥ୍ୟ ରଖନ୍ତି ।
|}
 
=== ନେଟ ଆସେଟ ଭାଲ୍ୟୁ ===
 
=== ୟୁନିଟ ===
 
=== ଏଣ୍ଟ୍ରି ଲୋଡ୍ ===
 
=== ଏକ୍ଜିଟ ଲୋଡ୍ ===
 
== ନିବେଶକ ମାନଙ୍କର ସୁବିଧା ଓ ଅସୁବିଧା ==