"ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:

{{ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ/ଉତ୍ତର‎}}

{{ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ_ପତ୍ର}}

[[ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ|'''ପଚରାଯାଇଥିବା ପ୍ରଶ୍ନସବୁ ଦେଖନ୍ତୁ...''']]

<noinclude>

{| style="background: #32AAED; width:100%; border:1px solid #32AAED; font-size:107%; -moz-border-radius:1em; -webkit-border-radius:1em;border-radius:0.5em;"
| valign="top" style="padding:1px 1px 1px 1px" |

ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ଲେଖିବା ଆଗରୁ ସହାୟତା ପାଇଁ କିଛି ସୂଚନା ତଳେ ପଢ଼ିନିଅନ୍ତୁ । ଆପଣଙ୍କୁ ଲେଖିବାରେ ସୁବିଧା ହେବ ।

|}{{shortcut|WP:CS}}
{{୧}}  '''ଓଡ଼ିଆରେ ଟାଇପ କିପରି କରିବେ?'''
[[File:Odia_input_in_Wikipedia.gif|left|300px|link=]]
{{ବ୍ୟବହାରକାରୀ:Psubhashish/ଡଟ}} ଡାହାଣ ପାଖ ଉପରେ ଥିବା ସର୍ଚ-ବାରରେ କ୍ଲିକ କଲେ [[File:WMF-Agora-Input settings-000000.svg|30px|link=]] ଆଇକନ ଆସିବ
{{ବ୍ୟବହାରକାରୀ:Psubhashish/ଡଟ}} ସେଥିରୁ '''ଓଡ଼ିଆ''' ବାଛନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ତାଲିକାରୁ '''ଲେଖନୀ''' ବାଛନ୍ତୁ (ଯଦି ଆଉ କିଛି ଲେଆଉଟରେ ଟାଇପ କରିବା ଜାଣନ୍ତି ତାହା ମଧ୍ୟ ବାଛିପାରିବେ)
{{ବ୍ୟବହାରକାରୀ:Psubhashish/ଡଟ}} ଏବେ ଟାଇପ କଲେ ଓଡ଼ିଆ ଆସିବ
{{ବ୍ୟବହାରକାରୀ:Psubhashish/ଡଟ}} କେଉଁ ଇଂରାଜୀ ଅକ୍ଷର ଟାଇପ କଲେ କେଉଁ ଓଡ଼ିଆ ଅକ୍ଷର ଆସିବ ତାହା [[ସହଯୋଗ:ଓଡ଼ିଆରେ_ଟାଇପ_କରିବେ_କେମିତି|'''ଏହି ଲିଙ୍କ''']]ରୁ ଦେଖନ୍ତୁ
{{clear}}

{{୨}}  '''କିପରି ଉଇକିପିଡ଼ିଆରେ ଲେଖିବେ?''''''

[[File:How to create a new account on Odia Wikipedia (tutorial).gif|center|380px|left|link=]]

ଉଇକିପିଡ଼ିଆ ଭିତରେ ଥାଇ ଡାହାଣ ପଟ ଉପରେ ଥିବା [[File:New_account_creation_screenshot_(Odia).png|140px|link=ବିଶେଷ:ସଭ୍ୟଲଗଇନ]] ଅପ୍ସନରେ କ୍ଲିକ କରି ନୂଆ ଖାତାଟିଏ (Account) ତିଆରି କରିପାରିବେ । ଆଗରୁ ତିଆରି କରିଥିଲେ ଲଗ-ଇନ ଉପରେ କ୍ଲିକକରନ୍ତୁ ।
{{ବ୍ୟବହାରକାରୀ:Psubhashish/ଡଟ}} ନୂଆ ଖାତା ତିଆରି କଲାବେଳେ "ବ୍ୟବହାରକାରୀ ନାମ" ଜାଗାରେ ଆପଣଙ୍କ ଇଚ୍ଛାମୁତାବକ ନାମଟିଏ ଦେବେ । କୌଣସି ସଂସ୍ଥା ସଙ୍ଗେ ଜଡ଼ିତ ଥିଲେ ସଂସ୍ଥା ନାମ '''''ବଦଳରେ''''' ନିଜ ନାମ ଦେବେ । ନାମଟି କାହା ପ୍ରତି ଅସମ୍ମାନସୂଚକ '''''ନ ହୋଇଥିବା''''' ଜରୁରୀ । ନିଜ ପ୍ରକୃତ ନାମ ମଧ୍ୟ ଦେଇପାରିବେ । କିନ୍ତୁ ଜାଣିରଖନ୍ତୁ ଆପଣଙ୍କ '''''ବ୍ୟବହାରକାରୀ ନାମ''''' ସଭିଏଁ ଦେଖିପାରିବେ । ସଭିଏଁ ଆପଣଙ୍କ ପ୍ରକୃତ ନାମ ଜାଣନ୍ତୁ ବୋଲି '''''ଚାହୁଁନଥିଲେ''''' ଭିନ୍ନ ନାମଟିଏ ଦିଅନ୍ତୁ । ଅନେକ ସାଧାରଣ ନାମ ଆଗରୁ ଥାଏ । ସେହି କ୍ଷେତ୍ରରେ ନାମ ପଛରେ ସଂଖ୍ୟା ଯଥା "Sara123" ଏମିତି ମଧ୍ୟ ଦେଇପାରିବେ ।
{{ବ୍ୟବହାରକାରୀ:Psubhashish/ଡଟ}} ପାସୱାର୍ଡ଼ଟି ଆପଣଙ୍କ ଖାତା ଭବିଷ୍ୟତରେ ଖୋଲିବା ବେଳେ କାମରେ ଆସିବ । ତେଣୁ '''''ନିଜେ ମନେରଖିବା ଭଳି''''' ଓ '''''ବାକିମାନେ ଅନୁମାନ କରି ନ ଜାଣିପାରିବା ଭଳି''''' ପାସୱାର୍ଡ଼ଟିଏ ଦିଅନ୍ତୁ ।
{{ବ୍ୟବହାରକାରୀ:Psubhashish/ଡଟ}} ଆପଣଙ୍କ ଇମେଲ ଠିକଣା ଏଠି ଦେଲେ ଭଲ । ତାହା ଗୋପନ ରଖାଯାଏ । ଯଦି କେବେ ପାସୱାର୍ଡ଼ଟି ଭୁଲିଯାଆନ୍ତି ତାହେଲେ ଇମେଲ ବ୍ୟବହାର କରି ପାସୱାର୍ଡ଼ ବଦଳାଇପାରିବେ ।

[[File:Tutorial - editing an article on Odia Wikipedia.gif|380px|center|link=]]

[[ଫାଇଲ:Animated tutorial for searching an article in Odia Wikipedia.gif|200px|right|link=]]
{{ବ୍ୟବହାରକାରୀ:Psubhashish/ଡଟ}}ପ୍ରଥମେ ସର୍ଚ-ବାରରେ ଓଡ଼ିଆ ସକ୍ରିୟ କରି ଗୋଟେ/ଯୋଡ଼େ ଅକ୍ଷର ଟାଇପ କରନ୍ତୁ । ଏହା କିଛି ସମ୍ଭାବିତ ପ୍ରସଙ୍ଗର ନାମ ଦେଖାଇବ
{{ବ୍ୟବହାରକାରୀ:Psubhashish/ଡଟ}}ସେଥିରୁ ଖୋଜୁଥିବା ପ୍ରସଙ୍ଗଟି ବାଛନ୍ତୁ (ଆଗରୁ ନଥିଲେ ନୂଆ ପ୍ରସଙ୍ଗର ପୂରା ନାମ ଟାଇପ କରି ଖୋଜିବେ, ନାମଟି ଏକ ନାଲି ଲିଙ୍କ ହୋଇ ଏହିଭଳି ଦେଖାଯିବ ➤ '''ଏହି ପ୍ରସଙ୍ଗଟି ଆଗରୁ ନାହିଁ, ତେଣୁ ''ପ୍ରସଙ୍ଗର ନାମ'' ନାମରେ ପ୍ରସଙ୍ଗଟିଏ ଏଠାରେ ଗଢ଼ନ୍ତୁ!''')
{{ବ୍ୟବହାରକାରୀ:Psubhashish/ଡଟ}} ଅଧିକ ତଥ୍ୟ ଯୋଡ଼ିବା ''କିମ୍ବା'' ଭୁଲ ସୁଧାରିବା ପାଇଁ {{Clickable button|ସମ୍ପାଦନା [Edit]}} ରେ କ୍ଲିକ କରନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଏହା ତଳେ ଏକ ଛୋଟ ଉଇଣ୍ଡୋ ଖୋଲିବ
{{ବ୍ୟବହାରକାରୀ:Psubhashish/ଡଟ}} ସେଥିରେ ଯାହା ବଦଳାଇବାକୁ ଚାହୁଁଛନ୍ତି ବଦଳାନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} {{Clickable button|ଦେଖଣା [Preview]}}ରେ କ୍ଲିକ କରି ପରଖି ନିଅନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} କିଛି ଭୁଲ ରହିଯାଇଥିଲେ ସୁଧାରିଦେଇ {{Clickable button|ସାଇତିବେ [Save]}}ରେ କ୍ଲିକ କରନ୍ତୁ

{{ବ୍ୟବହାରକାରୀ:Psubhashish/ଡଟ}}ଏବେ ଆପଣଙ୍କ ସମ୍ପାଦନା ସାଇତାଗଲା!

