"କଥାଦେଲି ମଥା ଛୁଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 Katha Deli Matha Chhuin ପୃଷ୍ଠାଟି କଥାଦେଲି ମଥା ଛୁଇଁକୁ ଲେଉଟାଇଲେ
ଟିକେNo edit summary
୬ କ ଧାଡ଼ି:
| alt =
| caption =
| director = ଶୈଳେନ୍ଦ୍ର
| producer = ଶ୍ରୀଧର ମାର୍ଥା
| writer = (ସଂଳାପ): ବାପୁ ଗୋସ୍ୱାମୀ
| screenplay =
| story = ସବିତା ମାର୍ଥା
| based on =
| narrator =
| starring = [[ଅଭିଶେକ ରଥ]],
[[ରିୟା ଦେ]],
ଅମନ,
[[ପପୁ ପମ ପମ]],
[[ମିହିର ଦାସ]],
[[ପିଣ୍ଟୁ ନନ୍ଦ]],
[[ବିଜୟ ମହାନ୍ତି]],
[[ସଲିଲ ମିତ୍ର]],
ଚାନ୍ଦିନୀ
| music = [[ପ୍ରେମ ଆନନ୍ଦ]]
| cinematography = ଧୃବାନନ୍ଦ ପଣ୍ଡା
| editing =
୨୯ କ ଧାଡ଼ି:
'''କଥାଦେଲି ମଥାଛୁଇଁ''', ୨୦୧୭ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ।<ref>{{cite news|title= ୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି|url=http://sambad.in/entertainment/odiamovie-20123/|accessdate=2 November 2017|newspaper=sambad.in|date=2 November 2017}}</ref><ref>{{cite news|title=୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?|url=http://sambad.in/entertainment/odia-movies-in-9-months-3501/|accessdate=1 October 2017|newspaper=sambad.in|date=30 September 2017}}</ref><ref>{{cite news|title=“୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି” is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି|url=https://enewsodiaofficial.blogspot.in/2017/07/is-locked.html|accessdate=8 August 2017|newspaper=E News ଓଡ଼ିଆ|date=6 July 2017}}</ref> ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୈଳେନ୍ଦ୍ର ପରିଡ଼ା । ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମାନନ୍ଦ ଏବଂ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ସୁବ୍ରତ ସ୍ୱାଇଁ ।<ref name=KDMC>{{cite web|last=Jena|first=Manjit|title=Katha Deli Matha Chhuin Odia Film Of Avishek And Riya Cast, Crew, Wallpapers, Songs And Videos|url=http://www.odiainfo.in/2016/11/katha-deli-matha-chhuin-odia-film-of.html|publisher=OdiaInfo.in|accessdate=28 February 2017}}</ref>

ରିୟା ଦେ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ ଅଭିଶେକ ରଥ ଏବଂ ଅମନ ଦୁଇଜଣ ସମାନ୍ତରଳ ନାୟକ ଥିଲେ ।<ref>{{cite news |title=ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି {{!}} Sambad |url=http://sambad.in/entertainment/ollywood-new-hero-riya-196975/ |accessdate=31 August 2018 |work=Sambad |date=19 August 2018 |archiveurl=http://www.webcitation.org/725iNrraO |archivedate=31 August 2018}}</ref> ଅଭିନୟ କରିଥିବା ଅନ୍ୟାନ୍ୟ ପ୍ରମୁଖ ଅଭିନେତା ଗଣ ହେଲେ, ପ‌ପୁ ପମ ପମ, ପିଣ୍ଟୁ ନନ୍ଦ, ବିଜୟ ମହାନ୍ତି, ମିହିର ଦାସ, ସଲିଲ ମିତ୍ର । ୧୦ ନଭେମ୍ବର ୨୦୧୬ରେ ଏହି ଚଳଚ୍ଚିତ୍ରର ମହୁରତ ଝାରପଡ଼ାର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିଶେକ, ରିୟା, ଅମନ, ପ୍ରେମାନନ୍ଦ ଆଦି ଯୋଗଦେଇଥିଲେ ।<ref name=MDKC-P>{{cite news|title=Mahurat of Odia movie “Katha Deli Matha Chhuin” held in city|url=http://pragativadi.com/mahurat-odia-movie-katha-deli-matha-chhuin-held-city/|accessdate=28 February 2017|newspaper=ପ୍ରଗତିବାଦୀ|date=10 November 2016}}</ref>

==ଅଭିନୟ==