"ରାଷ୍ଟ୍ରୀୟ ପ୍ରତିଜ୍ଞା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ରାଷ୍ଟ୍ରୀୟ ପ୍ରତିଜ୍ଞା''' ସ୍ୱାଧୀନ ଭାରତର ଜାତୀୟତା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୨ କ ଧାଡ଼ି:
ଏହି ପ୍ରତିଜ୍ଞା ଲେଖକ [[ପ୍ୟାଦିମାରି ଭେଙ୍କଟ ସୁବା ରାଓ]] ଦ୍ୱାରା ୧୯୬୨ ମସିହାରେ [[ତେଲୁଗୁ]] ଭାଷାରେ ରଚିତ । ୧୯୬୩ ମସିହାରେ ବିଶାଖାପଟ୍ଟନମର ଗୋଟିଏ ବିଦ୍ୟାଳୟରେ ଏହା ବୋଲାଯାଇଥିଲା ଏବଂ ପରେ ଅନ୍ୟ ପ୍ରାଦେଶିକ ଭାଷାମାନଙ୍କୁ ଅନୁବାଦିତ ହୋଇଥିଲା ।<ref name="timesofindia.indiatimes">{{cite news|title=Nalgonda re=140}}</ref>
== ଇତିହାସ ==
ରାଷ୍ଟ୍ରୀୟ ପ୍ରତିଜ୍ଞା ପ୍ୟାଦିମାରି ଭେଙ୍କଟ ସୁବା ରାଓଙ୍କ ଦ୍ୱାରା ରଚିତ ହୋଇଥିଲା । ସୁବରାଓ ଜଣେ ତେଲୁଗୁ ଲେଖକ, ଏଣୁ ୧୯୬୨ ମସିହାରେ ବିଶାଖାପଟ୍ଟନମର ଜିଲ୍ଲା ଟ୍ରେଜେରୀ ଅଧିକାରୀ ପଦରେ ଥିବା ସମୟରେ ଏହାକୁ ଲେଖିଥିଲେ । ସେତେବେଳର ବରିଷ୍ଠ କଂଗ୍ରେସ ନେତା ତେନ୍ନେତି ବିଶ୍ୱନାଦମଙ୍କୁ ସେ ସମୀକ୍ଷା ନିମନ୍ତେ ପଠାଇଲେ । ଏହାପରେ ବିଶ୍ୱନାଦମ ତାହାକୁ ଶିକ୍ଷାମନ୍ତ୍ରୀ ପି.ଭି.ଜି.ରାଜୁ ସୁବା ରାଓଙ୍କୁ ପଠାଇଦେଲେ । ତେଲେଙ୍ଗାନାରେ ଜନ୍ମିତ ଶିକ୍ଷାମନ୍ତ୍ରୀ ତେଲୁଗୁ, ସଂସ୍କୃତ, ହିନ୍ଦୀ, ଇଂରାଜୀ ଏବଂ ଆରବୀୟ ଭାଷାରେ ପ୍ରବୀଣ ଥିଲେ । ସାର୍ବଜନୀନ ସମାଗମମାନଙ୍କରେ ଭାରତବାସୀ ଗାନ କରନ୍ତି । ଜାତୀୟ ସଂଗୀତର କବିଙ୍କ ପରି ସୁବାରାଓ ଏତେ ପ୍ରସିଦ୍ଧ ନୁହନ୍ତି । ତାଙ୍କର ନାମ କୌଣସି ବହି କିମ୍ବା ଦସ୍ତାବିଜରେ ନାହିଁ । ମାତ୍ର ଭାରତ ସରକାରଙ୍କ ମାନବ ସଂସାଧନ ବିକାଶ ମନ୍ତ୍ରାଳୟର ଅଭିଲେଖରେ ତାଙ୍କ ବିଷୟରେ ଉଲ୍ଲେଖ ଅଛି । ନିଜ ନାତୁଣୀ ବିଦ୍ୟାଳୟ ପୁସ୍ତକରେ ପଢିବାପୂର୍ବରୁ ସୁବାରାଓ ନିଜେ ମଧ୍ୟ ଜାଣିନଥିଲେ ଯେ ରାଷ୍ଟ୍ରୀୟ ପ୍ରତିଜ୍ଞାର ରାଷ୍ଟ୍ରୀୟ ସଂଗୀତ ଏବଂ ରାଷ୍ଟ୍ରୀୟ ଗାନ ସଦୃଶ ମହତ୍ତ୍ୱ ରହିଛି ।
ରାଷ୍ଟ୍ରୀୟ ପ୍ରତିଜ୍ଞା ପ୍ୟାଦିମାରି ଭେଙ୍କଟ ସୁବା ରାଓଙ୍କ ଦ୍ୱାରା ରଚିତ ହୋଇଥିଲା ।
== ପ୍ରତିଜ୍ଞା ==
ଭାରତ ମୋର ଦେଶ ।<br>
୧୨ କ ଧାଡ଼ି:
ମୁଁ ମୋର ଦେଶ ଓ ଦେଶବାସୀଙ୍କ ପ୍ରତି ସତ୍ୟନିଷ୍ଠ ରହିବାକୁ ପ୍ରତିଜ୍ଞା କରୁଛି।<br>
ସେମାନଙ୍କ କଲ୍ୟାଣ ଓ ସମୃଦ୍ଧିରେ ମୋର ସୁଖ ନିହିତ ।
== ନିୟମାବଳୀ ==
* ବିଦ୍ୟାଳୟରେ ସାଧାରଣସଭା, ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଆଦି ଉତ୍ସବରେ ବିଧିପୂର୍ବକ ଭାବେ ବୋଲାଯିବ
* ପ୍ରତ୍ୟେକ ଭାରତୀୟ ନାଗରିକ ରାଷ୍ଟ୍ରୀୟ ପ୍ରତିଜ୍ଞାକୁ ଯଥୋଚିତ ସମ୍ମାନ ପ୍ରଦାନ କରିବେ
== ଆଧାର ==
{{ଆଧାର}}