{{୩}}  '''କି କି ବିଷୟରେ ମୁଁ ଲେଖିପାରିବେ? ଏଥିରେ କିଛି ଲେଖିବା ବାରଣ କି?'''

| style="color: black; background-color: #dbdbdb;" width="50%" |
'''କଣ ଲେଖିବେ ନାହିଁ''' [[File:X_mark.svg|30px|link=]]
| style="color: black; background-color: #dbdbdb;" width="50%;"" |
'''କଣ ଲେଖିବେ''' [[File:Yes_check.svg|30px|link=]]

| style="color: black; background-color: #ff7272;" |
'''ଉପାଧୀବାଚକ'''
* ସାର, ଡ., ମହାମହୋପାଧ୍ୟାୟ, ପଣ୍ଡିତ
* ଶ୍ରୀ, କୁମାର, କୁମାରୀ, ସୁଶ୍ରୀ, ଶ୍ରୀଯୁକ୍ତ, ଶ୍ରୀମତୀ
* ମା, ବାବା ଓ ଶ୍ରୀ ଆଦି (ମନ୍ଦିର ଆଦିରେ): '''ଶ୍ରୀ''' ଜଗନ୍ନାଥ ମନ୍ଦିର, '''ବାବା''' ଲିଙ୍ଗରାଜ
| style="color: black; background-color: #78cf8d;" |
'''ଜଣାଶୁଣା ନାମ'''
* ବିଜୁ ପଟ୍ଟନାୟକ ('''ବିଜୟାନନ୍ଦ ପଟ୍ଟନାୟକ''' ନୁହେଁ)
* ସଚ୍ଚିନ ତେନ୍ଦୁଲକର ('''ସଚ୍ଚିନ ରମେଶ ତେନ୍ଦୁଲକର''' ନୁହେଁ)
* ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ

| style="color: black; background-color: #ff7272;" |
'''ବିଶେଷଣ'''
* ଅକ୍ଷୟ ମହାନ୍ତି ଜଣେ '''ସୁନାମଧନ୍ୟ''' ସଙ୍ଗୀତଜ୍ଞ ଥିଲେ ।
| style="color: black; background-color: #78cf8d;" |
''ଲେଖାରେ ବିଶେଷଣ ନ ଦେଇ କେବଳ ତଥ୍ୟ ଦେବେ ।''

| style="color: black; background-color: #ff7272;" |
'''ଲିଖନ ବିଷୟ'''
* ସୃଜନଶୀଳ ସାହିତ୍ୟ (ଗପ, କବିତା, ସମାଲୋଚନା, ଉପନ୍ୟାସ ଆଦି)
* ନିଜ/ସମ୍ପର୍କୀୟଙ୍କ ବାବଦରେ
* ନିଜ ମତ
* ଲେଖାରେ ସାହିତ୍ୟର ପୁଟ (ଯଥା: "'''ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟରେ ଭରା କବିଙ୍କ ରଚନା ନିମନ୍ତେ ତାଙ୍କୁ ସମାଲୋଚକେ ପ୍ରକୃତି କବିର ଆସନରେ ବସାଇଛନ୍ତି'''")
| style="color: black; background-color: #78cf8d;" |
* ରାଜ୍ୟ ତଥା ଦେଶବିଦେଶର ଜଣାଶୁଣା ସାହିତ୍ୟ ବହି ବାବଦରେ
* ଜଣାଶୁଣା ବ୍ୟକ୍ତିବିଶେଷ
* କେବଳ ପ୍ରକାଶିତ ସମ୍ବାଦର ଆଧାରରେ ଲେଖିବେ
* ତାଙ୍କ ରଚନାରେ ପ୍ରକୃତିର ବର୍ଣ୍ଣନା ନିମନ୍ତେ ମେହେର "ପ୍ରକୃତି କବି" ନାମରେ ଜଣା ।

[[File:Citation (Odia).gif|right|link=]]
{{୪}}  '''ବହି/ଖବରକାଗଜ/ପତ୍ରିକାରୁ ଦେଖି ଲେଖିପାରିବେ କି?'''
{{ବ୍ୟବହାରକାରୀ:Psubhashish/ଡଟ}} ହଁ, କୌଣସି ଜଣାଶୁଣା ପ୍ରକାଶନର ବହି ଓ ଖବରକାଗଜରୁ ତଥ୍ୟ ନେଇ ଲେଖିପାରିବେ
{{ବ୍ୟବହାରକାରୀ:Psubhashish/ଡଟ}} ଲେଖା ସିଧା ସଳଖ କପି ନ କରି ନିଜେ ଲେଖନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଆଧାର ଦେଉଥିବା ବାକ୍ୟ/ପାରାଗ୍ରାଫର ଶେଷରେ କର୍ସର [[File:Cursor1.gif|45px|link=]]
{{ବ୍ୟବହାରକାରୀ:Psubhashish/ଡଟ}} ଉକ୍ତ ବହିର ଆଧାର ଦେବା ପାଇଁ ଟୁଲବାରରେ ଥିବା {{Button|text= ▼  Cite|format=bold}} ଉପରେ କ୍ଲିକ କରନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଟୁଲ-ବାରର ବାମ ପଟେ ଥିବା {{Button|text=Template|format=bold}}ରୁ ଉପଯୁକ୍ତ ଅପ୍‌ସନଟି ବାଛି ବହିର ସବିଶେଷ ଫର୍ମରେ ଭରନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} {{Clickable button|Insert}} ବଟନରେ କ୍ଲିକ କରି ଆଧାରଟି ସାଇତିବେ

{{hidden
| style = border:1px dashed red; width: 100%;
| headerstyle = background: #FCE663; font-size: 110%;
| contentstyle = text-align: left; color:black;
| header = ଗୁଗୁଲ ବୁକ୍ସ (http://books.google.com)ରୁ ଆଧାର ଖୋଜା
| content = ଗୁଗୁଲ ବୁକ୍ସରେ ଅନେକ ଜଣାଶୁଣା ବହି ରହିଛି ଓ ପାଖାପାଖି ସବୁ ଉଇକିପିଡ଼ିଆରେ ଆଧାର ଦେବା ଲାଗି ବ୍ୟବହାର ହୋଇପାରିବ ।
କିପରି ଖୋଜିବେ?

୧. http://books.google.com କୁ ଯାଇ ଆପଣ ଲେଖୁଥିବା ପ୍ରସଙ୍ଗ ବା ନିର୍ଦ୍ଦିଷ୍ଟ ବିଷୟ ଇଂରାଜୀରେ ଟାଇପ କରନ୍ତୁ । ଯଥା: ସ୍ୱାଧୀନତା ସଂଗ୍ରାମୀ [[ପରି ବେୱା]]ଙ୍କ ବାବଦରେ ଖୋଜିଲା ବେଳେ "Pari Bewa" ଖୋଜିଲେ ଅନେକ ବହିର ଲିଙ୍କ ଓ ଲିଙ୍କ ତଳେ ସେ ବହିରେ "Pari Bewa" ଶବ୍ଦ ଯୋଡ଼ିକ ଥିବା କେତୋଟି ବାକ୍ୟ ଦିଶିବ । ([https://www.google.com/search?tbm=bks&q=%22pari+bewa%22 ଉଦାହରଣ ଦେଖନ୍ତୁ], ଖୋଜିଲା ବେଳେ ୨-୩ଟି ଅଲଗା ଅଲଗା ଉପାୟରେ ଖୋଜିଲେ ନିର୍ଦ୍ଦିଷ୍ଟ ବହି ମିଳିଯାଏ । ଧରନ୍ତୁ ଇରମ ବାବଦରେ ଖୋଜୁଛନ୍ତି । ଶବ୍ଦର ଆଗରୁ ଓ ପଛରେ ଗୋଟେ କଲୋନ ବା " ଚିହ୍ନ ଦେଇ ଖୋଜିଲେ ଅର୍ଥାତ କେବଳ Iramନ ଖୋଜି "Iram"ଖୋଜିଲେ ଅଧିକ ସଠିକ ଫଳାଫଳ ମିଳେ । ନହେଲେ କେଉଁ ବହିରେ Iranଥିଲେ ବି ଦେଖେଇବ । ସେହି ଭଳି ବିନା କଲନରେ pari bewa ଲେଖିବାରୁ pari ଶବ୍ଦ ଥିବା ଅନେକ ବହିର ବିଷବସ୍ତୁ ଦିଶିଲା । କିନ୍ତୁ "pari bewa" ଲେଖିବାରୁ ସ୍ୱାଧୀନତା ସଂଗ୍ରାମୀ '''ପରି ବେୱା'''ଙ୍କ ଉପରେ ଥିବା ବହିର ଲିଙ୍କ ଦିଶିଲା ।
୨. ଯଦି ସେ ବାକ୍ୟଗୁଡ଼ିକରେ ଆପଣ ଖୋଜୁଥିବା ବିଷୟ ଥାଏ ତାହେଲେ ସେ ବହିର ଲିଙ୍କ ଉପରେ କ୍ଲିକ କରି ତାହା ଖୋଲନ୍ତୁ ଓ ତାହାର URL (ଦେଖିବାକୁ ଏମିତି: https://books.google.co.in/books...) କପି କରନ୍ତୁ ।
୩. http://reftag.appspot.com ସାଇଟ ଖୋଲି କପି କରିଥିବା URL ଉପର ବାକ୍ସରେ ପେଷ୍ଟ କରନ୍ତୁ ।
୪. ଏବେ "Load" ଉପରେ କ୍ଲିକ କଲେ ତଳେ ଗୋଟେ କୋଡ଼ ଦିଶିବ । ସେ କୋଡ଼ କପି କରିଆଣି ଉଇକିପିଡ଼ିଆ ଲେଖାରେ ଯେଉଁ ବାକ୍ୟ ପାଇଁ ଆଧାର ଦେଉଥିବା ସେ ବାକ୍ୟ ପରେ ପେଷ୍ଟ କରିଦିଅନ୍ତୁ ।

{{୫}}  '''ଆଗକୁ କଣ କରିବେ, କଣ ଲେଖିବେ?'''

{{ବ୍ୟବହାରକାରୀ:Psubhashish/ଡଟ}} ଡାହାଣପଟେ ଉପରେ ଥିବା ଘରେ ଓଡ଼ିଆରେ କିଛି ପ୍ରସଙ୍ଗ ନାଁ ଟାଇପ କରି ଲେଖାଟିଏ ଖୋଜିପାରିବେ ବା ଲେଖାଟିଏ ଆଗରୁ ନ ଥିଲେ ନୂଆ ତିଆରି କରିପାରିବେ ।
{{ବ୍ୟବହାରକାରୀ:Psubhashish/ଡଟ}} ଉପରେ ଦିଆଯାଇଥିବା ଭଳି {{Clickable button|ସମ୍ପାଦନା [Edit]}}ରେ କ୍ଲିକ କଲେ ଏକ ଛୋଟ ଉଇଣ୍ଡୋ ଖୋଲିବ
{{ବ୍ୟବହାରକାରୀ:Psubhashish/ଡଟ}} ଲେଖା ପଢ଼ି କିଛି ଭୁଲ ଥିଲେ ସୁଧାରନ୍ତୁ, ଅଥବା ଅଧିକ ତଥ୍ୟ ଯୋଡ଼ନ୍ତୁ
{{ବ୍ୟବହାରକାରୀ:Psubhashish/ଡଟ}} ଇଣ୍ଟରନେଟରେ ବା ବହି/ପତ୍ରିକା/ଖବରକାଗଜରୁ କିଛି ତଥ୍ୟ ଦେଇପାରିବେ, କେଉଁ ବହିର ଆଧାରରେ ତଥ୍ୟ ଦେଲେ ତାହା ଉଲ୍ଲେଖ କରିବେ
{{ବ୍ୟବହାରକାରୀ:Psubhashish/ଡଟ}} ଲେଖିସାରି {{Clickable button|ସାଇତିବେ [Save]}}ରେ କ୍ଲିକ କରିବେ
{{ବ୍ୟବହାରକାରୀ:Psubhashish/ଡଟ}} ନୂଆ ଲେଖା ତିଆରୁଥିଲେ ଅତି କମରେ ୧୦ଟି ବାକ୍ୟ ଓ ୩ଟି ଆଧାର ଦେବା ପାଇଁ ଚେଷ୍ଟା କରିବେ ।

[[File:Odia Wikipedia handbook (web).pdf|thumb|right|150px|ଓଡ଼ିଆ ଉଇକିପିଡ଼ିଆ ସମ୍ପାଦନା ଶିଖିବା ପାଇଁ ଏକ ଶିକ୍ଷଣ ପୁସ୍ତିକା ।]]

== କିଛି ଦରକାରୀ ସାଧନ ==
* [[ଉଇକିପିଡ଼ିଆ:ନିୟମାବଳୀ|ଉଇକିପିଡ଼ିଆରେ ସମ୍ପାଦନା ପାଇଁ କିଛି ନୀତିନିୟମ]]

{{ଉଇକିପିଡ଼ିଆ:ପ୍ରଶ୍ନ ପଚାରନ୍ତୁ/ଉପରପଟି ୨}}