"ଭାଇନା, କ'ଣ କଲା ସେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୬ କ ଧାଡ଼ି:
| alt =
| caption =
| director = [[ସଞ୍ଜୟ ନାୟକ]]
| producer = [[ସଞ୍ଜୟ ନାୟକ]]
| writer = (ସଂଳାପ): [[ସଞ୍ଜୟ ନାୟକ]]
| screenplay = [[ସଞ୍ଜୟ ନାୟକ]]
| story = [[ସଞ୍ଜୟ ନାୟକ]]
| based on =
| narrator =
| starring = [[ଉତ୍ତମ ମହାନ୍ତି]], <br>[[କୁନା ତ୍ରିପାଠୀ]], <br>[[ଚନ୍ଦନ, ଲକି, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, କର]]<br>[[ବାଳକୃଷ୍ଣ ନାୟକ]], <br>[[ତମନ୍ନା ବ୍ୟାସ|ତମନ୍ନା]] <ref>{{cite news|title=ନବାଗତା ତମନ୍ନା|url=http://216.151.160.34/epaper/svww_index1.php|accessdate=21 August 2016|newspaper=[[ସମାଜ]]|date=21 August 2016}}</ref>
| music = [[ପ୍ରେମ ଆନନ୍ଦ]]
| cinematography = ପ୍ରଦୀପ
| editing = ରଞ୍ଜନ ଖଟେଇ
| studio =
| distributor = ତରଙ୍ଗ ସିନେ ପ୍ରଡ଼କ୍ସନ<ref>{{cite news|title=ପରଦାରେ 'କାଷ୍ଟିଂକାଉଚ୍'|url=http://216.151.160.34/epaper/pdf/2016/09/18/20160918b_008100004.jpg|accessdate=19 September 2016|newspaper=[[ସମାଜ]]|date=18 September 2016}}</ref>
| released = ୧୬ ସେପ୍ଟେମ୍ବର ୨୦୧୬
| runtime =
୨୯ କ ଧାଡ଼ି:
'''ଭାଇନା, କ'ଣ କଲା ସେ''', ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାଷ୍ଟିଂକାଉଚର ସତ୍ୟାସତ୍ୟକୁ ନେଇ [[ସଞ୍ଜୟ ନାୟକ]]ଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା । ଏଥିରେ ହାସ୍ୟ ଅଭିନେତା [[ବାଳକୃଷ୍ଣ ନାୟକ|ବାଳକୃଷ୍ଣ]], [[ପପୁ ପମ ପମ]]ଙ୍କ ଭଳି ଦେଖାଯାଉଛନ୍ତି । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ [[ପ୍ରେମ ଆନନ୍ଦ]] ।<ref>{{cite news|title=ଓଲିଉଡରେ କାଷ୍ଟିଂକାଉଚ ପଛର ସତ୍ୟକୁ ନେଇ ‘ଏକ୍ସକ୍ୟୁଜ ମି କ’ଣ କଲା ସେ’ ସିନେମାର ମହୁରତ|url=http://odishanews360.com/odisha/details?mallId=5&jobId=9988&type=ENTERTAINMENT|accessdate=21 August 2016|newspaper=Odisha News 360|date=4 August 2016}}</ref> ପ୍ରଥମାବସ୍ଥାରେ ଏହି ଚଳଚ୍ଚିତ୍ରଟିର ନାମ ''ଏକ୍ସକ୍ୟୁଜ ମି କ'ଣ କଲା ସେ'' ଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ଶୀର୍ଷକ‌କୁ ବଦଳାଇ ''ଭାଇନା, କ'ଣ କଲା ସେ'' କରାଯାଇଥିଲା ।<ref>{{cite news|last=ସାହୁ|first=ଗଣେଶ ପ୍ରସାଦ|title=ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା|url=http://www.odishanews360.com/Odisha/details?mallId=5&jobId=11544&type=Entertainment|accessdate=16 September 2016|newspaper=Odisha News 360|date=9 September 2016}}</ref>
 
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ [[ବାଳକୃଷ୍ଣ ନାୟକ]] ଏବଂ ତମନ୍ନା ।<ref>{{cite news|title=ନବାଗତା ତମନ୍ନା|url=http://216.151.160.34/epaper/svww_index1.php|accessdate=21 August 2016|newspaper=[[ସମାଜ]]|date=21 August 2016}}</ref><ref name="kana kala se"/> କୁନା ତ୍ରିପାଠୀ, ଚନ୍ଦନ କର, ଜୀନା ସାମଲ, ଲିକ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ବିରେନ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୟ==